Monthly Archives

January 2026

ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ସଚେତନତା ରଥର ଶୁଭାରମ୍ଭ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଠାରୁ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ସଡ଼କ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ ହେବା ସହ ସୁବର୍ଣ୍ଣପୁର ସହରରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସଚେତନତା ରଥ ଓ ସଚେତନତା
Read More...

ମହାରାଷ୍ଟ୍ର ପାଲଘରରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ପ୍ରଥମ ପାହାଡ଼ି ସୁଡ଼ଙ୍ଗ ନିର୍ମାଣ ସଫଳ: ଶ୍ରୀ ଅଶ୍ୱିନୀ ବୈଷ୍ଣବ

● ବୁଲେଟ୍ ଟ୍ରେନ୍ ମଧ୍ୟବିତ୍ତ ବର୍ଗଙ୍କୁ ସୁଲଭ ଯାତ୍ରୀ ସେବା ଯୋଗାଇ ଦେବ ବୋଲି କହିଲେ କେନ୍ଦ୍ର ରେଳ ମନ୍ତ୍ରୀ● ଏମଏଏଚଏସଆର ପ୍ରକଳ୍ପ କରିଡର ଚତୁଃପାର୍ଶ୍ୱରେ ଆର୍ଥିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ● ମୁମ୍ବାଇରୁ ଅହମ୍ମଦାବାଦକୁ ଯିବା ପାଇଁ
Read More...

ତୃତୀୟ ପର୍ଯ୍ୟାୟ ଇସିଏମଏସ ଯୋଜନାରେ 22ଟି ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରି

• 41,863 କୋଟି ଟଙ୍କାର ଆନୁମାନିକ ନିବେଶ ସହ 33,791 ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା• ଏହି କାର୍ଯ୍ୟକ୍ରମ ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋସିଷ୍ଟମକୁ ମଜବୁତ କରିଛି, ଫଳରେ ଘରୋଇ ଚାହିଦାର ଏକ ବଡ଼ ଅଂଶ ସ୍ୱଦେଶୀ ଉପାୟରେ ପୂରଣ ହୋଇପାରିବ ବୋଲି କହିଲେ କେନ୍ଦ୍ର
Read More...

ସକ୍ରିୟ ଏବଂ ପ୍ରଯୁକ୍ତି ଆଧାରିତ ପ୍ରଶାସନକୁ ଅଧିକ ଦକ୍ଷ ଓ ସୁଦୃଢ଼ କରିଛି ‘ପ୍ରଗତି’

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର କ୍ୟାବିନେଟ୍ ସଚିବ ଏବଂ ଅନ୍ୟ ବିଭାଗୀୟ ସଚିବମାନେ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଗତି ବ୍ୟବସ୍ଥା (ପ୍ରୋ ଆକ୍ଟିଭ୍ ଗଭର୍ଣ୍ଣାନ୍ସ ଏଣ୍ଡ ଟାଇମ୍ଲି ଇମ୍ପ୍ଲିମେଣ୍ଟେସନ୍ ବା ସକ୍ରିୟ ପ୍ରଶାସନ ଏବଂ ସମୟୋଚିତ କାର୍ଯ୍ୟକାରିତା)ର ଫଳାଫଳ ବିଷୟରେ
Read More...

ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ ଠାରେ ୨୪ରୁ ୩୦ ଡିସେମ୍ବର ୨୦୨୫ ଇତିମଧ୍ୟରେ ଶେଷ ହୋଇଯାଇଛି । ଏଥିରେ ଓଡିଶା ଦଳ ମୋଟ ୩୨ଟି ପଦକ ପାଇଛନ୍ତି । ଏହି ଦଳରେ ବଲାଙ୍ଗିରରୁ ୫ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ । ଏଥିରୁ ନୟନ ରାୟ କାଂସ୍ୟ ପଦକ ଓ
Read More...

ଯୁବ କୁଲୁତା ସମାଜର ପରିବେଶ ସୁରକ୍ଷା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂତନ ବର୍ଷ ଅବସରରେ ସମସ୍ତେ ନିଜ ପରିବାର, ସାଙ୍ଗ ସାଥୀଙ୍କ ଗହଣରେ ଆନନ୍ଦ ଉଲ୍ଲାସରେ ମସଗୁଲ ରହିଥାନ୍ତି । ଠିକ୍‌ ଏତିକି ବେଳେ କିଛି ଯୁବକ ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ରାଜ୍ୟ ସରକାର ପ୍ରକୃତିମିତ୍ର
Read More...

ତ୍ରିଲୋଚନ ସାହୁଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଆନନ୍ଦନଗର ନିବାସୀ ତ୍ରିଲୋଚନ ସାହୁଙ୍କର ୭୯ ବର୍ଷ ବୟସରେ ଏକ ଘରୋଇ ହସ୍‌ପିଟାଲରେ ତା. ୩୧.୧୨.୨୦୨୫ ଦିନ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ୧୯୪୬ ମସିହାରେ ବଲାଙ୍ଗିର ଜିଲ୍ଲାର ଲୋଇସିଂହା ଥାନା ଅନ୍ତର୍ଗତ ନଅଗାଁ (ଖ)ଗ୍ରାମରେ
Read More...

ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ହନରାରୀ ଡକ୍ଟରେଟ୍ ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ୨୦୨୫ ଓ ୨୦୨୬ ପାଇଁ ହନରାରୀ ଡକ୍ଟରେଟ୍ ଉପାଧି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଅନୁଷ୍ଠାନର ସମ୍ପାଦକ ଡ. ରଜନୀକାନ୍ତ ମିଶ୍ର ଏ ସମ୍ପର୍କରେ ସୂଚନା ପ୍ରଦାନ କରି
Read More...

ରାଉରକେଲାରୁ ଆରମ୍ଭ ହେଲା ଶ୍ରୀରାମ ସ୍ୱର୍ଣ୍ଣ ଧନୁଶ୍ ଯାତ୍ରା

ଶ୍ରୀ ରାମ ଶରଣଂ : ସବ୍ କୁଛ୍ ଛୋଡ, ସନତାନୀୟୋ କୋ ଯୋଡ ରାଉରକେଲା, (ସସ୍‌ସ୍ମିତା ପ୍ରଧାନ) : ଶ୍ରୀ ରାମ ଶରଣଂ, ସବ୍ କୁଛ୍ ଛୋଡ, ସନତାନୀୟୋ କୋ ଯୋଡ, ସ୍ଲୋଗାନକୁ ପାଥେୟ କରି ରାଉରକେଲାର ହନୁମାନ ବାଟିକାରୁ ଆଜି ଆରମ୍ଭ ହୋଇଛି ଶ୍ରୀରାମ ସ୍ୱର୍ଣ୍ଣ ଧନୁଶ୍ ଯାତ୍ରା । ରାଉରକେଲାର ସନାତନ
Read More...

ସମ୍ବର୍ଦ୍ଧିତ ହେଲେ ଶିଶୁରୋଗ ବିଶେଷଜ୍ଞ ଡ଼ାକ୍ତର ନିକୁଞ୍ଜ ବିହାରୀ ଦାଶ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଅବସ୍ଥାପିତ ହୋଇଥିବା ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡ଼ାକ୍ତର ନିକୁଞ୍ଜ ବିହାରୀ ଦାଶଙ୍କ ଆଦର୍ଶ ତ୍ୟାଗ ଓ ମହାନତାକୁ ସମ୍ମାନ ଜଣାଇ ଛତ୍ରପୁରସ୍ଥ ବ୍ରହ୍ମାକୁମାରୀ
Read More...