Daily Archives

ମେଘାସନୀ ମହୋତ୍ସବ -୨୦୨୬ ଉଦଯାପିତ

ସବାଇ ଘାସ ପ୍ରସ୍ତୁତ ସାମଗ୍ରୀ ଷ୍ଟଲରେ ଗହଳି ବାରିପଦା, (ଦେବସ୍ମିତ ଚୌଧୁରୀ) : “ମେଘାସନୀ ମହୋତ୍ସବ -୨୦୨୬” ତଥା ସ୍ୱଦେଶୀ ଓ ସୁଭଦ୍ରା ଶକ୍ତି ମେଳା ଉଦଯାପିତ ହୋଇଛି । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ
Read More...

ତୃତୀୟ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁରର ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟ ଖେଳପଡିଆ ଠାରେ ତୃତୀୟ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହାତ୍ସବ-୨୦୨୬ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । ମା' ତାରାତାରିଣୀ, ମା' ବାଙ୍କେଶ୍ୱରୀ, ମା' ବୁଢ଼ୀଠାକୁରାଣୀ
Read More...

ଛତ୍ରପୁରରେ ଏଆଇଟିୟୁସିର ଧର୍ମଘଟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରରେ ଏଆଇଟିୟୁସି ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରମିକ ସାର୍ଥ ବିରୋଧୀ ୪ଟି ଶ୍ରମ କୋଡ଼ ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ୧୨ଟି ଦଫା ନେଇ ଫେବୃଆରୀ ୧୨ ତାରିଖ ଗୁରୁବାର ଦିନ ଭାରତ ବନ୍ଦ କରିବା ସହ ଧର୍ମଘଟକୁ ସଫଳ
Read More...

ଶ୍ରୀ ଅଭିରାମ ପରମହଂସଙ୍କ ମଲ୍ଲାଡ ଆଶ୍ରମର ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲ୍ଲାଡ ଗ୍ରାମ ଆଶ୍ରମର ପରମପୂଜ୍ୟ ଜଗତ୍‌ଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କର ୪୬ତମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ପବିତ୍ର ଫାଲଗୁନ୍ ମାସ କୃଷ୍ଣପକ୍ଷ
Read More...

ପେନସନଭୋଗୀଙ୍କ କଲ୍ୟାଣ ସଂକ୍ରାନ୍ତ କାର୍ଯ୍ୟକ୍ରମର ସମୀକ୍ଷା ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ଦୂରସଞ୍ଚାର ବିଭାଗର…

ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗର ସଞ୍ଚାର ଏକାଉଣ୍ଟସ୍ ମହାନିୟନ୍ତ୍ରକ (ସିଜିସିଏ), ନୂଆଦିଲ୍ଲୀ ବନ୍ଦନା ଗୁପ୍ତା ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ । ଏହି ଅବସରରେ ସେ ପେନସନଭୋଗୀଙ୍କ କଲ୍ୟାଣ, ଅଂଶୀଦାରଙ୍କ ସମ୍ପୃକ୍ତି ଓ ପ୍ରଶାସନିକ ଦକ୍ଷତାକୁ ସୁଦୃଢ଼ କରିବା
Read More...

ଭାରତ ବନ୍ଦକୁ ସଫଳ କରିଥିବାରୁ ହିନ୍ଦ୍ ମଜଦୂର ସଭାର ଅଭିନନ୍ଦନ

ବ୍ରହ୍ମପୁର, (କେପିଏନ୍‌ନଏସ୍‌) : ନିକଟରେ କେନ୍ଦ୍ର ସରକାର ଭାରତର ଅର୍ଥନୈତିକ ନିର୍ଭରଶୀଳତାକୁ ଆମେରିକା ସାମ୍ରାଜ୍ୟବାଦୀ ଶକ୍ତିଙ୍କ ହାତରେ ସମର୍ପଣ କରିଦେଇଥିବାରୁ ଏବଂ ପୂର୍ବରୁ ଥିବା ମନରେଗା ଆଇନକୁ ପୁନଃପ୍ରଚଳନ କରିବା ଓ ୪ ଶ୍ରମ ଆଇନକୁ ରଦ୍ଦ କରିବା ଦାବିରେ ଭାରତବର୍ଷର କେନ୍ଦ୍ରୀୟ
Read More...