Monthly Archives

January 2026

ସୋମନାଥ ସ୍ୱାଭିମାନ ପର୍ବ – ୧୦୦୦ ବର୍ଷ (୧୦୨୬- ୨୦୨୬)ର ଏକ ଅତୁଟ ଆସ୍ଥା

ନରେନ୍ଦ୍ର ମୋଦୀ ସୋମନାଥ… ଏହି ଶବ୍ଦଟିକୁ ଶୁଣିବା ମାତ୍ରେ ଆମମାନଙ୍କ ହୃଦୟ ଓ ମନରେ ଗର୍ବ ଏବଂ ଗୌରବର ଏକ ଭାବନା ଆପେ ଜାଗ୍ରତ ହୋଇଥାଏ । ଏହା ହେଉଛି ଭାରତର ଆତ୍ମାର ଶାଶ୍ୱତ ଆହ୍ୱାନ । ଏହି ଭବ୍ୟ ମନ୍ଦିର ଭାରତର ପଶ୍ଚିମ ତଟରେ ଗୁଜରାଟ ରାଜ୍ୟରେ ପ୍ରଭାସ ପତନ ନାମକ ସ୍ଥାନରେ ଅବସ୍ଥିତ ।
Read More...

ଟିଟିଲାଗଡ଼ ଶ୍ରୀରାମ ଉପବନ କୁମ୍ଭୀପଡ଼ା ଠାରେ ଗାୟତ୍ରୀ ପରିବାରର ବନ୍ଧୁ ମିଳନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ଦିନ ସକାଳ ୯ଟାରେ ଟିଟିଲାଗଡ଼ ନିକଟସ୍ଥ କୁମ୍ଭୀପଡ଼ା ଶ୍ରୀରାମ ଉପବନ ଠାରେ ବଲାଙ୍ଗିର ଜିଲ୍ଲା ଗାୟତ୍ରୀ ପରିବାରର ବନ୍ଧୁ ମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମେ ଅତିଥି ମାନଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରଣ କରିବା ପରେ ପ୍ରଦୀପ
Read More...

ସୁବର୍ଣ୍ଣପୁରରେ ଅଷ୍ଟାଦଶ ମହୁରି ମହୋତ୍ସବ ଅନୁଷ୍ଠିତ

ସାହିତ୍ୟ ଜଗତରେ ମହୁରିର ଭୂମିକା ଅନବଦ୍ୟ, ଅନନ୍ୟଡ. ପ୍ରୀତିଧାରା ସାମଲ ଓ ଡ. ନୃପରାଜ ସାହୁଙ୍କୁ ମହୁରି ସମ୍ମାନ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ମଣିଷ ମନର ଆବେଗକୁ ପରିପ୍ରକାଶ କରିବା ପାଇଁ ସାହିତ୍ୟ ହିଁ ଏକମାତ୍ର ଉପଯୁକ୍ତ ମାଧ୍ୟମ । ସାହିତ୍ୟ ସାଧନା ସୁଖ, ଦୁଃଖ, ଅଭାବ ଓ
Read More...

ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିବସ : ବଙ୍କାପୁର ଦଳକୁ ହରାଇ ତେତେଲପଡା ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଓ ତାଲଭଟା ଗ୍ରାମର ମିଳିତ ଆନୁକୂଲ୍ୟରେ ଚାଲିଥିବା ତୃତୀୟ ତମ ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଦ୍ଵିତୀୟ ଦିବସରେ ପହଞ୍ଚିଛି । ଆୟୋଜକ କମିଟିର ସଭାପତି ହୁଲେଶ୍ୱର
Read More...

ନୂଆଦିଲ୍ଲୀରେ ଭଗବାନ ବୁଦ୍ଧଙ୍କ ପିପ୍ରାହାୱା ପବିତ୍ର ଅବଶେଷର ଭବ୍ୟ ଅନ୍ତର୍ଜାତୀୟ ପ୍ରଦର୍ଶନୀକୁ ଉଦଘାଟନ କଲେ…

ଭାରତ ପାଇଁ, ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷ କେବଳ କଳାକୃତି ନୁହେଁ; ସେଗୁଡ଼ିକ ଆମର ମହାନ ଐତିହ୍ୟ ଏବଂ ସଭ୍ୟତାର ଏକ ଅବିଚ୍ଛେଦ୍ୟ ଅଂଶ : ପ୍ରଧାନମନ୍ତ୍ରୀଭଗବାନ ବୁଦ୍ଧଙ୍କ ଦ୍ୱାରା ପ୍ରଦର୍ଶିତ ଜ୍ଞାନ ଏବଂ ପଥ ସମଗ୍ର ମାନବଜାତି ପାଇଁ ଉଦ୍ଦିଷ୍ଟ : ପ୍ରଧାନମନ୍ତ୍ରୀଭଗବାନ ବୁଦ୍ଧ ସମସ୍ତଙ୍କର
Read More...

ଗୃହ ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶ କମିଟି ବୈଠକରେ ଅଧ୍ୟକ୍ଷତା କରିଛନ୍ତି ଅମିତ ଶାହ

୨୦୨୧ ମସିହାରେ ଦେଶରେ କୌଣସି ଭ୍ରାମ୍ୟମାଣ ଫରେନସିକ୍ ପରୀକ୍ଷାଗାର ନଥିଲା; ଆଜି ଏହି ସଂଖ୍ୟା ୧୦୦୦ରେ ପହଞ୍ଚିଛିପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଲାଗୁ ହୋଇଥିବା ତିନୋଟି ନୂତନ ଅପରାଧିକ ଆଇନ ୨୦୨୯ ସୁଦ୍ଧା ସେସନ୍ସ କୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ସମୟବଦ୍ଧ ନ୍ୟାୟ ସୁନିଶ୍ଚିତ କରିବନୂତନ
Read More...

ଚୁଡାନ୍ତ ପର୍ଯ୍ୟାୟରେ ଦାରିଙ୍ଗବାଡିର ଶୀତ ମହୋତ୍ସବ : ମଶାଲକୁ ଧରି ସହର ପରିକ୍ରମା ସହ ସଚେତନତା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଚଳିତ ମାସ ୮ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଆୟୋଜିତ ହେବ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ
Read More...

ନୂଆଦିଲ୍ଲୀ ରେଳ ଷ୍ଟେସନରେ ବନ୍ଦେ ଭାରତ ସ୍ଲିପର ଟ୍ରେନ ନିରୀକ୍ଷଣ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀ ରେଳ ଷ୍ଟେସନ ଠାରେ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ନିରୀକ୍ଷଣ କରିଛନ୍ତି ।ନିରୀକ୍ଷଣ ସମୟରେ, କେନ୍ଦ୍ରମନ୍ତ୍ରୀ ସ୍ଲିପର୍
Read More...

ପ୍ରଗତି ମଞ୍ଚର ହସ୍ତକ୍ଷେପ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣକୁ କରୁଛି ତ୍ୱରାନ୍ୱିତ

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଯୁଦ୍ଧକାଳନୀ ଭିତ୍ତିରେ ସମ୍ପୂର୍ଣ୍ଣ ହୋଇଥିଲା ଭୁବନେଶ୍ୱର - ଡେଲାଙ୍ଗ - ପୁରୀ ରେଳଲାଇନ୍ ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଗତି ମଞ୍ଚ ଦେଶରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର
Read More...

ବିନା ଅନୁମତିରେ ବାଲି ଉଠାଣ ଓ ଚାଲାଣ

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାରେ ବାଲି ଚୋରୀ ଘଟଣା ଏକ ସାଧାରଣ ପ୍ରକ୍ରିୟାରେ ପରିଣତ ହେଲାଣି । ବିଶେଷ କରି ସୁକତେଲ ଓ ଅଙ୍ଗ ନଦୀରୁ ଦିନବେଳା ପ୍ରଶାସନର ନାକ ତଳେ ବାଲି ଚୋରା ଚାଲାଣ ହେଉଛି । ସ୍ଥାନୀୟ ପୋଲିସ ତଥା ଖଣି ବିଭାଗ ସବୁ ଜାଣି ମଧ୍ୟ ଅଜଣା ରହୁଥିବା
Read More...