Monthly Archives

January 2026

ଗୁରୁ ନାନକ ପବ୍ଲିକ୍ ସ୍କୁଲର ୧୬୦ ଛାତ୍ରଛାତ୍ରୀ ଓ ୪ ଶିକ୍ଷକ ଗୃହସ୍ଥୀ ମସଲା ଫ୍ୟାକ୍ଟରୀ, ଗୋମନ୍ଦିର ଗୋଶାଳା ଓ…

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଗୁରୁ ନାନକ ପବ୍ଲିକ୍ ସ୍କୁଲ, ସେକ୍ଟର -୨୧, ରାଉରକେଲାର ୧୬୦ ଛାତ୍ରଛାତ୍ରୀ ଓ ୪ ଜଣ ଶିକ୍ଷକ ଶିକ୍ଷାମୂଳକ ଭ୍ରମଣରେ ଆମ ସଂସ୍ଥାନକୁ ଆସିଥିଲେ । ଭ୍ରମଣ ସମୟରେ ଛାତ୍ରଛାତ୍ରୀମାନେ ଗୃହସ୍ଥୀ ମସଲା ଫ୍ୟାକ୍ଟରୀ, ଗୋମନ୍ଦିର ଗୋଶାଳା ଓ ଗୃହସ୍ଥୀ ଡେୟାରୀ
Read More...

ପୂର୍ବତନ ସରପଞ୍ଚଙ୍କ ପରଲୋକ : ଅଞ୍ଚଳରେ ଶୋକର ଛାୟା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ପୂର୍ବତନ ସରପଞ୍ଚ ଖଗେଶ୍ୱର ପଧାନଙ୍କ ଅକାଳ ପରଲୋକ ଘଟିଥିବା ଖବର ମିଳିଛି । ଏହି ଦୁଃଖଦ ଘଟଣା ଅଞ୍ଚଳବାସୀଙ୍କୁ ଗଭୀର ଶୋକରେ ନିମଗ୍ନ କରିଛି । ଦୁଇ ଦିନ ପୂର୍ବେ ସେ ନିଜ ପରିବାର ସହ
Read More...

ସ୍ଥାନାନ୍ତରିତ ହେଲା ସୋନପୁର ବସଷ୍ଟାଣ୍ଡ : ସହରରେ ଖୁସିର ମାହୋଲ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସହରରେ ଥିବା ପୁରୁଣା ବସଷ୍ଟାଣ୍ଡକୁ ସମଲେଶ୍ଵରୀ ମନ୍ଦିର ପାଖରେ ଥିବା ମ୍ୟୁନିସିପାଲଟି କଲ୍ୟାଣ ମଣ୍ଡପ ପାର୍ଶ୍ଵକୁ ସ୍ଥାନାନ୍ତରିତ କରାଯାଇଛି । ପୁରୁଣା ବସଷ୍ଟାଣ୍ଡ ଥିବା ସ୍ଥାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବରେ ବସଷ୍ଟାଣ୍ଡ
Read More...

ଟ୍ରକ ଧକ୍କାରେ ଯୁବକ ମୃତ : ୪ ଘଣ୍ଟା କାଳ ରାସ୍ତା ଅବରୋଧ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ୧୨୬ ନମ୍ବର ଜାତୀୟ ରାଜପଥ ମୁଖ୍ୟ ରାସ୍ତା ରାମପୁରରେ ଏସ୍‌ବିଆଇ ଏଟିଏମ୍ ସାମନାରେ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ରାମପୁର ଚମାରପଡ଼ାର ଉଦୟ ମେହେରଙ୍କ ପୁଅ ଶତ୍ରୁଘ୍ନ ମେହେର (୨୮) ବୋଲି
Read More...

ମୋହନଗିରି ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସୁନ୍ଦରଗଡ ବିଜୟ

ମ.ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗୀରି ଠାରେ ଚାଲିଥିବା ୨୧ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଧବଳେଶ୍ୱର କପ୍‌ ର ପ୍ରଥମ ସେମି ଫାଇନାଲ ମ୍ୟାଚ ସୁନ୍ଦରଗଡ଼ ଏଵଂ କନ୍ଧମାଳ ଜିଲ୍ଲା ବାଲିଗୁଡା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଥମ
Read More...

ଜିଲ୍ଲା ଭକ୍ତ ଗୋଷ୍ଠୀ କେନ୍ଦ୍ର ଶୁଭ ଭୂମିପୂଜା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱାଧିନତା ସଂଗ୍ରାମୀ ଉତ୍କଳର ଧର୍ମନେତା ଜଗତ୍‌ଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମ ହଂସ ଦେବଙ୍କ ମିଳନ ମନ୍ଦିର ଓ ବଲାଙ୍ଗିର ଜିଲ୍ଲା ଭକ୍ତ ଗୋଷ୍ଠୀ କେନ୍ଦ୍ରର ଶୁଭ ଭୂମିପୂଜା ଠାକୁରଙ୍କ ଅସୀମ କୃପାରୁ ବଲାଙ୍ଗିର ଟାଉନ ଭକ୍ତ ଗୋଷ୍ଠୀ ଦ୍ୱାରା ହୋଇଯାଇଛି ।
Read More...

ବରିଷ୍ଠ ନାଗରିକ ମଂଚ ଶାନ୍ତିପଡାର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ସମାରୋହରେ ସମସ୍ତେ ମାନବ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କଲେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରିଷ୍ଠ ନାଗରିକ ମଂଚ ଶାନ୍ତିପଡାର କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ଦୁର୍ଗା ମଣ୍ଡପ ପରିସର ଦେଇ ଗନ୍ଧରେଲ ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ଶପଥ ଗ୍ରହଣ ମହାସମାରୋହରେ ପାଳନ
Read More...

ଜାନୁୟାରୀ ୨୪ରେ ରୋଜଗାର ମେଳା : ୬୧ହଜାରରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ଆସନ୍ତା କାଲି ଜାନୁୟାରୀ ୨୪ ତାରିଖରେ ୬୧ ହଜାରରୁ ଅଧିକ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ।ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୮ତମ ରୋଜଗାର ମେଳାରେ, ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ନୂତନ ଭାବେ
Read More...

ନେଦରଲ୍ୟାଣ୍ଡସ୍ରେ ଏଏସ୍ଏମ୍ଏଲ୍ ମୁଖ୍ୟାଳୟ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଦେଶର ସୁସଙ୍ଗତ ନୀତି ଏବଂ ଦକ୍ଷ ପ୍ରତିଭା, ବିଶ୍ୱସ୍ତରରେ ଯନ୍ତ୍ରପାତି ନିର୍ମାତାଙ୍କୁ ଭାରତ ପ୍ରତି ଆକର୍ଷିତ କରୁଛି ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନେଦରଲ୍ୟାଣ୍ଡସ୍‌ର ଭେଲ୍ଡହୋଭେନ ସ୍ଥିତ
Read More...

ନେତାଜୀ ସଂଗ୍ରାମୀ ପରିଷଦ ପକ୍ଷରୁ ସୁଭାଷ ପରବ ପାଳିତ

ତ୍ରୈମାସିକ ସୁଭାଷ ଚିନ୍ତନ ଉନ୍ମୋଚିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାନ ସ୍ୱାଧିନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥଳିରେ ନେତାଜୀ ସଂଗ୍ରାମୀ ପରିଷଦ ପକ୍ଷରୁ ନେତାଜୀ ଜୟନ୍ତୀ
Read More...