Daily Archives

ମିନାବଜାରରେ ଅଘଟଣ : ରାମ ଦୋଳିରୁ ଖସି ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମିନାବଜାରରେ ଅଘଟଣ, ଚାଲିଗଲା ଯୁବକଙ୍କ ଜୀବନ । ରାମ ଦୋଳିରୁ ଖସି ପଡ଼ି ଚାଲିଗଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଝାରମୁଣ୍ଡା ଗ୍ରାମରେ । କଂସ ଦରବାର ପାଇଁ ଗାଁରେ ବିରାଟ ସହକାରେ ମିନାବଜାରର ଆୟୋଜନ କରାଯାଇଥିଲା ।
Read More...

ଓବିସି ମଞ୍ଚର ‘ଗାଆଁକୁ ଚାଲ’ ଅଭିଯାନର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଓବିସି ମଞ୍ଚର କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ସଭାପତି ଶଙ୍କର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା, ଚାକିରି ତଥା ରାଜନୀତିରେ ଓବିସି ବର୍ଗର ଲୋକମାନେ ସମାନୁପାତିକ ସଂରକ୍ଷଣ ପାଉ ନଥିବା, ଉଚ୍ଚ ନ୍ୟାୟାଳୟ, ସବୋର୍ଚ୍ଚ ନ୍ୟାୟାଳୟରେ
Read More...

ବୁଢାଦେଓ ମହୋତ୍ସବ ଉଦଯାପିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ (ଖ)ର ବୁଢାଦେଓ ଯାତ୍ରା ଅବସରରେ ଦୁଇ ଦିନ ଧରି ବୁଢାଦେଓ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର, ବୁଢାଦେଓ ଯାତ୍ରା କମିଟି ଓ ଗ୍ରାମବାସୀଙ୍କ ତରଫରୁ
Read More...

୩୮ତମ ଲୋକନାଟକ ମହୋତ୍ସବ ଆସନ୍ତା ୪ରୁ ୧୦

ରାଉରକେଲା, (ସସ୍ମିତା ପ୍ରଧାନ) : ୩୮ତମ ଲୋକନାଟକ ମହୋତ୍ସବ ଆସନ୍ତା ଜାନୁଆରୀ ମାସ ୪ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । କଲଚରାଲ ଏକାଡେମୀ ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ
Read More...

ନୂଆବର୍ଷରେ ସମାଜସେବୀଙ୍କ ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜସେବୀ ତଥା ଶିକ୍ଷାବିତ ଶୈଳବାଳା ଷଡ଼ଙ୍ଗୀ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ନୂଆବର୍ଷରେ ବାସନ୍ତୀ କଲୋନୀ ସ୍ଥିତ ସର୍ବଭୌତିକ ଶିଶୁ ସେବାଶ୍ରମ ଠାରେ ସାମାଜିକ କାର୍ଯ୍ୟକ୍ରମ କରି ନିଜର ସାମାଜିକ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ସେ ଏହି ଅବସରରେ ଜୀବନର
Read More...

ନୂତନ ବର୍ଷରେ ଅନ୍ନଦାନ ସଂକଳ୍ପ : ବଲାଙ୍ଗିରରେ ୭୦୦ରୁ ଅଧିକ ଲୋକଙ୍କୁ ଭୋଜନ ପରିବେଶଣ କରି ମାନବତାର ଦୀପ ପ୍ରଜ୍ୱଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶସାରା ନୂତନବର୍ଷ ପାର୍ଟି ପିକନିକ ଓ ମନୋରଞ୍ଜନ ପାଳିତ ହେଉଥିବା ସମୟରେ ଓଡ଼ିଶାର ବଲାଙ୍ଗିରରେ ସେବା ସଂବେଦନା ଓ ସଂସ୍କାରର ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରସିଦ୍ଧ ସମାଜସେବୀ ବଜରଙ୍ଗ ଅଗ୍ରୱାଲ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଲକ୍ଷ୍ମୀ ଦେବୀଙ୍କ
Read More...

ଜାନୁଆରୀ ୨, ୨୦୨୬ – ବିଶ୍ୱ ଇନଟ୍ରଭେର୍ଟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଜାନୁୟାରୀ ୨, ପୂର୍ବ ବର୍ଷର ବିଦାୟ ଓ ନୂତନ ବର୍ଷର ଆଗମନ ଉତ୍ସବର ପରଦିନ ବିଶ୍ଵର ବହୁ ଇନଟ୍ରଭେର୍ଟ ବ୍ୟକ୍ତିଙ୍କୁ ଭଲ ଭାବରେ ବୁଝିବା ପାଇଁ ଏକ ଅବସର ଭାବରେ "ବିଶ୍ଵ ଇନଟ୍ରଭେର୍ଟ ଦିବସ" ବା ବିଶ୍ଵ ଅନ୍ତର୍ମୁଖୀ ବ୍ୟକ୍ତି ଦିବସ" ପାଳନ କରାଯାଏ ।
Read More...

ଉତ୍କର୍ଷ ଆଇଟିଆଇ ତାଲିକାରେ ବଲାଙ୍ଗିର ଆଇଟିଆଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୪ ତାରିଖରେ ରାଜ୍ୟ କ୍ୟାବିନେଟ ଉତ୍କର୍ଷ ଆଇଟିଆଇ ଭାବରେ ରାଜ୍ୟର ୫ଟି ସରକାରୀ ଆଇଟିଆଇକୁ ସ୍ଥାନୀତ କରାଯାଇଛି । ଯେଉଁଥିରେ ବଲାଙ୍ଗିର ସରକାରୀ ଆଇଟିଆଇ ରହିଛି । ଏହି ଯୋଜନା ଅଧିନରେ ଆଇଟିଆଇ ଗୁଡ଼ିକରେ ଆଧୁନିକ ପରୀକ୍ଷାଗାର, ସ୍ମାର୍ଟ ଶ୍ରେଣୀଗୃହ ଏବଂ
Read More...

୫୯ନ ଜାତୀୟ ରାଜପଥରେ ଦୁର୍ବୃତ୍ତଙ୍କ ଆତଙ୍କରାଜ : ଟ୍ରକ ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ମାରି ଟଙ୍କା, ମୋବାଇଲ ଓ ଚଣା ଲୁଟ୍

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ନୂଆବର୍ଷ ପୂର୍ବ ରାତିରେ ରାୟପୁର-ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥ ମୁରିବାହାଲ ଥାନା ଅଞ୍ଚଳରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ଏହି ଜାତୀୟ ରାଜପଥ ଦେଇ ଯାଉଥିବା ଜଣେ ଟ୍ରକ ଡ୍ରାଇଭରଙ୍କୁ
Read More...

ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ରାଇରାଙ୍ଗପୁରର ଇଗ୍ନୋ ରିଜିଓନାଲ୍ ସେଣ୍ଟର ଏବଂ ସ୍କିଲ୍ ସେଣ୍ଟର ଆଭାସୀ ଜରିଆରେ…

ରାଇରଙ୍ଗପୁର/ବାରିପଦା, (ଦେବସ୍ମିତ ଚୌଧୁରୀ) : ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରର ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଏବଂ କୌଶଳ କେନ୍ଦ୍ରର ଭର୍ଚୁଆଲ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି । ଏହି ଐତିହାସିକ କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ସଭାରେ କେନ୍ଦ୍ର
Read More...