Daily Archives

ରାୟଗଡା ଜିଲ୍ଲାର ଗୁମା ଘାଟିରେ ସଡ଼କ ଦୁର୍ଘଟଣା ୨ ଜଣ ଆହତ : ଜଣେ ଗୁରୁତର

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଜୟପୁରରୁ ଗୋଟିଏ ପରିବାର ନିଜ ଗାଁ ଆସ୍କାକୁ କାର ଯୋଗେ ଯାଉଥିବା ବେଳେ ଗୁମା ଘାଟିରେ କାରଟି ଓଲଟି ପଡିଥିଲା, ଯାହାଫଳରେ ଗୋଟିଏ ପରିବାରର ୪ ଜଣ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ । କାରଟି ଭାର ସାମ୍ୟହରାଇ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ଘଟିବା
Read More...

କଂଗ୍ରେସ ପକ୍ଷରୁ ପଞ୍ଚାୟତ ସ୍ତରୀୟ ନୂତନ ସଭାପତିଙ୍କ ନାମ ଘୋଷଣା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ କଂଗ୍ରେସ ସଭାପତି ରବୀନ୍ଦ୍ର ନାୟକଙ୍କ ତତ୍ୱାବଧାନରେ କୁଇ କୁଳ ସମିତି କାର୍ଯ୍ୟାଳୟ ପରିସରରେ ନୂତନ ବ୍ଲକ କମିଟି ଗଠିତ ହେବା ସହ ପଞ୍ଚାୟତ ସଭାପତିଙ୍କ ନାମ ଘୋଷଣା ନିମନ୍ତେ ଏକ
Read More...

ଟିକାବାଲି ଲ୍ୟାମ୍ଫ ସମିତିର ବାର୍ଷିକ ସାଧାରଣ ସଭା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତିଲିଃ.ର କଟିମାହା ଗ୍ରାମପଞ୍ଚାୟତ ଗୃହ ଠାରେ ୨୦୨୫/୨୬ ଆର୍ଥିକ ବର୍ଷର ସାଧାରଣ ବାର୍ଷିକ ସଭା ଲ୍ୟାମ୍ପ ସଭାପତି ଅଭିମନ୍ୟୁ ମଲିକଙ୍କ
Read More...

ଜିଲ୍ଲା ପରିବହନ ବିଭାଗ ଓ ଟିକାବାଲି ପୋଲିସର ମିଳିତ ଉଦ୍ୟମରେ ଯାନବାହାନ ଯାଞ୍ଚ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ପରିବହନ ବିଭାଗ ଓ ଟିକାବାଲି ପୋଲିସର ମିଳିତ ଉଦ୍ୟମରେ ୧୫୭ ନଂ. ଜାତୀୟ ରାଜପଥ କୋଚିଲାଗଡ ଠାରେ ପରିବହନ ଅଧିକାରୀ ଶିବାନୀ ମାଝୀଙ୍କ ନେତୃତ୍ୱରେ ଯାନବାହାନ ଯାଞ୍ଚ କରାଯାଇଛି । ଯାଞ୍ଚ ବେଳେ ଚାଳକଙ୍କ ଲାଇସେନ୍ସ, ସିଟ୍ ବେଲଟ୍,
Read More...

ବ୍ରହ୍ମପୁରରୁ କୋଟଗଡ ନୂତନ ସରକାରୀ ବସ୍ ସେବା ଆରମ୍ଭ : ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ବ୍ରହ୍ମପୁର ଠାରୁ କୋଟଗଡ ପର୍ଯ୍ୟନ୍ତ ଏକ ନୂତନ ମାର୍ଗରେ ଶୀତତାପ ନିୟନ୍ତ୍ରିତ ସରକାରୀ ବସ୍ ସେବା ବୁଧବାର ଠାରୁ ଆରମ୍ଭ ହୋଇଛି । ଏହି ବସ୍ ସେବା ଆରମ୍ଭ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଓ
Read More...

ସୁଉଚ୍ଚ ହିମାଳୟରେ ସୀମା ସଡ଼କ ସଂଗଠନର ଇଞ୍ଜିନିୟରିଂ ଚମତ୍କାର ଦେଖିଲେ ଓଡ଼ିଆ ଗଣମାଧ୍ୟମ ପ୍ରତିନିଧି

ଭୁବନେଶ୍ୱର, (ପିଆଇବି) : ପିଆଇବି, ଭୁବନେଶ୍ୱର ଆନୁକୂଲ୍ୟରେ ହିମାଚଳ ପ୍ରଦେଶ ଗସ୍ତରେ ଥିବା ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ହିମାଳୟର ମନାଲି ନିକଟରେ ସୀମା ସଡ଼କ ସଂଗଠନ (ବିଆରଓ)ର ‘ୟୋଜକ’ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ସୁଉଚ୍ଚ ପର୍ବତରେ ସଂଗଠନ ଦ୍ୱାରା ନିର୍ମାଣ କରାଯାଇଥିବା
Read More...

ଭାରତର ଏନଡିସିକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍

• ଜାତୀୟ ଭାବରେ ନିର୍ଦ୍ଧାରିତ ଅବଦାନ (ଏନଡିସି) ୨୦୩୧-୨୦୩୫କୁ ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଜାତିସଂଘ ଫ୍ରେମୱାର୍କ କନଭେନସନକୁ ସୂଚୀତ କରିବା ପାଇଁ ମିଳିଲା ମଞ୍ଜୁରି• ଭାରତ ୨୦୩୫ ସୁଦ୍ଧା ଏହାର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଅଙ୍ଗାରକାମ୍ଳ ନିର୍ଗମନ ତୀବ୍ରତାକୁ ୨୦୦୫ ସ୍ତରରୁ ୪୭
Read More...

ହାଇଦ୍ରାବାଦସ୍ଥିତ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

ଭୁବନେଶ୍ୱର, (ପିଆଇବି) : ହାଇଦ୍ରାବାଦ ଗସ୍ତରେ ଥିବା ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଦ୍ଵିତୀୟ ଦିନରେ ହାଇଦ୍ରାବାଦସ୍ଥିତ ଜାତୀୟ ଦକ୍ଷତା ପ୍ରଶିକ୍ଷଣ ଅନୁଷ୍ଠାନ (ଏନଏସଟିଆଇ) ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନର ଉଦ୍ଦେଶ୍ୟ ଥିଲା ସେଠାରେ ଚାଲୁଥିବା ଦକ୍ଷତା ବିକାଶ ପଦକ୍ଷେପ ଓ
Read More...

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପୃଥକ ପତ୍ର : ଚଣ୍ଡିଖୋଲ ଠାରେ ‘ଷ୍ଟ୍ରାଟେଜିକ…

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର କ୍ୟାବିନେଟ୍ ୨୦୧୮ ଜୁନ୍ ୨୭ରେ ଚଣ୍ଡିଖୋଲ ଠାରେ ଏହି ପ୍ରକଳ୍ପ ପାଇଁ ଅନୁମୋଦନ ଦେଇଥିଲେ• ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ମୁଁ ଚିଠି ଲେଖିଥିଲେ ମଧ୍ୟ ଏଥିରେ ବିଳମ୍ବ ହୋଇଥିଲା• ପରବର୍ତ୍ତୀ ପର୍ଯ୍ୟାୟରେ ୨୦୨୫
Read More...

୨୮,୮୪୦ କୋଟି ଟଙ୍କା ବ୍ୟୟବରାଦ ସହିତ ଆଞ୍ଚଳିକ ସଂଯୋଗୀକରଣ ଯୋଜନା-ସଂଶୋଧିତ ଉଡ଼ାନ ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ସଂଶୋଧିତ ଆଞ୍ଚଳିକ ସଂଯୋଗୀକରଣ ଯୋଜନା -ଉଡ଼ାନର ଶୁଭାରମ୍ଭ ଏବଂ କାର୍ଯ୍ୟକାରିତା ପ୍ରସ୍ତାବକୁ ଅନୁମୋଦନ କରିଛି।୨୦୨୬-୨୭ ଆର୍ଥିକ ବର୍ଷରୁ ୨୦୩୫-୩୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଦଶ
Read More...