Daily Archives

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

• ଯାତ୍ରା ସମୟ ହ୍ରାସ ସହିତ ବଢ଼ିଛି ଦକ୍ଷତା• 2025ରେ 122ଟି ନୂତନ ଟ୍ରେନ ଚଳାଚଳ କରିଛି• ସାଧାରଣ ଲୋକଙ୍କ ସେବା ପାଇଁ ଦ୍ରୁତ ଯାତ୍ରା ଏବଂ ସମୟାନୁବର୍ତ୍ତିତାରେ ସୁଧାର ନୂଆଦିଲ୍ଲୀ, (ପିଆଇବି) : ଟ୍ରେନ ସମୟସାରଣୀ (ଟିଏଜି) 2026 ଅଧୀନରେ ଭାରତୀୟ ରେଳବାଇ ନୂତନ ଟ୍ରେନ ଚଳାଚଳ ଆରମ୍ଭ
Read More...

ଅତି ବିଶିଷ୍ଟ ରେଳ ସେବା ପୁରସ୍କାର 2025 ପ୍ରଦାନ କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

● 100 ରେଳ ଅଧିକାରୀ ହେଲେ ପୁରସ୍କୃତ; ଶ୍ରେଷ୍ଠ ପ୍ରଦର୍ଶନକାରୀ ରେଳ ଜୋନକୁ ମିଳିଲା 26ଟି ଶିଲ୍ଡ, ପୂର୍ବତଟ ରେଳବାଇର ୩ କର୍ମଚାରୀ ପାଇଲେ ପୁରସ୍କାର● 2047 ସୁଦ୍ଧା ବିକଶିତ ଭାରତ, ବିକଶିତ ରେଳବାଇ ଲକ୍ଷ୍ୟ ହାସଲ କରିବାକୁ ହେଲେ ଭାରତୀୟ ରେଳବାଇକୁ ନୂଆ ସ୍ତରକୁ ଯିବାକୁ ପଡ଼ିବ: ଅଶ୍ୱିନୀ
Read More...

ନାରାୟଣ ସାହୁଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଧୂମାଭଟା ଗ୍ରାମର ନାରାୟଣ ସାହୁଙ୍କ ଗତ ୬ ତାରିଖ ମଙ୍ଗଳବାର ଦିନ ରାତି ୯ଟା ୪୫ମି. ସମୟରେ ଦେହାନ୍ତ ହୋଇଯାଇଛି । ସେ ଭୁବନେଶ୍ୱର ଓପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହେଉଥିଲା । ତାଙ୍କ ମୃତ୍ୟୁ
Read More...

ଦହିତା ମହାବିଦ୍ୟାଳୟ ରୌପ୍ୟ ଜୟନ୍ତୀ ସମାରୋହରେ ସାଂସ୍କୃତିକ ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ନିକଟସ୍ଥ ବୁଦ୍ଧଦେବ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦହିତାର ତ୍ରିଦିବସୀୟ ରୌପ୍ୟ ଜୟନ୍ତୀ ସମାରୋହରର ପ୍ରଥମ ଦିବସରେ ଶୁକ୍ରବାର ଦିନ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦୁଲଦୁଲି, କଳଙ୍ଗି, ଘଣ୍ଟ ବାଦ୍ୟ ସମେତ
Read More...

ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ୍ ସଂଘର ଧାରଣା ସହ ଦାବିପତ୍ର ପ୍ରଦାନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ୍ ଆସୋସିଏସନ୍ ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ବିଭିନ୍ନ ଦାବୀ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସୁବର୍ଣ୍ଣପୁର ଡେପୁଟି
Read More...

ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ର ତୃତୀୟ ସନ୍ଧ୍ୟାରେ ହରିୟଣାର ଝୁମରରେ ଝୁମିଲେ ଦର୍ଶକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର କଳା, ସଂସ୍କୃତି, ଐତିହ୍ୟ ଓ ବିକାଶ ଧାରାର ବାର୍ତ୍ତାଵହ ୩୨ ତମ "ମହିମା" ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳାର ତୃତୀୟ ସନ୍ଧ୍ୟାରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା । ସନ୍ଧ୍ୟା
Read More...