Daily Archives

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷିତ ବିକାଶ କାର୍ଯ୍ୟର ସମୀକ୍ଷା କଲେ ଉନ୍ନୟନ କମିଶନର ଦେଓରଂଜନ କୁମାର ସିଂ

ନୂଆପଡା, (ସନ୍ତୋଷ ପଟ୍ଟନାୟକ) : ନୂଆପଡା ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷିତ ବିକାଶ କାର୍ଯ୍ୟ ସବୁର ସମୀକ୍ଷା କରିବା ପାଇଁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ ନୂଆପଡା ଜିଲ୍ଲା ଗସ୍ତ କରିଥିଲେ । ସ୍ଥାନୀୟ ଗୋତମା
Read More...

ଭାରତ-ଜର୍ମାନୀ ମିଳିତ ବିବୃତି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଜର୍ମାନୀ ଚାନ୍ସେଲର, ମହାମହିମ ଶ୍ରୀ ଫ୍ରେଡ୍ରିକ ମର୍ଜ 12-13 ଜାନୁଆରୀ 2026ରେ ଭାରତକୁ ସରକାରୀ ଗସ୍ତରେ ଆସିଥିଲେ । ଚାନ୍ସେଲରଙ୍କ ସହିତ 23ଜଣ ଅଗ୍ରଣୀ ଜର୍ମାନ ସିଇଓ ଏବଂ ଶିଳ୍ପପତିଙ୍କ ସମେତ ଏକ
Read More...

ଜେଏନୟୁର ୯ମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ : ନବସୃଜନ, ଉଦ୍ୟମିତା, ପ୍ରଶାସନ, ଏବଂ କୂଟନୀତି କ୍ଷେତ୍ରରେ…

• ଜେଏନୟୁର ଡିଗ୍ରୀ କେବଳ ବ୍ୟକ୍ତିଗତ ସଫଳତା ନୁହେଁ, ସମାଜ ପ୍ରତି ଏକ ବଡ଼ ଦାୟିତ୍ୱ• ଗଣତନ୍ତ୍ରର ସୁରକ୍ଷା ଓ ଅର୍ଥନୈତିକ ପ୍ରଗତିର ଦାୟିତ୍ୱ ନେବା ଦରକାର ଜେଏନୟୁ• ଏନୟୁର ଏକାଡେମିକ ଉତ୍କର୍ଷତା ଏବଂ ଦେଶ ଗଠନରେ ଏହାର ଭୂମିକା ଉପରେ କହିଲେ ନୂଆଦିଲ୍ଲୀ, (ପିଆଇବି) : ଶିକ୍ଷା କେବଳ
Read More...

ବିଜେପି ବୋରିଆ ମଣ୍ଡଳ ତରଫରୁ ରକ୍ତଦାନ ଶିବିର

କେସିଙ୍ଗା, (ପ୍ରୀତେଶ ପଟେଲ) : ରକ୍ତ ଦାନ ମହତ୍ ଦାନ । କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଶିରୋଲ ଗ୍ରାମରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବଦିବସରେ ଶିରୋଲ ପଞ୍ଚାୟତ ସ୍ଥିତ କଲ୍ୟାଣ ମଣ୍ଡପଠାରେ ଭାରତୀୟ ଜନତା ଯୁବମୋର୍ଚ୍ଚା ବୋରିଆ ମଣ୍ଡଳ ତରଫରୁ ରକ୍ତଦାନ ଶିବିର
Read More...

ଏକତା ମହୋତ୍ସବରେ ସୁନ୍ଦରଗଡ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ତରଫରୁ ଯୋଗ ମାଧ୍ୟମରେ ଜନତାଙ୍କୁ ସଚେତନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ଏକତା ମହୋତ୍ସବ ୨୦୨୬ ପାଳନ କରାଯାଇଥିଲା । ଏହି ଉପଲକ୍ଷେ ଆମ ସଂଗଠନ ସହିତ ବିଭିନ୍ନ ସଙ୍ଗଠନ ତରଫରୁ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ କାରଖାନା କର୍ତ୍ତୃପକ୍ଷ ଆମନ୍ତ୍ରଣ କରିଥିଲେ । ସଂଗଠନର ସହ ରାଜ୍ୟ
Read More...

ଯୁବ ହଷ୍ଟେଲର ୪୭ ତମ ବାର୍ଷିକ ଉତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲ, ରାଉରକେଲା ଶାଖାର ୪୭ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ସଭାପତିତ୍ୱ, ଅନିଲ କୁମାର ମଲ୍ଲିକ ଓ ମୋନାଲିସା ଗୌଡଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ପିର
Read More...

ବଡ଼ ବିମାନ ଦୁର୍ଘଟଣା ପରେ ସମସ୍ତେ ସୁରକ୍ଷିତ ଏହା ଅବିଶ୍ୱସନୀୟ : ରାଜ୍ୟ ପରିବହନ ମନ୍ତ୍ରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ପ୍ରତି ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ଇଣ୍ଡିଆ ୱାନ୍ ଏୟାର ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଆହତ ହୋଇ ବଞ୍ଚିଯାଇଥିବାରୁ ରବିବାର ଓଡ଼ିଶା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ
Read More...

କଲଚରାଲ ଏକାଡ଼େମୀ, ରାଉରକେଲା ଆୟୋଜିତ “୩୮ତମ ଲୋକନାଟକ ମହୋତ୍ସବ”ର ଉଦ୍‌ଯାପନୀ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : କଲଚରାଲ ଏକାଡ଼େମୀର ଆୟୋଜିତ “୩୮ତମ ଲୋକନାଟକ ମହୋତ୍ସବ"ର ଉଦ୍‌ଯାପନୀ ସନ୍ଧ୍ୟାର ରଙ୍ଗକର୍ମୀ, ରାଉରକେଲା ନାଟ୍ୟ ସଂସ୍ଥା ପ୍ରଦର୍ଶନୀମୂଳକ ନାଟକ– ‘ମାସୁଲ’କୁ ଉଦ୍‌ଘାଟନ କରିଥିଲେ ବିଚାରକ ଦ୍ୱୟ ଅବଦୁଲ ଜମାଲ ଖାଁ ଓ ଶିବଲାଲ୍ ସାଗର । ଏହାପରେ ପୁରସ୍କାର
Read More...

ବିଜମରା ଉଚ୍ଚ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବିଜମରା ଉଚ୍ଚ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ଭାରତ ସରକାରଙ୍କ ନୂତନ ଶିକ୍ଷାନୀତି ଶିକ୍ଷାର ମାନ ବୃଦ୍ଧି ପାଇଁ ଏକ ସୁନ୍ଦର ପ୍ରୟାସ । ସମଗ୍ର ଭାରତ ବର୍ଷରେ ୧୪ହଜାର ୫ ଶହ ସ୍କୁଲକୁ ପିଏମଶ୍ରୀ ମାନ୍ୟତା ଦିଆଯାଇଥିବା ପ୍ରଶଂସା ଯୋଗ୍ୟ । କଳାହାଣ୍ଡି
Read More...

କଣ୍ଟାବାଞ୍ଜିରେ ମାଟିର ମହୋତ୍ସବ ଉଦଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ମାଟିର ମହୋତ୍ସବ ୩ ଦିନ ଧରି ଚାଲିଥିବା କଣ୍ଟାବାଞ୍ଜି ମାଟିର ମହୋତ୍ସବ ଉଦଯାପିତ ହୋଇଯାଇଛି । କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟିର ସଭାପତି ବ୍ରଜଶ୍ୟାମ ଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...