ତ୍ରିଦିବସୀୟ ଆକ୍ୟୁପ୍ରେସର ସେଣ୍ଟରର ବାର୍ଷିକୋତ୍ସବ ପାଳନ
ରାଉରକେଲା, (ସସ୍ମିତା ପ୍ରଧାନ) : ଶିବାନନ୍ଦ ଫ୍ରି ଆକ୍ୟୁପ୍ରେସର ସେଣ୍ଟରର ୨୬ ତମ ତ୍ରିଦିବସୀୟ ବାର୍ଷିକ ଉତ୍ସବ ଛେଣ୍ଡ ସ୍ଥିତ ଦିବ୍ୟ ଜୀବନ ସଂଘ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଗତ ୧୦ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ସେଣ୍ଟରର ସମ୍ପାଦକ ସୁରେନ୍ଦ୍ରନାଥ!-->…
Read More...
Read More...