Daily Archives

ବାରାଣସୀରୁ ଚାରୋଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବନ୍ଦେ ଭାରତ, ନମୋ ଭାରତ ଏବଂ ଅମୃତ ଭାରତ ଭଳି ଟ୍ରେନଗୁଡ଼ିକ ଭାରତୀୟ ରେଳବାଇର ପରବର୍ତ୍ତୀ ପିଢ଼ିର ମୂଳଦୁଆ ସ୍ଥାପନ କରୁଛି : ପ୍ରଧାନମନ୍ତ୍ରୀବିକଶିତ ଭାରତ ପାଇଁ ସମ୍ବଳ ବୃଦ୍ଧି କରିବା ନିମନ୍ତେ ଏକ ମିଶନ ଆରମ୍ଭ ହୋଇଛି ଏବଂ ଏହି ଟ୍ରେନଗୁଡ଼ିକ ସେହି ଯାତ୍ରାରେ ମାଇଲଖୁଣ୍ଟ :
Read More...

ଯୁବ ସାଂସ୍କୃତିକ ମହୋତ୍ସବ ଉଦଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗରେ ତଥା ସ୍ଥାନୀୟ ସୁରସଂଗମ ସାଂସ୍କୃତିକ ସଂସଦ ଆନୂକୂଲ୍ୟରେ ଲୋଇସିଂହା ମହାବିଦ୍ୟାଳୟ ଠାରେ ଦୁଇଦିନ ଧରି ଅନୁଷ୍ଠିତ ଯୁବ ସାଂସ୍କୃତିକ ମହୋତ୍ସବ ସମାରୋହରେ ଉଦଯାପିତ ହୋଇଯାଇଛି । ପ୍ରଥମ
Read More...

ପ୍ରାକ୍ତନ ବିଧାୟକ କୁନ୍ଦୁରୁ କୁଶଳଙ୍କ ୧୮ତମ ଶ୍ରାଦ୍ଧ ବାର୍ଷିକୀ ପାଳନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୋନପୁରର ପୂର୍ବତନ ବିଧାୟକ ସ୍ୱର୍ଗତ କୁନ୍ଦୁରୁ କୁଶଳଙ୍କ ୧୮ତମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ କୁଞ୍ଜ ଛକ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ପ୍ରଥମେ ବ୍ଲକ ଛକ ଠାରୁ କୁଞ୍ଜ ଛକ ଯାଏ ଏକ ମାରାଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
Read More...

ରାଜ୍ୟସ୍ତରୀୟ କ୍ରୀଡ଼ାରେ ପୁରୀ ଜିଲ୍ଲାର ଲଗାତାର ତୃତୀୟ ବାଜିମାତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : କେନ୍ଦୁଝର ଡିଏନ ଉଚ୍ଚ ବିଦ୍ୟାଳୟରେ ୬ ତାରିଖରୁ ଆରମ୍ଭ ହୋଇଥିବା ୧୭ ବର୍ଷରୁ କମ ବାଳକ ବାଳିକା ୬୯ତମ ବିଦ୍ୟାଳୟ ସମୁହ ଖୋ ଖୋ ପ୍ରତିଯୋଗିତାରେ ପୁରୀ ଜିଲ୍ଲା ବାଳକ ଓ ବାଳିକା କ୍ରୀଡାବିତ୍ ସୀତାକାନ୍ତ ରାଉତରାୟ ଓ ଲିପିକା ଭୋଇଙ୍କ ପ୍ରଶିକ୍ଷଣରେ
Read More...

ସଡ଼କ ମରାମତି ପାଇଁ ଅଣ୍ଟା ଭିଡ଼ିଲେ ଗାଁର ଯୁବକମାନେ

ଜୟପାଟଣା, (ଶେଷଦେବ ବେହେରା) : ଆଞ୍ଚଳିକ ବିକାଶ ପାଇଁ ସାଧାରଣତଃ ସରକାର ଏବଂ ପ୍ରଶାସନ ଉପରେ ଲୋକଙ୍କ ନିର୍ଭରଶୀଳତା ବଢ଼ି ଚାଲିଥିବା ବେଳେ ଗାଁର ସ୍ୱଚ୍ଛତା ପ୍ରତି ସମର୍ପିତ ଥିବା କଦୋପଦର ଗ୍ରାମର ଯୁବକମାନେ ଏବେ ଦିନ ତମାମ ପରିଶ୍ରମ କରି ଚଲା ରାସ୍ତାର ମରାମତି କରି ଥିବା ଘଟଣା ଅନ୍ୟ
Read More...

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ କଲ୍ୟାଣ ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି : କେନ୍ଦ୍ର ମନ୍ତ୍ରୀ…

‘‘ସୁଗମ୍ୟ ଭାରତ ଅଭିଯାନରେ ଦିବ୍ୟାଙ୍ଗଙ୍କୁ ୧୬ ହଜାରରୁ ଅଧିକ ସାଇକେଲ୍ ଯୋଗାଇ ଦିଆଯାଇଛି’’‘‘ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ଦିବ୍ୟାଙ୍ଗଙ୍କ ସଂରକ୍ଷଣ ସୁବିଧାକୁ ୩ରୁ ୪%କୁ ବୃଦ୍ଧି କରାଯାଇଛି’’‘‘ଦେଶରେ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ସ୍ୱାଧୀନ ଏବଂ ନିରପେକ୍ଷ ଭାବେ କାମ କରୁଛନ୍ତି’’
Read More...

ଘରୋଇ ଓ ସରକାରୀ ବସ୍‌ ଏବଂ ସ୍କୁଲ ବସ କର୍ମଚାରୀଙ୍କୁ ଅଗ୍ନି ନିରାପତ୍ତା ତାଲିମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଘରୋଇ, ସରକାରୀ ଓ ସ୍କୁଲ ବସ କର୍ମଚାରୀଙ୍କୁ ଅଗ୍ନି ନିରାପତ୍ତା ଓ ଦୁର୍ଘଟଣାରୁ ସୁରକ୍ଷା ନେଇ ଏକ ତାଲିମ କାର୍ଯ୍ୟକ୍ରମ ନୂତନ ବସ ଟର୍ମିନାଲ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅଂଚଳିକ ପରିବହନ ଓ ଅଗ୍ନିଶମ ବିଭାଗର ମିଳିତ
Read More...

ଆଗଲପୁର ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

ଆଗଲପୁର : ଶାନ୍ତି ନିକେତନ ହାଇସ୍କୁଲ ବିନ୍ଧାପାଲିଠାରେ ଚମରା ଚୌହାନଙ୍କ ସଭାପତିତ୍ୱରେ ଆଗଲପୁର ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରାଜ୍ୟ ପୂର୍ବତନ ସଭାପତି ପୁରନ୍ଦର ଦାଶ, ସମ୍ମାନିତ ଅତିଥି ପୂର୍ବତନ ରାଜ୍ୟ ସଭାପତି ବିନୋଦ ପାଣିଗ୍ରାହୀ,
Read More...

ଦର୍ଲିପାଲି ନିରାମୟ ହସ୍ପିଟାଲରେ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁନ୍ଦରଗଡ଼ ଓ ଏନ.ଟି.ପି.ସି ଦର୍ଲିପାଲି ସ୍ଥିତ ନିରାମୟ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଏକ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଫାଇଲେରିଆ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ
Read More...

ଅଭାବନୀୟ ଘଟଣା : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବରଗଡ଼, (ମୁନ୍ନା ସାହୁ) : ଘର ବାଉଣ୍ଡ୍ରିରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବରଗଡ଼ ବ୍ଲକ କଳାପାଣି ପଞ୍ଚାୟତ ୱାର୍ଡ ନମ୍ବର ୬ରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଆଜି ସକାଳୁ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି
Read More...