Monthly Archives

January 2026

ଷ୍ଟାର୍ଟଅପ୍ ଇଣ୍ଡିଆକୁ 10 ବର୍ଷ : ଭାରତର ଷ୍ଟାର୍ଟଅପ୍‌ ବିପ୍ଳବକୁ ଗତିଶୀଳ କରିଛି ଅନୁପାଳନ ସଂସ୍କାର

ନୂଆଦିଲ୍ଲୀ, (ପିଆଇବି) : ଗତ ଦଶ ବର୍ଷ ଧରି ଷ୍ଟାର୍ଟଅପ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଭାରତରେ ଦୃଢ଼ ଉଦ୍ୟୋଗ ଇକୋସିଷ୍ଟମ ବିକଶିତ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି । ଭାରତରେ ବର୍ତ୍ତମାନ ବିଶ୍ୱର ତୃତୀୟ ସର୍ବବୃହତ ଇକୋସିଷ୍ଟମ ରହିଛି ଯାହା ବାର୍ଷିକ 12-15% ହାରରେ ଅଭିବୃଦ୍ଧି ହାସଲ
Read More...

ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ଭାରତର ନୂତନ ଅଭିବୃଦ୍ଧି କ୍ଷେତ୍ର

ନୂଆଦିଲ୍ଲୀ, (ପିଆଇବି) : ଗୋଟିଏ ଦଶନ୍ଧି ପୂର୍ବରୁ ଭାରତରେ ଅଭିନବ ଉଦ୍ଭାବନର ଅଭାବ ନଥିଲା, ବରଂ ନୂଆ କ୍ଷେତ୍ରର ବିକାଶ ପାଇଁ ଉପଯୁକ୍ତ ମାର୍ଗ ଓ ସୁଯୋଗ ନଥିଲା। ଷ୍ଟାର୍ଟଅପ୍ ଇଣ୍ଡିଆ ଏହି ପରିଦୃଶ୍ୟରେ ମୌଳିକ ପରିବର୍ତ୍ତନ ଆଣିଛି। ଏବେ ପ୍ରତିରକ୍ଷା ଓ ମହାକାଶ ଠାରୁ ଆରମ୍ଭ କରି ଏଆଇ ଓ
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୫–୨୬ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୫–୨୬ ମହାବିଦ୍ୟାଳୟ ପରିସରରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ ହୋଇଥିଲା ଏବଂ ଅତିଥିମାନଙ୍କୁ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ ପ୍ରଦର୍ଶନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଥମ ଥର ପାଇଁ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ବଲାଙ୍ଗିର ବାଣିଜ୍ୟ ବିଭାଗ ଦ୍ୱାରା ଏକ ବାଣିଜ୍ୟ ପ୍ରଦର୍ଶନୀ ଆୟୋଜିତ ହୋଇଯାଛି । ଏହି ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ପ୍ରଫେସର ପ୍ରଦୀପ୍ତ କୁମାର ବେହେରା, ଉପ-କୁଳପତି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ବଲାଙ୍ଗିର,
Read More...

ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ସଦଭାବନା ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ବୈଠକରେ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କିତ ବିଭିନ୍ନ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା । ବୈଠକର ନିଷ୍ପତି ଅନୁଯାୟୀ
Read More...

ଇସ୍ପାତ ମାର୍କେଟରେ ମକର ସଂକ୍ରାନ୍ତି ଉପଲକ୍ଷେ ବନ୍ଧୁମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ଇସ୍ପାତ ମାର୍କେଟ ଠାରେ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଇସ୍ପାତ ମାର୍କେଟ ଯୁବ ବ୍ୟବସାୟୀ ବୃନ୍ଦ ତରଫରୁ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସହସ୍ରାଧିକ ବ୍ୟକ୍ତିଙ୍କ ପାଇଁ
Read More...

ପି.ଏମ୍‌.ଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପି.ଏମ୍‌.ଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ସ୍କୁଲର ବାର୍ଷିକ ଉତ୍ସବ ମଙ୍ଗଳବାର ସମାହିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ରୂପେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର
Read More...

ବେଲପଡ଼ା ଧାନ ମଣ୍ଡିରେ ଦଲାଲ ରାଜ ଅଭିଯୋଗ : ଚାଷୀଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧାନ ସଂଗ୍ରହ ମଣ୍ଡିରେ ଦଲାଲଙ୍କ ରାଜ ଚାଲିଥିବା ଅଭିଯୋଗ ଆସିଛି । ଯାହା ସ୍ଥାନୀୟ ଚାଷୀଙ୍କୁ ଘୋର ଅସୁବିଧାର ସମ୍ମୁଖୀନ କରୁଛି । ଅଭିଯୋଗ ଅନୁଯାୟୀ, ଚାଷୀମାନେ ଡିସେମ୍ବର ମାସରୁ
Read More...

ଟାଟା ପାୱାର ଠିକା ଶ୍ରମିକଙ୍କ ସମସ୍ୟା ସମାଧାନ ପାଇଁ ଆଲୋଚନା

ସର୍ବନିମ୍ନ ମଜୁରୀ ପ୍ରଦାନ ପାଇଁ ଶ୍ରମ କମିଶନର ଦେଲେ ନିର୍ଦ୍ଦେଶ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଡିଭିଜନାଲ ଶ୍ରମ କମିଶନରଙ୍କ ଅଧ୍ୟକ୍ଷତାରେ ଟାଟା ପାୱାର ଅଧୀନରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ମିଟର ରିଡରମାନଙ୍କ ବିଭିନ୍ନ ପ୍ରକାର ସମସ୍ୟା ନେଇ ଏକ ଆଲୋଚନା
Read More...

ବାଲିଗୁଡାରେ ସଡକ ସୁରକ୍ଷା ସଚେତନତା ପକ୍ଷ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ପରିବହନ ପ୍ରାଧିକରଣ ଓ ବାଲିଗୁଡା ଘରୋଇ ବସ୍ ମାଲିକ ସଂଘର ମିଳିତ ଉଦ୍ୟମରେ ସଡକ ସୁରକ୍ଷା ପକ୍ଷ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ କନ୍ଧମାଳ ଜିଲ୍ଲା ମୋଟର ଯାନ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ଦାସ, ସହକାରୀ ମୋଟର
Read More...