Daily Archives

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ନବନିଯୁକ୍ତ କର୍ମଚାରୀଙ୍କ ମାର୍ଗଦର୍ଶନ କଲେ ପିଆଇବି ଏଡିଜି

ଭୁବନେଶ୍ୱର, ପିଆଇବି) : ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱରର ସମାଚାର ପ୍ରଭାଗରେ ନବନିଯୁକ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ଏବଂ ପ୍ରଶିକ୍ଷାର୍ଥୀ ସାମ୍ବାଦିକମାନଙ୍କୁ ନେଇ ଆଜି ଏକ ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର
Read More...

ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଅଭିନବ ଚିନ୍ତାଧାରା, ଉର୍ଜ୍ଜା ଓ ଉଦ୍ଦେଶ୍ୟ ସହ ଯୁବଶକ୍ତି ରାଷ୍ଟ୍ରନିର୍ମାଣରେ ଆଗୁଆ ରହିଛି : ପ୍ରଧାନମନ୍ତ୍ରୀସ୍ବାମୀ ବିବେକାନନ୍ଦଙ୍କ ଚିନ୍ତାଧାରା ଯୁବପିଢିଙ୍କୁ ଅନୁପ୍ରାଣିତ କରିଚାଲିଛିଯୁବପିଢ଼ି ଉପରେ ସ୍ପଷ୍ଟ ଧ୍ୟାନ ଦେଇ, ଆମେ ବିଭିନ୍ନ ଯୋଜନା ପ୍ରଣୟନ କରିଛୁ; ଏହାପରେ ହିଁ ଭାରତରେ
Read More...

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ

• ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’କୁ ସଫଳ କରିବା ପାଇଁ ନେବା ଦୃଢ଼ ସଂକଳ୍ପ - ଧର୍ମେନ୍ଦ୍ର ପ୍ରଧାନ• ସ୍ୱତନ୍ତ୍ର ଇ-ଶପଥ ପ୍ଲାଟଫର୍ମ ଓ ମୋବାଇଲ୍ ଆପ୍ଲିକେସନ ଉନ୍ମୋଚନ କଲେ ମାନ୍ୟବର ଉପରାଷ୍ଟ୍ରପତି• ନିଶାମୁକ୍ତ, ସୁସ୍ଥ ତଥା ସଶକ୍ତ ଭାରତ ନିର୍ମାଣରେ ଅଗ୍ରଣୀ ଭୂମିକା ନିର୍ବାହ କରିବାକୁ
Read More...

ତୋଷାଳି ବିଦ୍ୟା ମନ୍ଦିରରେ ସାଇବର ସଚେତନତା ଓ ଆତ୍ମରକ୍ଷା ପ୍ରଶିକ୍ଷଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ତୁଷୁରା ସ୍ଥିତ ତୋଷାଳି ବିଦ୍ୟା ମନ୍ଦିରରେ ସାଇବର ସଚେତନତା ଓ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ସାଇବର ସେଲ ଆଇଆଇସି ଭାରତୀ ନାୟକ ଓ ଜାତୀୟ ସ୍ତରୀୟ ଟାଇକଣ୍ଡୋ କୋଚ ତଥା ସେଲ୍ପ ଡିଫେନ୍ସ
Read More...

ହରଗୌରୀ ମକର ମହୋତ୍ସବ ୨୦୨୬ ଉଦଘାଟିତ

ବଲାଙ୍ଗିର/ସଦରବ୍ଲକ, (ରାଜେଶ ଦଣ୍ଡସେନା) : ଶିବତଲା, ଲୁଚକିବଂଧ ଓ ରଘୁମଣିପାଳି ଗ୍ରାମବାସୀଙ୍କ ମିଳିତ ଆନୁକୁଲ୍ୟରେ ମକର ମହୋତ୍ସବ ୨୦୨୬ ହରଗୌରୀ ମନ୍ଦିରରେ ଉଦଘାଟିତ ହୋଇଯାଇଛି । ପ୍ରଥମ ଦିବସରେ କଳସ ଯାତ୍ରା ସହିତ ସନ୍ଧ୍ୟାରେ ମକର ମହୋତ୍ସବକୁ ସରପଞ୍ଚ ଶ୍ରୀମତୀ ଶୁଭଶାନ୍ତି ମାଝୀଙ୍କ କର
Read More...

ଲୋଇସିଂହାରେ “ଧାରଣୀୟ ଜୀବନ ଶୈଳୀ” ପ୍ରଦର୍ଶନୀ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟ ଠାରେ "ଧାରଣୀୟ ଜୀବନ ଶୈଳୀ" ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହାର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଅକ୍ଷୟ ପାଣି ଉଦୁ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ ହଲ ଠାରେ ଆଭାସୀ ମାଧ୍ୟମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫ ଟି ପ୍ରକଳ୍ପର…

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସୱାନ ହଲ୍ ଠାରେ ଆଭାସୀ ମାଧ୍ୟମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫ ଟି ରାସ୍ତାର ଉନ୍ନତି କରଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଭୁବନେଶ୍ୱର ଠାରେ ଆୟୋଜିତ ଉତ୍ସବରୁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Read More...

ବଲାଙ୍ଗିର ସାଲେଭଟା ଚଣ୍ଡି ମନ୍ଦିରରୁ ଚୋରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ମା' ଚଣ୍ଡୀଙ୍କ ମନ୍ଦିରରୁ ଚୋରି । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସାଲେଭଟା ମା' ଚଣ୍ଡୀଙ୍କ ମନ୍ଦିରରେ । ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ମା'ଙ୍କ ମନ୍ଦିରର ତାଲା ଭାଙ୍ଗି ମନ୍ଦିରରୁ ଚୋରି କରିନେଇଛନ୍ତି । ମା'ଙ୍କ ରୂପା ମୁକୁଟ, ସୁନା ନଥୁଣି ସହ
Read More...

ବଲାଙ୍ଗିର ଜିଲ୍ଲା ପରିବହନ ବିଭାଗ ଦ୍ଵାରା ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ବଲାଙ୍ଗିର କଲେଜ ଠାରେ ସଡ଼କ ସୁରକ୍ଷା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପରିବହନ ବିଭାଗ ଦ୍ଵାରା ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ବଲାଙ୍ଗିର କଲେଜ ଠାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଏହା
Read More...

ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଉତ୍ତରାୟଣ ପର୍ବ ଏକ ଅନନ୍ୟ ଗୁଜୁରାଟୀ ଉତ୍ସବ, ଯେତେବେଳେ ରାଜ୍ୟର ଅଧିକାଂଶ ସହର ଉପରେ ଆକାଶ ସକାଳ ପୂର୍ବରୁ ସନ୍ଧ୍ୟା ହେବା ପର୍ଯ୍ୟନ୍ତ ଗୁଡ଼ିରେ ପରିପୂର୍ଣ୍ଣ ରହିଥାଏ । ଏହି ପର୍ବ ହିନ୍ଦୁ କ୍ୟାଲେଣ୍ଡରରେ ସେହି ଦିନଗୁଡ଼ିକୁ ଚିହ୍ନିତ କରେ
Read More...