Daily Archives

ଲର୍ଣ୍ଣିଂ ଲିଙ୍କ ଫାଉଣ୍ଡେସନ ଆନୁକୂଲ୍ୟରେ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଲର୍ଣ୍ଣିଂ ଲିଙ୍କ୍ ଫାଉଣ୍ଡେସନ ଆନୁକୂଲ୍ୟରେ ଗୁଡଭେଲା ବ୍ଲକର ପ୍ରାଥମିକ ଶିକ୍ଷକ, ପ୍ରଧାନ ଶିକ୍ଷକ ଓ ସିଆର୍‌ସିସି ମାନଙ୍କୁ ନେଇ ଏକଦିବସୀୟ ପ୍ରଶିକ୍ଷଣ ଶିବିର ତୁଷୁରା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗୁଡଭେଲା
Read More...

ଶ୍ରୀ ଅରବିନ୍ଦ ଶ୍ରୀତନୁ ସ୍ମାରକୀ ବାର୍ଷିକ ଉତ୍ସବ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଯଉଁରାଭଉଁରା ପଞ୍ଚାୟତ ଅନ୍ତର୍ଗତ ପୂର୍ଣ୍ଣସେତୁ ଚଢ଼େଇଗୁଡ଼ି ଠାରେ ଶ୍ରୀ ଅରବିନ୍ଦଙ୍କ ଶ୍ରୀତକୁ ସ୍ମାରକୀ ତଥା (ରିଲିକ୍ସ) ପ୍ରତିଷ୍ଠା ୧୬ ତମ ବାର୍ଷିକ ଉତ୍ସବ ବୁଧବାର ଦିନ ପାଳିତ ହୋଇଯାଇଛି । ସୂଚନାଯୋଗ୍ୟ
Read More...

ଫାଲକନାମା ଏକ୍ସପ୍ରେସ ଓ ୟଶବନ୍ତପୁର–ହାଓଡ଼ା ଏକ୍ସପ୍ରେସ ରହଣୀ ଦାବୀ କଲେ ଛତ୍ରପୁର ବିଧାୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଫାଲକନାମା ଏକ୍ସପ୍ରେସ ଓ ୟଶବନ୍ତପୁର–ହାଓଡ଼ା ଏକ୍ସପ୍ରେସ ଏହି ଦୁଇ ଦୂରଗାମୀ ଟ୍ରେନ୍ ଛତ୍ରପୁର ରେଳଷ୍ଟେସନରେ ରହଣି ନିମନ୍ତେ ଦାବୀ ହୋଇଛି । ଲୋକଙ୍କର ଦୀର୍ଘଦିନର ଏହି ଦାବୀକୁ ଉପସ୍ଥାପନ କରି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର
Read More...

ସ୍ୱର୍ଗତ ଚନ୍ଦ୍ରମଣି ସାହୁଙ୍କ ପରିବାରଙ୍କୁ ସାନ୍ତ୍ୱନା ଦେଲେ ବିଜେପି ପରିବାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଚନ୍ଦ୍ରମଣି ସାହୁଙ୍କ ବୁଧବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଛି । ଖବର ପାଇ ପଦ୍ମପୁର ବିଜେପି ବିଧାୟକ ପ୍ରାର୍ଥୀ
Read More...

ସଂକ୍ରୀରେ ଏକ ଦିବସୀୟ ଲିଜେଣ୍ଡ ଫୁଟବଲ ଟୁର୍ଣ୍ଣାମେଣ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ସଂକ୍ରୀ ଗ୍ରାମ ଠାରେ ପ୍ରଥମ କରି ଲିଜେଣ୍ଡ ଫୁଟବଲ ଟୁର୍ଣ୍ଣାମେଣ୍ଟ ଜ୍ୟୋତି ସ୍ପୋର୍ଟିଂ ଦ୍ଵାରା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଆଠଟି ଫୁଟବଲ ଦଳ ମାଣ୍ଡିଆଢିପା, ବରଭଟା, ଦହିତା, ସଂକ୍ରୀ, ଘନାମାଲ, ପାଟଣାଗଡ଼,
Read More...