ଖରାମାଳ ଠାରେ ପରମ୍ପରା ଆମ ଦେଶୀ ବିହନ ଓ ଖାଦ୍ୟ ପର୍ବ ଅନୁଷ୍ଠିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ଥିତ ଖରାମାଲ ଗ୍ରାମ ଠାରେ ଗୁରୁବାର ଦିନରେ ପରମ୍ପରା ଆମ ଦେଶୀ ବିହନ ଓ ଖାଦ୍ୟ ପର୍ବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ନିଆରା କାର୍ଯ୍ୟକ୍ରମର ଆୟୋଜନକାରୀ ଥିଲେ ୱାସନ, ସ୍ଵାମିନାଥନ ଫାଉଣ୍ଡେସନ ଓ ଅହିଂସା କ୍ଲବ!-->…
Read More...
Read More...