Daily Archives

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ୱ ବୈଜ୍ଞାନିକ ପ୍ରଫେସର ଶିବେଶ କୁମାର ଜସ୍ ପେସିଫଙ୍କ ଉଦବୋଧନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ଵ ବୈଜ୍ଞାନିକ ଶିବେଶ କୁମାର ଜସ୍ ପେସିଫ ଦୀପ ପ୍ରଜ୍ୱଳନ ପୂର୍ବକ ଶିଶୁ ଭାଇ ଭଉଣୀମାନଙ୍କୁ ବିଶ୍ଵ ବ୍ରହ୍ମାଣ୍ଡ ଗଠନ ବିଷୟରେ ମାର୍ଗଦର୍ଶନ କରିଥିଲେ । ସେ ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସଗରା ପଞ୍ଚାୟତ
Read More...

ବହୁ ପ୍ରତିଭାର ଅଧିକାରୀ ଶିକ୍ଷକ ସହଦେବ : ହାସ୍ୟ ଅଭିନେତା ଭାବେ ବେଶ ଜଣାଶୁଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ମଣିଷ ଭିତରେ ଯେଉଁ କଳା ଥାଏ, ତାହା ନିଶ୍ଚିତ ଭାବରେ ଲୋକଲୋଚନକୁ ଆସିଥାଏ । ଏହିପରି ଏକ ବହୁ କଳା ଓ ପ୍ରତିଭାର ବ୍ୟକ୍ତିତ୍ଵ ହେଉଛନ୍ତି ଶିକ୍ଷକ ନରେନ୍ଦ୍ର ଦାଉ । ତାଙ୍କ ପରିଚୟ କହିଲେ ପାଇକମାଲ ବ୍ଲକ ବରତୁଣ୍ଡା ପଞ୍ଚାୟତ ପୁରେନା ଗାଁ ଯୁବକ ତଥା ଶିକ୍ଷକ
Read More...

‘କୋଶଳ ପ୍ରବାହ’ର ରୌପ୍ୟ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା : ଜାଣନ୍ତୁ, କେଉଁ ପ୍ରତିଯୋଗିତାରେ କେଉଁମାନେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ‘କୋଶଳ ପ୍ରବାହ’ ସମ୍ବାଦପତ୍ରର ରୌପ୍ୟ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ସୈନିକ ଭବନରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ସଂପାଦକ ଆନଂଦ ଚଂଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବକ୍ତୃତା, ଚିତ୍ରାଙ୍କନ, କୁଇଜ୍‌ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା
Read More...

ଛତ୍ରପୁର ତୈଳିକ ବୈଶ୍ୟ ସମାଜ ପକ୍ଷରୁ ବୋଇତ ବନ୍ଦାଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ପ୍ରାୟତଃ ୭୦ ପରିବାର ଏକାଠି ହୋଇ ଓଡିଶାର ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରିଛନ୍ତି । ବହୁ ପୁରାଣଯୁଗର କଥା ଓଡ଼ିଶା ସାଧବପୁଅମାନେ ଦରିଆ ପାରି ହୋଇ ବାଣିଜ୍ୟ ବ୍ୟବସାୟ କରିବାକୁ ବୋଇତରେ
Read More...

ମ. ରାମପୁର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ

ନବନିର୍ମିତ ସହ ବିଗ୍ରହ ମାନଙ୍କ ପ୍ରତିଷ୍ଠା ଓ ଦୀପ ଯଜ୍ଞ ଅନୁଷ୍ଠିତ ମ. ରାମପୁର, (ପି.କେ.ସାହୁ) : ସ୍ୱର୍ଗତ ଗୁରୁନାଥ ସାହୁ ଓ ସ୍ୱର୍ଗତ ପଦ୍ମାବତୀ ସାହୁଙ୍କ ଦ୍ଵାରା ନିର୍ମିତ ମ.ରାମପୁର ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନବ ନିର୍ମିତ ଶିବ ମନ୍ଦିର,
Read More...

ଗଞ୍ଜାମ ସହରରେ ଦୁଇ ଦିନିଆ ଆଡୁ-ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଗୋପୀନାଥ ବଜାର ଟିମ ବିଜୟୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଦୁଇଦିନିଆ ଆଡୁ-ଟୁର୍ଣ୍ଣାମେଣ୍ଟ ବୁଧବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳରେ ଗୋପୀନାଥ ବଜାର ଏବଂ ପଣ୍ଡା ସାହି ଏବଂ ଚୌଧୁରୀ ସାହି ମିଳିତ ଟିମ୍
Read More...

ରୋଟାରୀ ସେବା ରତ୍ନ ସମ୍ମାନରେ କାମରାଜୁ ମହାରଣା ସମ୍ମାନିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରୋଟାରୀ ଜିଲ୍ଲା ୩୨୬୨ ର ଆୱାର୍ଡ ସେରମୋନିରେ ରୋଟାରୀ କ୍ଲଵ ଇଷ୍ଟର ପୂର୍ଵତନ ସଭାପତି ତଥା ଏକାଧାରରେ ଗଞ୍ଜାମ ଜିଲ୍ଲାର ଓଷ୍ଟାର ବରିଷ୍ଠ ଶିକ୍ଷକ ନେତା, ନିଖିଳ ଉତ୍କଳ ଶିକ୍ଷକ ମହାସଙ୍ଘର ଅଧ୍ୟକ୍ଷ, ଛତ୍ରପୁର ବ୍ଲକର ଅନ୍ୟତମ ସମାଜସେବୀ କାମରାଜୁ
Read More...

ମହୀଶୂରଠାରେ ଆୟୋଜିତ ଶ୍ରେଷ୍ଠ ମହିଳା ଉଦ୍ୟୋଗୀ କାର୍ଯ୍ୟକ୍ରମରେ ବ୍ରହ୍ମପୁରର ବୋହୂ ପୁରସ୍କୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମହୀଶୂରଠାରେ ଆୟୋଜିତ ଶ୍ରେଷ୍ଠ ମହିଳା ଉଦ୍ୟୋଗୀ କାର୍ଯ୍ୟକ୍ରମରେ ବ୍ରହ୍ମପୁରର ବୋହୂ ଇପାରି ସ୍ୱାତୀ ପୁରସ୍କୃତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ ବ୍ରହ୍ମପୁରର ମହିଳା ଇପାରି ସ୍ୱାତୀ ଭାରତ ଆଇକୋନିକ ଆୱାର୍ଡ଼ରେ ସମ୍ମାନୀତ ହୋଇଛନ୍ତି । ବ୍ରହ୍ମପୁର
Read More...

ପର୍ଲିମାଲରେ ବିରାଟ ବାଲି ଯାତ୍ରାର କଳସ ଯାତ୍ରା ସମାପନ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ପର୍ଲିମାଲ ଗାଁ ଠାରେ ୧୩ତମ ବିରାଟ ବାଲିଯାତ୍ରାର କଳସ ଯାତ୍ରା ଆୟେଜେିତ ହୋଇଯାଇଛି । ଉକ୍ତ କଳସ ଯାତ୍ରାରେ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରି ଗ୍ରାମର ଶତାଧିକ ମହିଳା ଏକତ୍ରିତ ହୋଇ ନିକଟରେ ଥିବା ଲାନ୍ତ
Read More...

ଗୌସ-ଉଲ-ୱାରା ସମ୍ମିଳନୀରେ ଭାରତ ସମେତ ବିଦେଶର ପ୍ରସିଦ୍ଧ ବିଦ୍ୱାନମାନଙ୍କ ଅଂଶଗ୍ରହଣ

ଲଣ୍ଡନରୁ ଆସୁଛନ୍ତି ହାସିମ ଅବଦୁଲ କାଦିର ମନସୁର ଜିଲାନି ରାଉରକେଲା, (ସସ୍ମିତା ପ୍ରଧାନ) : ଜାମିଆତୁଲ କୁରେଶୀ ପକ୍ଷରୁ ଶୁକ୍ରବାର ଦିନ ରାଉରକେଲାରେ ଏକ ଐତିହାସିକ ଗୌସ-ଉଲ-ୱାରା ସମ୍ମିଳନୀ ଆୟୋଜନ କରାଯାଉଛି । ଏହା ରାଜ୍ୟର ଇତିହାସରେ ସବୁଠାରୁ ବଡ ଧାର୍ମିକ ସମାବେଶ ହେବ ବୋଲି ସୂଚନା
Read More...