Monthly Archives

January 2026

ଶିକେରପାଟ୍ ଚାମ୍ପିଅନ ଟ୍ରଫି ୨୦୨୬ରେ ରତାଖଣ୍ଡିକୁ ହରାଇ ସେମିଫାଇନାଲରେ ପ୍ରବେଶ କଲା ଲାଠିତରା ଦଳ

ଗୁଡଭେଲା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଳକ ଅନ୍ତର୍ଗତ ଜାମୁଟ ହାଇସ୍କୁଲ ଖେଳପଡିଆଠାରେ ଶିକେରପାଟ୍ ୟୁଥ୍ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଶିକେରପାଟ୍ ଚାମ୍ପିଅନ ଟ୍ରଫି ୨୦୨୬ ସଫଳତାର ସହ ଚାଲିଛି । ପ୍ରତିଯୋଗିତାର ଚତୁର୍ଥ ଦିବସର ମ୍ୟାଚଗୁଡ଼ିକ ଦର୍ଶକମାନଙ୍କ ମଧ୍ୟରେ ବେଶ ଉତ୍ସାହ ସୃଷ୍ଟି
Read More...

ମୁରିବାହାଲ ବ୍ଲକ ଅଞ୍ଚଳରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ପଞ୍ଚାୟତି ହାଇସ୍କୁଲ ଖେଳ ପଡ଼ିଆରେ ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ସବୁଠାରେ ୭୭ତମ ସାଧାରଣତନ୍ତ୍ର ଦିବସ ତଥା
Read More...

ସିରୋଲ ପଞ୍ଚାୟତରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

୪ଟି ନୂତନ ପ୍ରକଳ୍ପ ଉଦଘାଟିତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ଗ୍ରାମ ପଂଚାୟତ କାର୍ଯ୍ୟାଳୟଠାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଓ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ନବ ନିର୍ମିତ ସ୍ଵାଗତ
Read More...

ସୁବର୍ଣ୍ଣପୁରରେ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ରାମେଶ୍ୱର ଷ୍ଟାଡିୟମ ଠାରେ ୭୭ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଭୋର ୪.୩୦ ଘଟିକା ସହରରେ ରାମଧୂନ ପରିବେଷଣ କରାଯାଇଥିଲା ଓ ଭୋର ୫.୩୦ରୁ ୬.୩୦ ଘଟିକା ପର୍ଯ୍ୟନ୍ତ
Read More...

ଓଡିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାର ଦୁଇ ଯୁବ ବିଜ୍ଞାନୀ ଯୋଗଦେଲେ ଦିଲ୍ଲୀ ଗଣତନ୍ତ୍ର ଦିବସରେ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାରସମାଲର ପ୍ରଧାନ ଶିକ୍ଷକ ହୋଲିଶ୍ୱର ଧରୁଆ, ପତ୍ନୀ ବାସନ୍ତୀ ଧରୁଆଙ୍କ ସୁପୁତ୍ର ବିମଳେନ୍ଦ୍ର ଧରୁଆ ଓ ବଲାଙ୍ଗିରର ରୀନିତା ମେହେରଙ୍କ ସୁପୁତ୍ର ସ୍ୱସ୍ତିକ ଶ୍ରେୟାଂସ ମେହେର ଏବଂ ଶିକ୍ଷକ ସୀମାଞ୍ଚଳ ସାହୁ ଦେଶର
Read More...

ପ୍ରଥମ ଶରତ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ଖେଳପଡିଆଠାରେ ପ୍ରଥମ ଶରତ ଦଲାଇ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ଗତ ଦୁଇଦିନ ଧରି ହୋଇଥିବା ବେଳେ ମୋଟ ୮ ଟି ଦଳ ଅଂଶଗ୍ରହଣ କରିଥିଲେ । ପ୍ରଥମ ପ୍ରତିଯୋଗିତାରେ ଚନ୍ଦନଭାଟି ଫାଣ୍ଡି ଅଧିକାରୀ
Read More...

ଚନ୍ଦନଭାଟି ଗ୍ରାମୀଣ ବ୍ୟାଙ୍କ ଏବଂ ଉପ ଡାକଘରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଆଜି ସ୍ଥାନୀୟ ଚନ୍ଦନଭାଟି ଗ୍ରାମୀଣ ବ୍ୟାଙ୍କ ଏବଂ ଉପ ଡାକଘରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଓଡିଶା ଗ୍ରାମୀଣ ବ୍ୟାଙ୍କରେ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ଗୌରୀଶଙ୍କର ମହାପାତ୍ର ପତାକା ଉତ୍ତୋଳନ କରିଥିଲେ । ସେହିପରି ଚନ୍ଦନଭାଟି ଉପ
Read More...

ନୃସିଂହନାଥ ଲାୟନ୍ସ କ୍ଲବର ସାଧାରଣତନ୍ତ୍ର ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୭୭ତମ ସାଧାରଣତନ୍ତ୍ର ଦିବସ ଲାୟନ୍ସ କ୍ଲବ ପାଇକମାଲ ନୃସିଂହନାଥ ଦ୍ୱାରା ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ଲାୟନ୍ସ ଗୋବର୍ଦ୍ଧନ ଅଗ୍ରୱାଲଙ୍କ ନୃସିଂହ ଅଟୋ କେୟାର ଠାରେ କ୍ଲବ ସଭାପତି ଲାୟନ ଡ଼. ଲମ୍ବୋଦର ପଣ୍ଡାଙ୍କ ଦ୍ଵାରା ପତାକା ଉତ୍ତୋଳନ
Read More...

ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଜାନୁଆରୀ ୨୬ ଦିନରେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା । ଆଜି ସମଗ୍ର ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନିଜ ନିଜ କାର୍ଯ୍ୟାଳୟ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ
Read More...

ଡ.ଏ.ଏନ୍. କେ ଡିଏଭି ପବ୍ଲିକ ସ୍କୁଲରେ ୭୭ତମ ସାଧାରଣତନ୍ତ୍ର ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଡ.ଏ.ଏନ୍.କେ ଡିଏଭି. ପବ୍ଲିକ ସ୍କୁଲ ସମୂହର, ଆଞ୍ଚଳିକ ଅଧିକାରୀ ତଥା ବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ପ୍ରଧାନ, ମୁଖ୍ୟ ଅତିଥି ଭାବେ ଏନ୍. ଆଇ. ଟି. ରାଉରକେଲାର ପ୍ରଫେସର ସରୋଜ କୁମାର ପଟେଲଙ୍କୁ ମଞ୍ଚକୁ ସ୍ୱାଗତ
Read More...