Monthly Archives

January 2026

ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀଙ୍କ ପାଇଁ ଶିଶୁ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀଙ୍କ ପାଇଁ ଶିଶୁ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନୂତନ ନାୟକଙ୍କ ସଭାପତିତ୍ୱରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Read More...

ରାଉରକେଲାରେ ଆରମ୍ଭ ହେଲା ଅତ୍ୟାଧୁନିକ ବାଇକ ସର୍ଭିସିଙ୍ଗ ସେଣ୍ଟର

ରାଉରକେଲା, (ସସ୍ମିତା ପ୍ରଧାନ) : ଅତ୍ୟାଧୁନିକ ବାଇକ ସର୍ଭିସିଙ୍ଗ ସେଣ୍ଟର ଭାବେ ଜାତୀୟ ସ୍ତରରେ ସୁପରିଚିତ 'ବାଇକମେକ'ର ରାଉରକେଲା ସର୍ଭିସିଂ ସେଣ୍ଟର ଉଦଘାଟିତ ହୋଇଯାଇଛି । ସିଭିଲ ଟାଉନସିପ ସ୍ଥିତ ଏ/୮, କମରସିଆଲ ଇଷ୍ଟେଟ ଠାରେ ଏହି ସର୍ଭିସିଂଗ ସେଣ୍ଟରକୁ ରାଉରକେଲା ବିଧାୟକ ସାରଦା
Read More...

୧୩ତମ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ସଂସ୍ଥା ହାପି ମୋମେଣ୍ଟସ୍ ଇଣ୍ଡିଆ ତରଫରୁ ୧୩ତମ ଦ୍ୱିଦିବସୀୟ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସେକ୍ଟର ୧୮ ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ଆବାହକ ତଥା ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା
Read More...

ରାଜଗାଙ୍ଗପୁର ସ୍ଥିତ ଶ୍ରୀ ଅରବିନ୍ଦ ସ୍କୁଲରେ ୪୧ତମ ‘ସୁରତରଙ୍ଗ’ର ଅଡିଶନ୍ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସଂଗମ କଳାଗୃପ ଦ୍ୱାରା ଆୟୋଜିତ ଭାରତର ସର୍ବବୃହତ ଗାୟନ ପ୍ରତିଭା ଚୟନର ୪୧ତମ ସୁରତରଙ୍ଗ ଅଡିସନ ରାଜଗାଙ୍ଗପୁର ଶ୍ରୀ ଅରବିନ୍ଦ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଡିଶନ୍ ସଫଳତାର ସହ ଜାରି ରହିଛି । ତାଳଚେର ସ୍ଵୟଂଶାସିତ
Read More...

ଉଦ୍ୟାନ କୃଷି ଯୋଜନା ସମ୍ପର୍କୀତ ପ୍ରଶିକ୍ଷଣ କର୍ମଶାଳା

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ନଅଗାଁ (ଖ)ପଲ୍ଲୀ ଆଲୋକ ପାଠାଗାର ଠାରେ ଉଦ୍ୟାନ କୃଷି ଉପନିର୍ଦେଶକ, ବଲାଙ୍ଗିର ତରଫରୁ ଉଦ୍ୟାନ କୃଷି ଯୋଜନା ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିମନ୍ତ୍ରିତ ଅତିଥି ଭାବେ ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ
Read More...

୫ ଦିନିଆ କନ୍ଧମାଳ ମହୋତ୍ସବ : ବହୁ ନାମିଦାମୀ ଓଲିଉଡ କଳାକାରଙ୍କ ଆଗମନ

କଡା ସୁରକ୍ଷା ବ୍ୟବସ୍ଥା କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ବହୁ ପ୍ରତିକ୍ଷିତ କନ୍ଧମାଳ ମହୋତ୍ସବ- ୨୦୨୬ ଚଳିତ ମାସ ୭ରୁ ୧୧ ତାରିଖ ଦୀର୍ଘ ୫ଦିନ ବ୍ୟାପୀ କନ୍ଧମାଳ ଷ୍ଟାଡିୟମ ରେ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି କେବଳ କନ୍ଧମାଳ ମହୋତ୍ସବ ଗୋଟିଏ ନୁହେଁ,
Read More...

ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ବନ୍ଧୁମିଳନ କାର୍ଯ୍ୟକ୍ରମ

ନୟାଗଡ଼, (କେପିଏନ୍‌ଏସ୍‌) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରାଞ୍ଚଳର ଆରାଧ୍ୟ ମା’ ଉମାଦେବୀଙ୍କ ପୀଠ ପରିସରରେ ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ନବବର୍ଷ ଅବସରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ
Read More...

ରାଜବୈଦ୍ୟ ସ୍ୱର୍ଗତ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ବଲାଙ୍ଗିର ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ସଭା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜବୈଦ୍ୟ ସ୍ୱର୍ଗତ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ଭାରତୀ ନୀଡ, ଆଦର୍ଶ ପଡା, ବଲାଙ୍ଗିର ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ସଭା ସରୋଜିନୀରେ ସିଡେନ୍ସୀ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ସଭାପତି ଡ. ଲକ୍ଷ୍ମଣ ମେହେରଙ୍କ
Read More...

ଭାଗୀରଥି ନେପାକଙ୍କ ଶ୍ରାଦ୍ଧ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲେଖକମାନଙ୍କର ଲେଖନୀ ଏକ ଦୃଢ ମାଧ୍ୟମ ଅଟେ । ସେହି ମାଧ୍ୟମରେ ସତ୍ୟ, ଅହିଂସା ପ୍ରତିଷ୍ଠା କରାଯାଇ ସମାଜକୁ ଦିଗ୍‌ ଦର୍ଶନ ଦିଆଯାଇପାରିବ ବୋଲି ଭାଗରଥି ନେପାକଙ୍କ କୋଡିଏ ତମ ଶ୍ରାଦ୍ଧ ଦିବସରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଉପଲକ୍ଷେ ପୂଜ୍ୟ ପୂଜା
Read More...

ବାରାଣାସୀରେ ଆୟୋଜିତ ୭୨ତମ ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି…

ଭାରତର ବିକାଶ କାହାଣୀ ଓ ଭଲିବଲ ଖେଳ ମଧ୍ୟରେ ଅନେକ ସମାନତା ରହିଛି । ଭଲିବଲ ଆମକୁ ଶିଖାଏ ଯେ କୌଣସି ବିଜୟ ଏକୁଟିଆ ହାସଲ କରିହେବ ନାହିଁ ଓ ଆମର ସଫଳତା ସମନ୍ବୟ, ବିଶ୍ବାସ ଓ ଦଳ ପାଇଁ ପ୍ରସ୍ତୁତି ଉପରେ ନିର୍ଭର କରେ : ପ୍ରଧାନମନ୍ତ୍ରୀପ୍ରତ୍ୟେକଙ୍କ ନିଜସ୍ୱ ଭୂମିକା ଏବଂ ଦାୟିତ୍ୱ ଅଛି, ଏବଂ
Read More...