ଓଡ଼ିଆ ବହି ପଢିବା ଓ କିଣିବା ପାଇଁ ବରଗଡ଼ରେ ଜନସଚେତନତା କାର୍ଯ୍ୟକ୍ରମ – ‘ଆସ ବହିଟିଏ କିଣିବା’
ବରଗଡ଼, (ମୁନ୍ନା ସାହୁ) : ବହି ଆମ ଜୀବନକୁ ଜ୍ଞାନର ଆଲୋକରେ ଆଲୋକିତ କରେ । ଆମ ଦୈନନ୍ଦିନ ଜୀବନରେ ବହିର ଆଦର ତଥା ଚାହିଦା ବୃଦ୍ଧି ପାଇଁ ‘ଓଡ଼ିଆ ପକ୍ଷ’ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ‘ଆସ ବହିଟିଏ କିଣିବା’ ଅଭିଯାନ ଆରମ୍ଭ କରାଯାଇଛି । ଏହି କ୍ରମରେ, ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ!-->…
Read More...
Read More...