ସ୍ୱର୍ଗତ ପ୍ରମୋଦ ସାହୁଙ୍କ ବିୟୋଗରେ ଗାନ୍ଧି ପାଠାଗାର ତରଫରୁ ଶୋକସଭା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟିକ୍ରାପଡା ରାମଜୀ ମନ୍ଦିରରେ ସ୍ୱର୍ଗତ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଗାନ୍ଧି ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ଅଧ୍ୟକ୍ଷତାରେ ଆୟୋଜନ କରାଯାଇ ଅମର ଆତ୍ମାର ସଦ୍ଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ପଡାରେ!-->…
Read More...
Read More...