Daily Archives

ହଳଦୀ, ସର୍ଗୁଲ ଓ କୁର୍ଲୁବାହାଲରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ, ସର୍ଗୁଲ ଓ କୁର୍ଲୁବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଆଭାଷି ମାଧ୍ୟମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଭିତ୍ତିପ୍ରସ୍ତର
Read More...

ବଡଗାଁ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପିଏମଶ୍ରୀ ଉତ୍ସବ ଉଦଯାପିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନ୍‌ଏସି ବଡଗାଁ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପଦ୍ମିନୀ ପ୍ରଧାନଙ୍କ ନେତୃତ୍ୱରେ
Read More...

ଭେନେଜୁଏଲାର ଉପରେ ଆମେରିକାର ଆକ୍ରମଣ ପ୍ରତିବାଦରେ ଇସ୍‌କଫ୍‌ର ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଭେନେଜୁଏଲା ବିରୋଧରେ ଆମେରିକାର ବର୍ବରଚିତ୍ତ ଆକ୍ରମଣ ଏବଂ ସେ ରାଷ୍ଟ୍ରର ରାଷ୍ଟ୍ରପତି ନିକୋଲାଶ ମାଦୁରୋ ଓ ତାଙ୍କର ସହଧର୍ମିଣୀଙ୍କୁ ଅପହରଣ କରାଯାଇଥିବା ଘଟଣାକୁ ନିନ୍ଦା କରାଯାଇ ଆଜି ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି ପକ୍ଷରୁ ଉଦିତନଗର
Read More...

ଛତ୍ରପୁର ସ୍ଥିତ ତାମ୍ପରା ହ୍ରଦ କୂଳେ ବିଧାୟକଙ୍କ ଦ୍ଵାରା ସାମ୍ୱାଦିକ ମେଳି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମଧୁର ଜଳ ହ୍ରଦ "ତାମ୍ପରା" ଏବେ ସମସ୍ତଙ୍କର ଆକର୍ଷଣୀୟ ସୁନ୍ଦର ସବିଜିମାର ବାଲୁକା ହ୍ରଦ ଅଟେ । ଏହା ଭାରତର ପର୍ଯ୍ୟଟନ ସ୍ଥଳୀ ଭାବରେ ଏକ ସ୍ୱତନ୍ତ୍ର ମାନ୍ୟତା ପାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ଦୁଇ କିମି ଦୂରରେ
Read More...

ରେକର୍ଡ କୋଚ୍ ଉତ୍ପାଦନ ସହିତ ସୁଲଭ ଯାତ୍ରାକୁ ସୁଦୃଢ଼ କରିଛି ଭାରତୀୟ ରେଳବାଇ

ଉନ୍ନତ ଷ୍ଟେସନ୍, ସୁଲଭ ଟିକେଟ୍ ଏବଂ ୩୦ଟି ଅମୃତ ଭାରତ ଟ୍ରେନ୍ ସେବା ଦ୍ୱାରା ଯାତ୍ରୀଙ୍କ ଆରାମ ଏବଂ ସୁରକ୍ଷା ବୃଦ୍ଧି ପାଇଛି ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରେଳବାଇ ସାଧାରଣ ଯାତ୍ରୀଙ୍କ ସୁବିଧାକୁ ପ୍ରାଥମିକତା ଦେଇ ତାହାର ଭିତ୍ତିଭୂମି ଓ ସେବାର ଆଧୁନିକୀକରଣ କରୁଛି । ଏହାର
Read More...

ଓଡ଼ିଆ ସମେତ ଭାରତର ଶାସ୍ତ୍ରୀୟ ଭାଷାଗୁଡ଼ିକର ସମୃଦ୍ଧି ପାଇଁ ୫୫ଟି ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥ ଉନ୍ମୋଚିତ

• ଆମ ଶାସ୍ତ୍ରୀୟ ଭାଷା ଓ ସଂସ୍କୃତି ହେଉଛି ଆମର ଅମୂଲ୍ୟ ସମ୍ପତ୍ତି - ଧର୍ମେନ୍ଦ୍ର ପ୍ରଧାନ• ଓଡ଼ିଆ ଭାଷାର ଶାସ୍ତ୍ରୀୟ ଐତିହ୍ୟକୁ ସୁଦୃଢ଼ କରିବା ପାଇଁ ୧୦ଟି ଗବେଷଣାତ୍ମକ ପୁସ୍ତକ ଲୋକାର୍ପିତ• ଓଡ଼ିଆ ଭାଷାର ପ୍ରାଚୀନତା ଓ ଶାସ୍ତ୍ରୀୟ ମାନ୍ୟତାକୁ ଆହୁରି ସୁଦୃଢ଼ କରିବ• ଚର୍ଯ୍ୟାପଦ ଠାରୁ
Read More...

ମିଶନ ୧୦୦ ପ୍ରତିଶତ ବିଦ୍ୟୁତୀକରଣ : ସଶକ୍ତ ହେଉଛି ଭାରତୀୟ ରେଳବାଇର ଭବିଷ୍ୟତ

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରେଳବାଇ ନଭେମ୍ବର ୨୦୨୫ ସୁଦ୍ଧା ଏହାର ନେଟୱାର୍କର ପ୍ରାୟ ୯୯.୨ ପ୍ରତିଶତ ବିଦ୍ୟୁତୀକରଣ କରିଛି, ଯାହା ଏହାକୁ ବିଶ୍ୱର ସବୁଠାରୁ ବ୍ୟାପକ ବିଦ୍ୟୁତୀକରଣ ହୋଇଥିବା ରେଳ ବ୍ୟବସ୍ଥା ମଧ୍ୟରୁ ଅନ୍ୟତମ କରିଛି ।ବିଦ୍ୟୁତୀକରଣ ପାଇଁ କେନ୍ଦ୍ର ସରକାରଙ୍କ ଦୃଢ଼
Read More...

ମିଡିଆ କ୍ଲବର ସମୀକ୍ଷା ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ମିଡିଆ କ୍ଲବ, ରାଉରକେଲା ତରଫରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠାନର ମୁଖ୍ୟ ଡ. ପୀତବାସ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଶ୍ଚିମାଞ୍ଚଳର କାର୍ଯ୍ୟକାରୀ ସମ୍ପାଦକ ବୈଦ୍ୟନାଥ ମିଶ୍ର, ସମ୍ପାଦିକା ସୁରମା ମିଶ୍ର, ବରିଷ୍ଠ ସାମ୍ବାଦିକ
Read More...

ବିପିୟୁଟିରେ ପିଏମ୍‌ଶ୍ରୀ ବିଦ୍ୟାଳୟର ଅଧ୍ୟକ୍ଷ ଓ ଶିକ୍ଷକମାନଙ୍କ ବୁଟ୍ କ୍ୟାମ୍ପ ତୃତୀୟ ପର୍ଯ୍ୟାୟ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟରେ ପିଏମ୍‌ଶ୍ରୀ ବିଦ୍ୟାଳୟର ଅଧ୍ୟକ୍ଷ ଓ ଶିକ୍ଷକମାନଙ୍କ ବୁଟ୍ କ୍ୟାମ୍ପ ତୃତୀୟ ପର୍ଯ୍ୟାୟ ଉଦ୍‌ଘାଟିତ ହୋଇଯାଇଛି । ୨୦୨୬ ଜାନୁଆରୀ ୭ରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ତିନି ଦିନିଆ ଇନୋଭେସନ, ଡିଜାଇନ ଏବଂ
Read More...

ଓଏସ୍‌ଭି ଟ୍ରଷ୍ଟ ସଂସ୍ଥାନର ରାଜ୍ୟସ୍ତରୀୟ ନବମ ବାର୍ଷିକ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଭୁବନେଶ୍ୱରର ଓଏସ୍‌ଭି ଟ୍ରଷ୍ଟ ସଂସ୍ଥାନ ତରଫରୁ ରାଜ୍ୟସ୍ତରୀୟ ନବମ ବାର୍ଷିକ ଉତ୍ସବ, ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରାଉରକେଲାର ସେକ୍ଟର ୭ ସ୍ଥିତ ଇସ୍ପାତ ସାହିତ୍ୟ ସଂସଦ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂସ୍ଥାନର ଅଧ୍ୟକ୍ଷ ମଙ୍ଗଳୁ କୁମାର
Read More...