Daily Archives

ଜୋର ଧରୁଛି ସୋନପୁର କଲେଜକୁ ସରକାରୀ ମାନ୍ୟତା ଦାବୀ : ଦସ୍ତଖତ ଅଭିଯାନ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁରର ସର୍ବ ପୂରାତନ ମହାବିଦ୍ୟାଳୟ ସୋନପୁର କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ଦାବୀରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ୧୯୬୪ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ପୂରାତନ ମହାବିଦ୍ୟାଳୟକୁ
Read More...

ପ୍ରେସ ୟୁନିୟନ ରାୟଗଡ଼ା ଜିଲ୍ଲାର ୫ମ ବାର୍ଷିକ ଉତ୍ସବ

ରାୟଗଡ଼ା, (ଅକ୍ଷୟ କୁମାର ପିଡିସିକା) : ପ୍ରେସ ୟୁନିୟନ ରାୟଗଡ଼ା ଜିଲ୍ଲାର ୫ମ ବାର୍ଷିକ ଉତ୍ସବ ଅବସରରେ ରାୟଗଡ଼ା ଉପକଣ୍ଠ କୋତାପେଟା ସ୍ଥିତ ମାତୃଶକ୍ତି ବରିଷ୍ଠ ନାଗରିକ ବୃଦ୍ଧାଶ୍ରମ ଠାରେ ୫୦ଜଣ ଅନ୍ତେବାସୀଙ୍କ ଗହଣରେ ଶୃଙ୍ଖଳାର ସହ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରେସ ୟୁନିୟନ ରାୟଗଡ଼ା
Read More...

କାଶୀ ତାମିଲ ସଙ୍ଗମମ୍ ୪.୦ର ସମାପନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

• ଭାଷାଗତ ବିବିଧତା ଜ୍ଞାନର ସେତୁ ସାଜିଲେ ଭବିଷ୍ୟତ ଶକ୍ତିଶାଳୀ ହେବ - ଧର୍ମେନ୍ଦ୍ର ପ୍ରଧାନ• କାଶୀ ତାମିଲ ସଙ୍ଗମମ୍‌ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ଭାବନାକୁ ସୁଦୃଢ଼ କରିଛି• ଭାରତୀୟ ସଭ୍ୟତାର ଜ୍ଞାନକୁ ସହଜ କରିବା ହେଉଛି କାଶୀ ତାମିଲ ସଙ୍ଗମମ୍ ଏବଂ ଜାତୀୟ ଶିକ୍ଷା ନୀତିର ମୂଳ ଲକ୍ଷ୍ୟ•
Read More...

ବିମଳାଗଡ଼ ଅମୃତ ଷ୍ଟେସନର ନବୀକରଣ : ଉନ୍ନତ ଭିତ୍ତିଭୂମି ସହିତ ମିଳିବ ଆଧୁନିକ ଯାତ୍ରୀ ସୁବିଧା

ଷ୍ଟେସନର ନୂତନ କୋଠା, ପ୍ରବେଶ ଓ ପ୍ରସ୍ଥାନ ପଥ, ଆଶ୍ରୟସ୍ଥଳ, ପ୍ରତୀକ୍ଷା ହଲ୍, ଦିବ୍ୟାଙ୍ଗଜନ-ଅନୁକୂଳ ସୁବିଧା ସହିତ ସ୍ଥାନୀୟ କଳା ବିମଳାଗଡ଼ ଷ୍ଟେସନକୁ ନୂତନ ରୂପ ଦେବ ନୂଆଦିଲ୍ଲୀ, (ପିଆଇବି) : ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡିଶାର ବିମଳାଗଡ ସହିତ ୫୯ଟି ରେଳ ଷ୍ଟେସନର
Read More...

ଗୁମଲାରେ ଅର୍ନ୍ତରାଜ୍ୟ ଜନସାଂସ୍କୃତିକ ସମାଗମ ସମାରୋହ : କାର୍ତ୍ତିକ ଯାତ୍ରାରେ ଯୋଗ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡର ଗୁମଲାରେ ଅର୍ନ୍ତରାଜ୍ୟ ଜନସାଂସ୍କୃତିକ ସମାଗମ ସମାରୋହ – କାର୍ତ୍ତିକ ଯାତ୍ରାରେ ଯୋଗ ଦେବା ସହ ଏହାକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ରାଷ୍ଟ୍ରପତି ନିଜ ସମ୍ବୋଧନରେ କହିଥିଲେ ଯେ, ଭଗବାନ ବିର୍ସା ମୁଣ୍ଡାଙ୍କ
Read More...

ନୀତି ଆୟୋଗରେ ପ୍ରଖ୍ୟାତ ଅର୍ଥନୀତିଜ୍ଞଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ଆଲୋଚନାର ବିଷୟବସ୍ତୁ - ଆତ୍ମନିର୍ଭରତା ଏବଂ ଗଠନାତ୍ମକ ପରିବର୍ତ୍ତନ: ବିକଶିତ ଭାରତ ପାଇଁ ଏଜେଣ୍ଡା୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ଦୃଷ୍ଟିକୋଣ ଏବେ ଜନସାଧାରଣଙ୍କ ସାମୂହିକ ଆକାଂକ୍ଷା ପାଲଟିଛି : ପ୍ରଧାନମନ୍ତ୍ରୀଦୀର୍ଘକାଳୀନ ଅଭିବୃଦ୍ଧି ବଜାୟ ରଖିବା ପାଇଁ, ବିଭିନ୍ନ କ୍ଷେତ୍ରରେ
Read More...

ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଡଃ. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀ ସୁନା,
Read More...

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଡୁଡୁକା ସ୍ଥିତ ଉଦ୍ୟାନ କୃଷି କାର୍ଯ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଡେପୁଟି ନିର୍ଦ୍ଦେଶକ ସୁଦେଶ କୁମାର ଚୌଧୁରୀ, ଡୁଡୁକା ସରପଞ୍ଚ ଅଶୋକ ପଟେଲ, ଜିଲ୍ଲା ପରିଷଦ ଜୋନ -୨ର
Read More...

ଧର୍ମପରାୟଣା ମହିଳା ଯାଜ୍ଞସେନୀ ନେଗୀଙ୍କ ପରଲୋକ

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲାର ବରିଷ୍ଠ ଆଇନଜୀବୀ ତଥା ବିଶିଷ୍ଟ ସମାଜସେବୀ କ୍ଷିରୋଦ ପ୍ରସାଦ ନେଗୀଙ୍କ ପୂଜ୍ୟା ମାତା ଯାଜ୍ଞସେନୀ ନେଗୀଙ୍କ ଭବାନୀପାଟଣା ସ୍ଥିତ ତାଙ୍କ ବାସଭବନରେ ଗତ ଶନିବାର ତା-୨୭/୧୨/୨୫ ରାତି ୯ ଘଟିକା ସମୟରେ ପରଲୋକ ହୋଇଯାଇଛି ।
Read More...

ମ୍ୟାଟ୍ରିକ ବ୍ୟାଚ ୨୦୧୪-୧୫ର ବନ୍ଧୁ ମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଛତାପିପଲ ଠାରେ ମ୍ୟାଟ୍ରିକ ବ୍ୟାଚ ୨୦୧୪-୧୫ର ବନ୍ଧୁ ମିଳନ ହୋଇଯାଇଛି । ଉକ୍ତ ବନ୍ଧୁ ମିଳନରେ ସମସ୍ତ ଶିକ୍ଷକ ଅନ୍ୟ କର୍ମଚାରି ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପ୍ରଥମେ ଶିକ୍ଷକ ମାନଙ୍କର ଗୁରୁ ପୂଜନ କରି ସଭାକୁ
Read More...