Daily Archives

ବିପିୟୁଟିରେ ପିଏମ୍‌ଶ୍ରୀ ବିଦ୍ୟାଳୟ ଅଧ୍ୟକ୍ଷ ଓ ଶିକ୍ଷକଙ୍କ ବୁଟ୍‌କ୍ୟାମ୍ପ୍ – ତୃତୀୟ ପର୍ଯ୍ୟାୟ ସଫଳତାର ସହ…

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟରେ ୨୦୨୬ ଜାନୁଆରୀ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ତିନିଦିନିଆ ଇନୋଭେସନ, ଡିଜାଇନ ଏବଂ ଏଣ୍ଟରପ୍ରିନରସିପ୍ (ଆଇଡ଼ିଇ) ବୁଟ୍‌କ୍ୟାମ୍ପ୍ ତୃତୀୟ ପର୍ଯ୍ୟାୟ ସଫଳତାର ସହ ସମ୍ପନ୍ନ ହୋଇଯାଇଛି । ଜାନୁଆରୀ ୯
Read More...

ଜଙ୍ଗଲରୁ ଦରପୋଡ଼ା ଶବ ମିଳିବା ଘଟଣାର ପର୍ଦାଫାଶ : ଗୁଣିଗାରେଡିରୁ ହତ୍ୟା ଘଟଣାରେ ୩ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଟିକାବାଲି ଥାନା ଅନ୍ତର୍ଗତ ଚୂନପଡା ଘାଟି ଜଙ୍ଗଲରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା ଉପରୁ ପର୍ଦ୍ଦାଫାଶ କରିଛି ଟିକାବାଲି ପୋଲିସ । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିବା
Read More...

ଟିଟିଲାଗଡ଼ ଲାୟନ୍ସ ଓ ଲିଓ କ୍ଲବ ତରଫରୁ ଅଲ ଓଡ଼ିଶା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜନ ନେଇ ସାମ୍ବାଦିକ ସମ୍ମିଳନୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆସନ୍ତା ଜାନୁଆରୀ ୧୩ରୁ ୧୫ ତାରିଖ ଯାଏଁ ଟିଟିଲାଗଡ ବ୍ୟାଡମିଣ୍ଟନ କୋର୍ଟ ଠାରେ ପ୍ରତ୍ୟେକ ଦିନ ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏଁ ଅଲ୍ ଓଡିଶା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଟିଟିଲାଗଡ ଲାୟନ୍ସ ଓ ଲିଓ କ୍ଲବ ତରଫରୁ ଏହି
Read More...

କଳାହାଣ୍ଡି ଉତ୍ସବ ଘୁମୁରା ଅବସରରେ ଜିଲ୍ଲା ସ୍ତରୀୟ ନୌକା ଓ ତୀର ଚାଳନା ପ୍ରତିଯୋଗିତା

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାର ପ୍ରାକୃତିକ ବୈଭବର ନିଦର୍ଶନ ସାଜିଥିବା ଥିଆମୂଳ ରାମପୁର ବ୍ଲକର ସାନଛତ୍ରଙ୍ଗ ଗ୍ରାମ ନିକଟ ଇନ୍ଦ୍ରାବତୀ ଜଳ ଭଣ୍ଡାର ପରିଧି ମଧ୍ୟରେ କଳାହାଣ୍ଡି ଉତ୍ସବ ଘୁମୁରା ଅବସରରେ ନୌକା ଓ ତୀର ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଯାଇଅଛି । ବ୍ଲକର
Read More...

ପଞ୍ଚମ ଦିନରେ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଆର୍‌ ହାଇସ୍କୁଲ ଖେଳ ପଡିଆ ଠାରେ ବଲାଙ୍ଗିର ଫ୍ରେଣ୍ଡସ୍‌ କ୍ଲବ ପକ୍ଷରୁ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ପଞ୍ଚମ ଦିନରେ ପହଁଚିଛି । ଆଜିର ଏହି ପ୍ରତିଯୋଗିତାରେ କ୍ଲବର ସଭାପତି ଲୋଟସ ଷଢଙ୍ଗୀଙ୍କ ସଭାପତିତ୍ୱରେ ମୁଖ୍ୟ-ଅତିଥି ଭାବରେ ରାଜ୍ୟ ସଭା ସାଂସଦ
Read More...

ବଡଗାଁ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନ୍‌ଏସି ବଡଗାଁ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପଦ୍ମିନୀ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଉତ୍ସବରେ
Read More...

ଖରାମାଳ ଠାରେ ପରମ୍ପରା ଆମ ଦେଶୀ ବିହନ ଓ ଖାଦ୍ୟ ପର୍ବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ଥିତ ଖରାମାଲ ଗ୍ରାମ ଠାରେ ଗୁରୁବାର ଦିନରେ ପରମ୍ପରା ଆମ ଦେଶୀ ବିହନ ଓ ଖାଦ୍ୟ ପର୍ବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ନିଆରା କାର୍ଯ୍ୟକ୍ରମର ଆୟୋଜନକାରୀ ଥିଲେ ୱାସନ, ସ୍ଵାମିନାଥନ ଫାଉଣ୍ଡେସନ ଓ ଅହିଂସା କ୍ଲବ
Read More...

ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡ଼ା ସମ୍ବର ବ୍ଲକ ଅନ୍ତର୍ଗତ କେଆର୍‌ପି ଉଚ୍ଚ ବିଦ୍ୟାଳୟ ବାଜେନମୁଣ୍ଡାର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶୁକ୍ରୁ ବଗର୍ତ୍ତୀଙ୍କ ୫୩ ବର୍ଷ ବୟସରେ ହୃଦଘାତରେ ଗୁରୁବାର ରାତିରେ ପରଲୋକ ହୋଇଯାଇଛି । ସେ ଜଣେ କର୍ତ୍ତବ୍ୟନିଷ୍ଠ, ମେଳାପୀ ତଥା
Read More...

ଲେମନ ଘାସ ତେଲ ରନ୍ଧା ଟାଙ୍କିରେ ଲାଗିଲା ନିଆଁ : ଲକ୍ଷାଧିକ ଟଙ୍କାର ଘାସ ପୋଡ଼ି ନଷ୍ଟ

ବନ୍ଧୁଗାଁ : ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତର ସିଙ୍ଗିପୁଟ ଗ୍ରାମରେ ଥିବା ଲେମନ ଘାସ ତେଲ ଟାଙ୍କିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଘାସ ପୋଡି ନଷ୍ଟ ହୋଇଯାଇଛି । ମଧ୍ୟାହ୍ନ ସମୟରେ ତହସିଲ କାଯ୍ୟଳୟରୁ ପ୍ରାୟ ୨୦୦ ମିଟର ଦୂରତା ସମ୍ମୁଖରେ ଥିବା ଲେମନ ଘାସ ଟାଙ୍କି ନିକଟରେ ନିଆଁ ଲାଗି
Read More...

ଅଙ୍ଗାରଗାଁରେ ନାରାୟଣ ସାହୁଙ୍କ ସ୍ମୃତି ସମାରୋହ

ବେଗୁନିଆପଡ଼ା, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଙ୍ଗାରଗାଁ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟରେ ସମାଜବାଦୀ ନେତା ନାରାୟଣ ସାହୁ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି । ଗୋଆ ମୁକ୍ତି ଆନ୍ଦୋଳନର ଯଶସ୍ୱୀ ସ୍ୱାଧୀନତା ସଂଗ୍ରାମୀ, ଖଲ୍ଲିକୋଟ ବିଧାନସଭା
Read More...