ରୋଟାରୀ କ୍ଲବ ଅଫ ରାଉରକେଲା ଷ୍ଟିଲ ସିଟି ପକ୍ଷରୁ ଡିଜିଟାଲ ମାର୍କେଟିଙ୍ଗ ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ
ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ ରାଉରକେଲା ଷ୍ଟିଲ ସିଟି ଓ ଟେକୱାଲା କେ ୩ ସଲ୍ୟୁସନ ପ୍ରାଇଭେଟ ଲିମିଟେଡ଼ର ମିଳିତ ଆନୁକୂଲ୍ୟରେ ଡିକୋଡ଼ିଙ୍ଗ ଡିଜିଟାଲ ମାର୍କେଟିଙ୍ଗ ସମ୍ପର୍କିତ ଏକ ଆଲୋଚନା ଚକ୍ର ସ୍ଥାନୀୟ ମାକ୍ସମୁଲାର ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ!-->…
Read More...
Read More...