Daily Archives

ପ୍ରଧାନମନ୍ତ୍ରୀ ଜାନୁଆରୀ ୧୨ରେ ଅହମ୍ମଦାବାଦଠାରେ ଜର୍ମାନ ଚାନ୍ସେଲର ମର୍ଜଙ୍କୁ ଭେଟିବେ

ଭାରତ-ଜର୍ମାନୀ ରଣନୈତିକ ସହଭାଗୀତାରେ ହୋଇଥିବା ପ୍ରଗତି ସମୀକ୍ଷା କରିବେ ଉଭୟ ନେତାପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚାନ୍ସେଲର ମର୍ଜ ସାବରମତୀ ଆଶ୍ରମ ପରିଦର୍ଶନ କରି ଅହମଦାବାଦରେ ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବରେ ଯୋଗଦେବେ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଆସନ୍ତା ଜାନୁଆରୀ ୧୨,
Read More...

ଜନନେତା ଦିଲୀପ ରାୟଙ୍କ ଜନ୍ମଦିନରେ ରାଉରକେଲା ହନୁମାନ ବାଟିକା ପରିସର ଉତ୍ସବ ମୁଖର

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଦିଲୀପ ରାୟଙ୍କ ୭୧ତମ ଜନ୍ମଦିନ ପାଳନ ଅବସରରେ ହନୁମାନ ବାଟିକା ପରିସରରେ ସମାଜସେବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଲୀପ ରାୟଙ୍କ ୭୧ତମ ଜନ୍ମଦିନ ସାମାଜିକ ସେବା ପ୍ରତି ପ୍ରତିବଦ୍ଧତା ସହ ପାଳନ କରାଯାଇଛି । ଓଡିଶାର ଗର୍ବ ଓ
Read More...

ରୋଟାରୀ ଷ୍ଟିଲ ସିଟି ତରଫରୁ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ଏବଂ ରାଉରକେଲା ସରକାରୀ ଡାକ୍ତରଖାନାର ମିଳିତ ଆନୁକୂଲ୍ୟରେ ଡାକ୍ତରଖାନା ପରିସରରେ କାୟାକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରୋଟାରୀ କ୍ଲବ ଷ୍ଟିଲ ସିଟିର ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ରହି
Read More...

ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟି ପକ୍ଷରୁ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଜନ୍ମଦିନ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟି ପକ୍ଷରୁ ଆଜି ସେକ୍ଟର-୯ ସ୍ଥିତ ଲଗୁନ୍ ପାର୍କ ଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ୭୩ତମ ଜନ୍ମଦିନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଜନ୍ମଦିନ
Read More...

ବନ୍ଦେ ମାତରଂ @୧୫୦ ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜ, ରାଉରକେଲା ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ମହାନଗରର ମାଧବ ନଗର ଶାଖାର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ମହାନଗରର ସଭାପତି ଏବଂ କଲେଜର ଅଧ୍ୟକ୍ଷ ଡ.
Read More...

ଟାଙ୍ଗଣାପଲ୍ଲୀ ସେବାନିବୃତ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ବଣଭୋଜି ଓ ନୂତନ କର୍ମକର୍ତ୍ତା ଚୟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ଵର ସେବାନିବୃତ୍ତ ଶିକ୍ଷକ ଓ କର୍ମଚାରୀ ବିକାଶ ମଞ୍ଚର ବାର୍ଷିକ ବଣଭୋଜି କାର୍ଯ୍ୟକ୍ରମ ସିଂହାସନୀ ପୀଠରେ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ରୂପେ ଅବସର ପ୍ରାପ୍ତ ଷ୍ଟେଟ ବ୍ୟାଙ୍କ
Read More...

ପ୍ରବାସୀ ଭାରତୀୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ଜାନୁଆରୀ ୯ରେ ଭାରତ ଅଭିବୃଦ୍ଧିରେ ବିଦେଶରେ ରହୁଥିବା ଭାରତୀୟଙ୍କ ମୂଲ୍ୟବାନ ଅବଦାନକୁ ସ୍ୱୀକୃତି ଦେବାପାଇଁ “ପ୍ରବାସୀ ଭାରତୀୟ ଦିବସ” ପାଳନ କରିଥାଏ । ୨୦୦୩ ପରଠାରୁ, ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଏକ ବାର୍ଷିକ ଉତ୍ସବ କାର୍ଯ୍ୟ
Read More...

ବନାଗ୍ନି ନିରାକରଣ ଓ ପ୍ରତିରୋଧ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବନାଗ୍ନି ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ବନଖଣ୍ଡର ଖଣ୍ଡୀୟ ବନାଧିକାରୀ, ଅଜିତ ବିଶି, ଜଙ୍ଗଲରେ ଅଗ୍ନି ନିବାରଣ ଏବଂ ନିୟନ୍ତ୍ରଣ ନିମନ୍ତେ ବିଭାଗ
Read More...

ପାଟଣେଶ୍ୱରୀ ୧୫୦ ବର୍ଷ ପୂର୍ତ୍ତିରେ ଶୁଭସ୍ତମ୍ଭ ସ୍ଥାପନ

ଫେବୃୟାରୀ ୧ ରୁ ୪ ପର୍ଯ୍ୟନ୍ତ ଝଲସିବ ପାଟଣେଶ୍ୱରୀ ମନ୍ଦିର ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଇଷ୍ଟଦେବୀ ମା' ପାଟଣେଶ୍ୱରୀ ମନ୍ଦିର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଦେବାଳୟ ଐତିହ୍ୟ ଟ୍ରଷ୍ଟ ପକ୍ଷରୁ ମହୋତ୍ସବ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜୋରଶୋରରେ ଚାଲିଥିବା ବେଳେ ଆସନ୍ତା
Read More...

ତୁଷୁରା ସରକାରୀ ୟୁପି ସ୍କୁଲ୍ ଠାରେ ଯୋଗ ଶିବିର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଦେବ ସଂସ୍କୃତି ବିଶ୍ଵ ବିଦ୍ୟାଳୟ, ହରିଦ୍ଵାର, ଉତ୍ତରାଖଣ୍ଡ ଆନୁକୂଲ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶଙ୍କ ନେତୃତ୍ୱରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ତୁଷୁରା
Read More...