Daily Archives

ଛତ୍ରପୁର ସ୍ପୋର୍ଟସ ଷ୍ଟାଡିୟମ ଠାରେ ଗଞ୍ଜାମ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ପୋର୍ଟସ ଷ୍ଟାଡିୟମ୍ ଠାରେ ଗଞ୍ଜାମ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ - ୨୦୨୬ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ଅନୁକ୍ରମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ,
Read More...

ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ର ତୃତୀୟ ସନ୍ଧ୍ୟା

ମଞ୍ଚସ୍ଥ ହେଲା ନାଟକ ନିଶାପ ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ ତୃତୀୟ ସନ୍ଧ୍ୟାରେ ଭୁବନେଶ୍ୱର ର ମ୍ୟାଜିକ ଥିଏଟର ଅନୁଷ୍ଠାନ ତରଫରୁ ପ୍ରଜ୍ଞାରଞ୍ଜନ ଖଟୁଆଙ୍କ ରଚିତ ଓ ନିର୍ଦ୍ଦେଶନାରେ ନାଟକ ନିଶାପ ମଞ୍ଚସ୍ଥ ହୋଇଯାଇଛି । ସିଭିକ ସେଣ୍ଟର ଠାରେ ଆୟୋଜିତ
Read More...

ବିରୂପା ନଈରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର

-ଋଣଭାରରୁ ଆତ୍ମହତ୍ୟା ସନ୍ଦେହ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିରୂପା ନଦୀରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସବୁଠାରୁ ଦୁଃଖଦ ବିଷୟ ହେଉଛି, ଉଭୟଙ୍କ ଶବ ନଦୀରେ ହାତ ଧରାଧରି ଅବସ୍ଥାରେ ଭାସୁଥିଲା ବୋଲି କୁହାଯାଏ ।
Read More...

ବ୍ରହ୍ମପୁରରେ ଇଣ୍ଡିଏନ ଗ୍ୟାସ୍ ଅଫିସରେ ଚଢ଼ାଉ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମରେ ଥିବା ଇଣ୍ଡିଏନ ଗ୍ୟାସ ଅଫିସରେ ଚଢ଼ାଉ ହୋଇଛି । ଯାହାକି, ବ୍ରହ୍ମପୁର ଏସପି ଅଫିସ୍ ନିକଟ ନିଦାନ୍ ଡାଇଗ୍ନୋଷ୍ଟିକ ଗଳିରେ ଥିବା ବ୍ରହ୍ମପୁର ଇଣ୍ଡିଏନ ଗ୍ୟାସରେ ଅନିୟମିତତା ସ୍ୱରୂପ ରନ୍ଧନ ଗ୍ୟାସର କଳା ବଜାରୀ ଉପରେ
Read More...

ଶିଶୁ ବିକାଶ କେନ୍ଦ୍ରର କ୍ରୀଡା ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ରର ୪୦ତମ କ୍ରୀଡା ଉତ୍ସବ ଶିଶୁ ବିକାଶ କେନ୍ଦ୍ର ଓ ସମାଜସେବୀ ସୋମନାଥ ମିଶ୍ର ସ୍ମୃତି ସମିତିର ମିଳିତ ସହଯୋଗରେ ଚୁଡାପାଲି ନିକଟସ୍ଥ ଭୁଣ୍ଡିମୁହାଣ ଗ୍ରାମର ଉଚ୍ଚ ପ୍ରାଥମିକ
Read More...

ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀ ପୀଠରେ ନବ ଦିନାତ୍ମକ ବାସନ୍ତିକ ପୂଜା ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣା ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା' ପାଟଣେଶ୍ୱରୀ ପୀଠରେ ନବ ଦିନାତ୍ମକ ବାସନ୍ତିକ ପୂଜା ଆସନ୍ତା ୧୯ ତାରିଖରୁ ୨୭ ପର୍ଯ୍ୟନ୍ତ ୯ ଦିନ ବ୍ୟାପି ଦେବୀଙ୍କର ପ୍ରତିଦିନ ଚଣ୍ଡିପାଠ ଓ ହୋମଯଜ୍ଞ ଅନୁଷ୍ଠିତ ହେବ । ଗୁରୁବାର ଦିନ କଳସ ସ୍ଥାପନ, ନବ ଦିନାତ୍ମକ
Read More...

ବଡବନ୍ଧ ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡ଼ବନ୍ଧ ଗାଁର ସ୍ୱପ୍ନେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ଅବସରରେ ହେବାକୁ ଥିବା ୫୬ ପ୍ରହର ନାମଯଜ୍ଞ ଏବଂ ତୁଳସୀ ରାମାୟଣ, ନବାହ ପାରାୟଣ ପାଇଁ ବୁଧବାର ଦିନ କଳସ ଶୋଭାଯାତ୍ରା ହୋଇଯାଇଛି । ଗୁରୁବାର ଦିନ ତୁଳସୀ ରାମାୟଣ ନବାହ ପାରାୟଣ ଆରମ୍ଭ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ଶ୍ରୀରାମନଗର ଠାରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆନୁକୂଲ୍ୟରେ ରାଷ୍ଟ୍ରୀୟ ନବବର୍ଷ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପରିଚାଳନା କମିଟୀର ସଭାପତି ତଥା ହାଇକୋର୍ଟ ଓକିଲ
Read More...

ପଶ୍ଚିମ ଏସିଆରେ ସାମ୍ପ୍ରତିକଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

• କେନ୍ଦ୍ର ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ବାଣିଜ୍ୟିକ ଏଲପିଜିପାଇଁ ଅତିରିକ୍ତ ୧୦ ପ୍ରତିଶତ ଆବଣ୍ଟନ ପ୍ରସ୍ତାବ ଦେଇଛନ୍ତି, ଏହାପିଏନଜିବ୍ୟବସ୍ଥା ଦିଗରେ ପରିବର୍ତ୍ତନକୁ ସମର୍ଥନ କରୁଥିବା ସଂସ୍କାର ସହ ଜଡିତ• ସିଜିଡିସଂସ୍ଥାଗୁଡ଼ିକୁ ଘରୋଇ ଗ୍ୟାସ ସଂଯୋଗକୁ ତ୍ୱରାନ୍ୱିତ କରିବା
Read More...

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଛି କେନ୍ଦ୍ର

ଭାରତୀୟ ରେଳବାଇ ସାଧାରଣ ଜନତାଙ୍କ ପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛି: ସୁଲଭ, ଆରାମଦାୟକ 'ବନ୍ଦେ ଭାରତ ’ ଯାତ୍ରା ମଧ୍ୟମ ବର୍ଗର ଯାତ୍ରୀଙ୍କ ପାଇଁ ସୁବିଧାଜନକସେମି-ପରମାନେଣ୍ଟ କପଲର, ଆଣ୍ଟି-କ୍ଲାଇମ୍ବିଂ ବୈଶିଷ୍ଟ୍ୟ ଏବଂ ଏଆଇ-ସକ୍ଷମ ବ୍ୟବସ୍ଥାରେ ସଜ୍ଜିତ, 'ବନ୍ଦେ ଭାରତ' ଟ୍ରେନ୍ ସାରା
Read More...