ବିଜେପି କାର୍ଯ୍ୟାକର୍ତ୍ତା ପଦ୍ମନ ପ୍ରଧାନଙ୍କ ପରଲୋକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଚଣ୍ଡୀଭଟା ଗ୍ରାମପଞ୍ଚାୟତର ଜଟେଶିରା ଗ୍ରାମର ପଦ୍ମନ ପ୍ରଧାନ (୬୭)ଙ୍କ ମଙ୍ଗଳବାର ଦିନ ଦେହାନ୍ତ ହୋଇଛି । ତାଙ୍କର ମେରୁଦଣ୍ଡ ଅସ୍ଥିର ଠିକ୍ ତଳ ଭାଗରେ ଥିବା ଭେନ୍ ବ୍ଳକ୍ ହେବା କାରଣରୁ ରାୟପୁରର ସପ୍ତଗିରି!-->…
Read More...
Read More...