Daily Archives

ବେଦାନ୍ତ ରାସ୍ତା କାମକୁ ନେଇ ପୋଲିସ-ଆନ୍ଦୋଳନକାରୀ ମୁହାମୁହିଁରେ ଖଣ୍ଡଯୁଦ୍ଧ : ୫୦ରୁ ଅଧିକ ପୋଲିସ ଆହତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବେଦାନ୍ତ ରାସ୍ତା ନିର୍ମାଣକୁ ନେଇ ସିଜିମାଳି ଅଞ୍ଚଳବାସୀଙ୍କ ବିରୋଧ ଗତ ଏକମାସ ହେବ ପୋଲିସ ଓ ପ୍ରଭାବିତ ଗ୍ରାମବାସୀଙ୍କ ମଧ୍ୟରେ ଛକାପଞ୍ଜା ଲାଗିରହିଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର କାଶୀପୁର ଥାନା ଅଧୀନ ସିଜିମାଳି
Read More...

ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ପରିଭ୍ରମଣ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଝାରମୁଣ୍ଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀର ପ୍ରାୟ ୯୦ ଜଣ ଛାତ୍ରଛାତ୍ରୀ ସମ୍ବଲପୁର ଜିଲ୍ଲାକୁ ଶୈକ୍ଷିକ ପରିଭ୍ରମଣରେ ଯାଇ ଫେରିଥିବା ଜଣାଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ପଧାନଙ୍କ ତତ୍ତ୍ଵାବଧାନରେ
Read More...

ଗୋମାତାଙ୍କ ସୁରକ୍ଷା ସୁନିଶ୍ଚିତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ଜଣାଇଲା ଶିବସେନା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଶିବସେନା ଦଳ ପକ୍ଷରୁ ଗୋମାତାଙ୍କୁ ରାଜ୍ୟ ମାତା ଭାବରେ ଘୋଷଣା କରି ତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଜରିଆରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ
Read More...

ସୋନପୁର ବ୍ଳକ ପକ୍ଷରୁ ଭୀମଭୋଇ ଖଲିଆପାଲି ଠାରେ ସ୍ୱଚ୍ଛତା ଅଭିଯାନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶା ସରକାରଙ୍କ ଓଡ଼ିଆ ପକ୍ଷ ପାଳନ ଅବସରରେ ଷଷ୍ଠ ଦିନରେ ଦେବାଳୟ ଓ ଐତିହ୍ୟସ୍ଥଳୀ ଗୁଡିକର ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିବା ବେଳେ ସୋନପୁର ବ୍ଲକ ପକ୍ଷରୁ ଭୀମଭୋଇଙ୍କ ସମାଧି ପୀଠ ମହିମା ଖଲିଆପାଲି ଠାରେ ସାମୁହିକ ସଫେଇ ଅଭିଯାନ
Read More...

ଜିଲ୍ଲା ପିସିପିଏନଡିଟି ଉପଦେଷ୍ଠା କମିଟି ବୈଠକ ଅନୁଷ୍ଠିତ

ଭୃଣ ହତ୍ୟା ସୂଚନା ଦେଲେ ମିଳିବ ୨୫ ହଜାର ପୁରସ୍କାର ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ ପିସିପିଏନଡିଟି ଉପଦେଷ୍ଟା କମିଟି ବୈଠକ ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ
Read More...

ପଶ୍ଚିମ ଏସିଆରେ ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

ବିମାନ ଚଳାଚଳ କ୍ଷେତ୍ରର ସ୍ଥିରତା ପାଇଁ ବହୁସ୍ତରୀୟ ପଦ୍ଧତି ଗ୍ରହଣ କଲା ବେସାମରିକ ବିମାନ ମନ୍ତ୍ରଣାଳୟଘରୋଇ ଏଲପିଜି ସିଲିଣ୍ଡର ବିତରଣ ସ୍ୱାଭାବିକ୧୬୯୧ରୁ ଅଧିକ ଭାରତୀୟ ନାବିକ ସୁରକ୍ଷିତ; ଗତ ୨୪ ଘଣ୍ଟାରେ ୯୨ ଜଣଙ୍କ ପ୍ରତ୍ୟାବର୍ତ୍ତନଭାରତରେ ବନ୍ଦର କାର୍ଯ୍ୟ ସ୍ବାଭାବିକ ରହିଛି
Read More...

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଇଁ ୭୫ ଦିନିଆ କାଉଣ୍ଟଡାଉନ୍ ଆରମ୍ଭ

ଲୋନାରରେ ଯୋଗ ମହୋତ୍ସବ-୨୦୨୬; ଆଇଡିୱାଇ ପାଇଁ ୭୫ ଦିନିଆ କାଉଣ୍ଟଡାଉନ୍ ଆରମ୍ଭ କଲା ଆୟୁଷ ମନ୍ତ୍ରଣାଳୟଯୋଗ ମହୋତ୍ସବ-୨୦୨୬ରେ ସାମୂହିକ ତ୍ରିକୋଣାସନ; ଏସିଆ ବୁକ୍ ଅଫ୍ ରେକର୍ଡସ୍ ସ୍ଥାପନସାମୂହିକ ତ୍ରିକୋଣାସନରେ ବ୍ୟାପକ ଅଂଶଗ୍ରହଣ; ସହଭାଗୀ ସୁସ୍ଥତାର ପ୍ରତିଫଳନ : ଶ୍ରୀ ପ୍ରତାପରାଓ ଜାଧବ
Read More...

ଭୁବନେଶ୍ୱରରେ ତୃଣମୂଳ ଶାସନ ପାଇଁ ଦକ୍ଷତା ବିକାଶ କର୍ମଶାଳା

ଡିଜିଟାଲ ଶାସନକୁ ନୂତନ ଗତି: ‘ବିକଶିତ ପଞ୍ଚାୟତ’ ହ୍ୱାଟସ୍ଆପ୍ ବଟ୍ ଓ ଇ-ମଡ୍ୟୁଲ୍ ଉନ୍ମୋଚନ ଭୁବନେଶ୍ୱର, (ପିଆଇବି) : ଦେଶବ୍ୟାପୀ ପାଳନ କରାଯାଉଥିବା ସାଧନା ସପ୍ତାହ (୨-୮ ଏପ୍ରିଲ, ୨୦୨୬) ଅଧିନରେ ଭୁବନେଶ୍ବର କୃଷିଭବନଠାରେ ‘ତୃଣମୂଳ ଶାସନ ପାଇଁ ଦକ୍ଷତା ବିକାଶର ପୁନଃକଳ୍ପନା’
Read More...

ଇଗ୍ନୋର ୩୯ତମ ସମାବର୍ତ୍ତନ ଉତ୍ସବ: ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ରରେ ୭ ହଜାରରୁ ଅଧିକ ଶିକ୍ଷାର୍ଥୀ ସମ୍ମାନିତ

ଭୁବନେଶ୍ୱର, (ପିଆଇବି) : ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର ୩୯ତମ ସମାବର୍ତ୍ତନ ଉତ୍ସବ ଆଜି ନୂଆଦିଲ୍ଲୀ ସ୍ଥିତ ମୁଖ୍ୟାଳୟ ଏବଂ ଦେଶର ବିଭିନ୍ନ ଆଞ୍ଚଳିକ କେନ୍ଦ୍ରରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟାଳୟରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଭାରତର ମାନ୍ୟବର
Read More...