Daily Archives

କାଶୀପୁର ଠାରେ ଚଇତି-୨୦୨୫ର ଶୁଭାରମ୍ଭ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କାଶିପୁର ସଦର ବ୍ଲକ ପରିସର ପଡିଆ ଠାରେ ଆଜି ଗଣ ପର୍ବ " ଚଇତି"କୁ ବଡ଼ ଧୂମଧାମରେ ପାଳିତ ହେଇଯାଇଛି । ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରାର ଗଣପର୍ବ ଚଇତି - ୨୦୨୫ ଅବସରରେ ସତାଧିକ ଜନସାଧାରଣଙ୍କ ଉପସ୍ଥିତରେ
Read More...

୩ୟ ବାର୍ଷିକ କ୍ରୀଡା ଦିବସ ୨୦୨୫-୨୬ ଅତି ଧୁମ୍ ଧାମରେ ପାଳିତ

ଭୁବନେଶ୍ୱର : କେନ୍ଦ୍ରୀୟ ବିଦ୍ୟାଳୟ ଏମ୍. ସି.ଏଲ୍ ଜଗନ୍ନାଥ କ୍ଷେତ୍ର ଠାରେ ବିଦ୍ୟାଳୟର ୩ୟ ବାର୍ଷିକ କ୍ରୀଡା ଦିବସ ୨୦୨୫-୨୬ ଅତି ଧୁମ୍ ଧାମରେ ପାଳିତ ହୋଇଯାଇଛି । ଛାତ୍ର ଛାତ୍ରୀମାନଙ୍କ ଶାରୀରିକ ଏବଂ ମାନସିକ ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ୟ୍ୟକ୍ରମର ଆୟୋଜିତ ହୋଇଥିଲା
Read More...