ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବର ଷଷ୍ଠ ସଂଧ୍ୟା
ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ପନ୍ଦନ ଆୟୋଜିତ ସର୍ବ ଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବର ଷଷ୍ଠ ଦିବସ ସଂଧ୍ୟାରେ ଆସାମର "ସାରସା" ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ସିଭିକ ସେଣ୍ଟର ମଂଚରେ ଅଭିନୀତ ହୋଇଥିଲା ଅହମିଆ ଭାଷାର ନାଟକ "ବିରଳ ତପସ୍ୱୀ" । ବିରାଡି ଓ ମୂଷାର!-->…
Read More...
Read More...