Daily Archives

ଦିଲ୍ଲୀ ଲାଲକିଲ୍ଲା ନିକଟ ବିସ୍ଫୋରଣ ଘଟଣାକୁ ନେଇ କେନ୍ଦ୍ର କ୍ୟାବିନେଟରେ ପ୍ରସ୍ତାବ ଗୃହୀତ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ୧୦ ନଭେମ୍ବର ୨୦୨୫ ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ଏକ ଆତଙ୍କବାଦୀ କାର ବିସ୍ଫୋରଣ ଘଟଣାରେ ପ୍ରାଣହାନି ପାଇଁ ଗଭୀର ଶୋକ ପ୍ରକାଶ କରିଛି । ଏଥିରେ ଜୀବନ ହରାଇଥିବା
Read More...

ଭାରତର ରପ୍ତାନି ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ୨୫,୦୬୦ କୋଟି ଟଙ୍କା ବ୍ୟୟବରାଦ ସହ ରପ୍ତାନି ପ୍ରୋତ୍ସାହନ ମିଶନକୁ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ରପ୍ତାନି ପ୍ରୋତ୍ସାହନ ମିଶନ (ଇପିଏମ)କୁ ଅନୁମୋଦନ କରିଛି । ଏହା ଭାରତର ରପ୍ତାନି ପ୍ରତିଯୋଗିତାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ବଜେଟ୍ ୨୦୨୫-୨୬ରେ ଘୋଷଣା କରାଯାଇଥିବା ଏକ
Read More...

ଭାରତର ପ୍ରଧାନମନ୍ତ୍ରୀଙ୍କ ଭୂଟାନ ଗସ୍ତ ସମ୍ପର୍କରେ ମିଳିତ ପ୍ରେସ ବିଜ୍ଞପ୍ତି

ନୂଆଦିଲ୍ଲୀ, (ପିଆଇବି) : ଭୂଟାନର ରାଜା ଜିଗମେ ଖେସର ନାମଗ୍ୟେଲ ୱାଙ୍ଗଚୁକଙ୍କ ନିମନ୍ତ୍ରଣ କ୍ରମେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୧ରୁ୧୨ ପର୍ଯ୍ୟନ୍ତ ଦୁଇ ଦିନିଆ ଭୂଟାନ ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ୧୧ ନଭେମ୍ବର ୨୦୨୫ରେ ଚାଙ୍ଗଲିମିଥାଙ୍ଗରେ
Read More...

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ‘ଜାତୀୟ ଶିକ୍ଷା ଦିବସ’ ପାଳିତ

ଭୁବନେଶ୍ୱର, (ପିଆଇବି) : ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଜନ୍ମବାର୍ଷିକୀ ଅବସରରେ ଚଳିତବର୍ଷ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆରଆଇଇ) ପକ୍ଷରୁ ‘ଜାତୀୟ ଶିକ୍ଷା ଦିବସ’ ଅନୁଷ୍ଠିତ ହୋଇଯାଇଛି । ଏହା ଛାତ୍ରଛାତ୍ରୀମାନଙ୍କୁ ନବୀନ ଏବଂ ଉଦୀୟମାନ ଶିକ୍ଷାଗତ
Read More...

ବାଲିଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ସିବିସିର “ମଲ୍ଟିମିଡିଆ ପ୍ରଦର୍ଶନୀ”

କଟକ, (ପିଆଇବି) : ଐତିହାସିକ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଆଞ୍ଚଳିକ କାର୍ଯ୍ୟାଳୟ, ଭୁବନେଶ୍ୱର ଦ୍ୱାରା ଆୟୋଜିତ “ସେବା, ସୁଶାସନ ଓ ଗରିବ କଲ୍ୟାଣ” ଉପରେ ମଲ୍ଟିମିଡିଆ ପ୍ରଦର୍ଶନୀରେ ଜନସାଧାରଣଙ୍କ ଭିଡ଼ ଓ ଉତ୍ସାହ ଦେଖିବାକୁ ମିଳିଛି । ସିବିସି ଷ୍ଟଲ୍ ଏ
Read More...

ଦୀକ୍ଷାନ୍ତ ଯୋଜନାରେ ଲୋକ ନୃତ୍ୟ ନଚନିଆ କାର୍ଯ୍ୟକ୍ରମ ଶୁଭ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ରାଧାରାଣୀପଡା ତାଳଭବନ ଓଡିଶା ଭାଷା ସାହିତ୍ୟ ସାଂସ୍କୃତିକ ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ଅନୁଷ୍ଠିତ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଶୁଭ ଉଦ୍‌ଘାଟିତ ହୋଇଯାଇଛି । ଡ. ଗୁରୁଶ୍ରୀ ଘାସିରାମ ମିଶ୍ର ଏହି ସଭାକୁ ଆୟୋଜନ କରିଥିବା
Read More...

ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତି ବୈଠକ

୧୨ ଲକ୍ଷ ଟଙ୍କା ମୂଲ୍ୟର ବ୍ୟୟ ଅନୁମୋଦନ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଏହା ଅଧୀନରେ ଥିବା କଲ୍ୟାଣପୁର, ଘୋରଡ଼ିଆ, ହରିରାଜପୁର, ଗୁଆଳିପଡ଼ା, ଇନ୍ଦିପୁର ଆଦି ଜନ ଆରୋଗ୍ୟ କେନ୍ଦ୍ରରେ ଡାକ୍ତର ନଥିବାରୁ, ରୋଗୀ ସେବା ବ୍ୟାହତ ହେବା
Read More...

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସରଗି ଫୁଲ -୨୦୨୫ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ତରଭା ବ୍ଲକ ଚାରଭଟା ପି.ଏମ୍‌ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସରଗି ଫୁଲ -୨୦୨୫ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ
Read More...

କନ୍ଧମାଳରେ ଠକେଇ ରାଜଧାନୀରୁ ଗିରଫ : ଠକେଇ ଅଭିଯୋଗରେ କମ୍ପାନୀ କର୍ମଚାରୀ ଗିରଫ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଠକେଇ ଅଭିଯୋଗରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ ଥାନା ପୋଲିସ୍ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ସୁଧୀର କୁମାର ତ୍ରିପାଠୀ (୪୫) ଘର ଗଞ୍ଜାମ ଜିଲ୍ଲାର ଶେରଗଡ଼ ଗ୍ରାମରେ । ତେବେ ସୁଧୀରଙ୍କୁ ଭୁବନେଶ୍ୱର ପୋଲିସ ଏୟାରପୋର୍ଟ
Read More...