ସୁନ୍ଦରଗଡ ସହରରେ ପରିସ୍ଥିତି ସ୍ୱାଭାବିକତା ଆଡକୁ ଫେରୁଛି
ରାଉରକେଲା, (ସସ୍ମିତା ପ୍ରଧାନ) : ଦୁଇ ଦିନର ଉତ୍ତେଜନା ପରେ ସୁନ୍ଦରଗଡ଼ ସହରରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକତା ଆଡକୁ ଫେରି ଆସୁଛି । ଗୁରୁବାର ଦିନ ସୁନ୍ଦରଗଡ ସହରର ରିଜେଣ୍ଟ ମାର୍କେଟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ଉତ୍ତେଜନା ଓ ଢେଲା ମାଡ ଯୋଗୁଁ ପୋଲିସ ପକ୍ଷରୁ ସେଠାରେ!-->…
Read More...
Read More...