ଟିଟିଲାଗଡ଼ ଓମ ଭ୍ୟାଲି ସ୍କୁଲର ୟୁକେଜୀ ଛାତ୍ରଛାତ୍ରୀଙ୍କ ଗ୍ରେଜୁଏସନ୍ ଡେ ପାଳିତ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ ଭ୍ୟାଲି ଜୁନିଅର ୱିଂସ ଠାରେ ଚଳିତ ବର୍ଷ ୟୁକେଜି ଶ୍ରେଣୀରୁ କ୍ଲାସ ୱାନକୁ ଉର୍ଣ୍ଣୀତ ହୋଇଥିବା ସମସ୍ତ ୟୁକେଜି ଛାତ୍ରଛାତ୍ରୀଙ୍କ ଗ୍ରେଜୁଏସନ ଡେ ଶନିବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଓମ!-->…
Read More...
Read More...