Daily Archives

ଡ.ଏ.ଏନ୍.କେ ଡିଏଭି ପବ୍ଲିକ୍ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ନଗର ସ୍ଥିତ ଡ.ଏ.ଏନ୍.କେ ଡିଏଭି ପବ୍ଲିକ ସ୍କୁଲର ୩୩ତମ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ବୀର ବାଲ ଦିବସ ଉପଲକ୍ଷେ ଡି.ଏ. ଭି ସ୍କୁଲ ସମୂହ, ଓଡ଼ିଶାର ଆଞ୍ଚଳିକ ଅଧିକାରୀ ତଥା ବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ପ୍ରଧାନ ଗୁରୁ
Read More...

ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ : ଆନ୍ଦୋଳନରେ ଡାକ୍ତର

ଜୟପାଟଣା, (ଶେଷଦେବ ବେହେରା) : ଗ୍ରାମାଞ୍ଚଳ ମାନଙ୍କର ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଥିବାବେଳେ ଡିସେମ୍ବର ୨୬ ତାରିଖରୁ ଓମସାର ଆହ୍ୱାନ କ୍ରମେ ସରକାରୀ ଡ଼ାକ୍ତରଖାନାର ଡାକ୍ତରମାନେ ପୂର୍ବାହ୍ନ ୧୦ଟାରୁ ୧୧ଘଣ୍ଟା ପର୍ଯ୍ୟନ୍ତ ବର୍ହି ବିଭାଗ ମାନଙ୍କରେ ରୋଗୀ ମାନଙ୍କୁ ନ
Read More...

ଖୁଟୁଣାପାଣି କପ୍‌ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ : ରେଙ୍ଗଟାସିଲ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ବ୍ଲକ ଅନ୍ତର୍ଗତ ଖୁଟୁଣାପାଣି ଖେଳ ପଡିଆ ଠାରେ ଦୁଇ ଦିନ ଧରି ଚାଲିଥିବା ଖୁଟୁଣାପାଣି କପ ଫୁଟବଲ ପ୍ରତିଯୋଗିତା ପାଟଣାଗଡ଼ ବ୍ଲକ ବନେଇମୁଣ୍ଡା ପଞ୍ଚାୟତ ଖୁଟୁଣାପାଣି ଖେଳପଡ଼ିଆ ଠାରେ ଖୁଟୁଣାପାଣି ଫୁଟବଲ କ୍ଲବ ଦ୍ୱାରା ଅନୁଷ୍ଠିତ
Read More...

୨୫ ଡିସେମ୍ବରରେ ତୁଳସୀ ପୂଜନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ବନ୍ଦନୀୟ ପ୍ରାତଃସ୍ମରଣୀୟ ପୂଜ୍ୟ ସନ୍ଥ ଶ୍ରୀ ଆଶାରାମଜୀ ବାପୁଙ୍କ ବ୍ରହ୍ମସଂକଳ୍ପ ଅନ୍ତର୍ଗତ ୨୦୧୪ ମସିହାରୁ ସମଗ୍ର ବିଶ୍ୱରେ ୨୫ ଡିସେମ୍ବର ତାରିଖକୁ “ତୁଳସୀ ପୂଜନ ଦିବସ” ଭାବେ ପାଳନ କରାଯାଇଆସୁଛି । ଏହି ପରିପ୍ରେକ୍ଷୀରେ, ପୂଜ୍ୟ ସନ୍ଥ ଶ୍ରୀ
Read More...

କଳାକେନ୍ଦ୍ର ପକ୍ଷରୁ ଚିତ୍ରକଳା ପ୍ରଦଶିନୀ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସୁପରିଚିତ ଫାଇନ ଆର୍ଟ 'ଚିତ୍ରକଳା କେନ୍ଦ୍ର'ର ଚିତ୍ରକଳା ପ୍ରଦର୍ଶନୀ ଓ ପୁରସ୍କାର ବିତରଣ ଉତ୍ସବ ଶନିବାର ଦିନ ଉଦଘାଟିତ ହୋଇଛି । ଆଜିର ଉଦଘାଟନ ଉତ୍ସବରେ ପୂର୍ବତନ ସ୍କୁଲ ଡିଆଇ ଶ୍ରୀମତୀ ରଶ୍ମିବାଳା ରାଉତରାୟ ମୁଖ୍ୟ ଅତିଥି, ୱାଇ.ଏମ୍‌.ଏଫ୍‌.ଆଇର
Read More...

ଦେବ ପ୍ରତିମ ମଣିଷ ଥିଲେ ବଙ୍କିମ ଚନ୍ଦ୍ର ଜେନା

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଲ ପଞ୍ଚାୟତ ସେହି ଗ୍ରାମର ଅବସରପ୍ରାପ୍ତ କୃଷି ଅଧିକାରୀ ଦିବଂଗତ ବାଙ୍କିମ ଚନ୍ଦ୍ର ଜେନାଙ୍କ ତ୍ରୟୋଦଶ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଓ ହରିନାମ ସଂକୀର୍ତ୍ତନ ଓ ଅନ୍ନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଦିବଂଗତ ଶ୍ରୀଯୁକ୍ତ ଜେନା
Read More...

ବଲାଙ୍ଗିର ସିଭିଲ୍ କୋର୍ଟଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା, ବଲାଙ୍ଗିର ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ଅଣ ସଂକ୍ରାମକ ରୋଗ ଚିହ୍ନଟ ସ୍ୱାସ୍ଥ୍ୟ ଶିବିର ସିଭିଲ କୋର୍ଟ ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରର ମୂଳ
Read More...

ଆଗଲପୁର ବ୍ଲକ ରାମପୁର ଠାରେ ବିଜେଡ଼ିର ୨୯ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ସାଲେଭଟା, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରାମପୁର ଠାରେ ବିଜେଡ଼ିର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବ୍ଲକ ବିଜେଡି ସଭାପତି ପଞ୍ଚୁ ପଧାନଙ୍କ ସଭାପତତ୍ୱରେ ଅନୁଷ୍ଠିତ ସଭାରେ ବିଜେଡି ଏମଏଲଏ ପ୍ରାର୍ଥୀ ନିହାର ରଞ୍ଜନ ବେହେରା, ଯୁବନେତା ଆକାଶ
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତି ପାଳିତ

ସାଲେଭଟା, (ସୁଶିଳ କୁମାର ମିଶ୍ର) : ପୂର୍ଵତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତି ଆଗଲପୁର ବ୍ଲକ ବକଟି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ପାଳିତ ହୋଇଯାଇଛି । ଏଥିରେ ବିଜେପିର ସୁରେଶ ମହାଲିଙ୍ଗ, ପୂର୍ଵ ବକଟି ସରପଞ୍ଚ ତଥା ବିଜେପି ନେତା ସୀତାରାମ
Read More...

ୱାର୍ଡ଼ସଭ୍ୟାଙ୍କ ସ୍ଵାମୀଙ୍କୁ ବିଭତ୍ସ ହତ୍ୟା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ଲୁପୁରସିଂହା ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି । ଇନ୍ଦିରାପାଲି ପଡ଼ା ୧୫ ନମ୍ବର ୱାର୍ଡ଼ର ସଭ୍ୟା ତପ ମଲ୍ଲିକଙ୍କ ସ୍ଵାମୀ ଦାସ ମଲ୍ଲିକ (୬୫)ଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି । ସାନଭାଇ ସୁରୁ
Read More...