Daily Archives

କନ୍ଦେଇ ପଂଚାୟତରେ ଦୁର୍ନୀତି ଫଳକ ଅଛି ହେଲେ ପ୍ରକଳ୍ପ ନାହିଁ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କନ୍ଦେଇ ପଂଚାୟତ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଛି । ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି, କିନ୍ତୁ ପଂଚାୟତ ଦାୟିତ୍ଵରେଥିବା ଜନ ପ୍ରତିନିଧି ଓ ପ୍ରଶାସନ ଅଧିକାରୀ ସବୁ ଜାଣିଶୁଣି
Read More...

ସହଯୋଗ ଫାଉଣ୍ଡେସନ୍‌ର “ଅନ୍ନପୂର୍ଣ୍ଣା ଫୁଡ୍ ଫର୍ ଅଲ୍” କାର୍ଯ୍ୟକ୍ରମରେ ୭୦୦ ଲୋକଙ୍କୁ ରାତ୍ରି ଭୋଜନ ବଣ୍ଟନ କରି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜସେବା ଓ ମାନବିକତାର ଏକ ଅଦ୍ଭୁତ ଉଦାହରଣ ସୃଷ୍ଟି କରିଛନ୍ତି ଶୁଭେଚ୍ଛା ରାଣୀ ମେହେର । ନିଜର ୧୯ତମ ଜନ୍ମଦିନକୁ ସେ ଆଡମ୍ବରରେ ପାଳନ କରିବା ପରିବର୍ତ୍ତେ ଦରିଦ୍ର ଓ ଆବଶ୍ୟକତାମନ୍ଦ ଲୋକଙ୍କ ସହିତ ଆନନ୍ଦ ବାଣ୍ଟି ନେଇ ଏକ ସାର୍ଥକ ପଦକ୍ଷେପ ନେଇଛନ୍ତି ।
Read More...

ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ପାଟଖଣ୍ଡା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କ ଚୈତ୍ର ମାସର ପ୍ରଥମ ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଅବସରରେ ପ୍ରଥମ ମଙ୍ଗଳବାରରେ ମା'ପାଟଖଣ୍ଡା ମନ୍ଦାର ମାଳିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।
Read More...

ମା’ ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତିକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଅଞ୍ଚଳର ଆରାଧ୍ୟ ଦେବୀ ମା 'ପାଟ୍ଟଖଣ୍ଡାଙ୍କ କୃଷି ଭିତ୍ତିକ ଗଣପର୍ବ କାନ୍ଦୁଲ ଭଜା ଯାତ୍ରା ମହାସମାରୋହରେ ପାଳନ ହୋଇଯାଇଛି । ଏହି ଅଞ୍ଚଳରେ କାନ୍ଦୁଲ ଭଜା ଯାତ୍ରା ହେଉଛି ଶହ ଶହ ବର୍ଷର
Read More...

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬ ମହିଳା ଉଦ୍ୟୋଗୀତା ଓ ସାଂସ୍କୃତିକ ପରମ୍ପରାର ମହୋତ୍ସବ…

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ଓଡ଼ିଶାର ମହିଳା ଉଦ୍ୟୋଗୀତା ସହିତ ସାଂସ୍କୃତିକ ପରମ୍ପରାକୁ ଆଗେଇ ନେବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ, ନୂଆପଡ଼ା ଓ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା–୨୦୨୬, ନୂଆପଡ଼ା ସ୍ଥିତ ନେସନାଲ
Read More...

ସୁବର୍ଣ୍ଣପୁର ପୁଲିସ୍‌ର ଅପରେସନ ସାଇବର କବଚ : ୯ ସାଇବର ଠକ୍ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତ ଫେବୃଆରୀ ୧୩ରୁ ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଓଡିଶା ପୋଲିସ ପକ୍ଷରୁ ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି ରହିଛି । ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ 'ଅପରେସନ୍ ସାଇବର କବଚ' ଅଧୀନରେ ପୋଲିସ ପକ୍ଷରୁ
Read More...