Monthly Archives

November 2025

ଜିଲ୍ଲା ସ୍ତରୀୟ ଅଭିଭାବକ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ବାଦଲି କିସ୍ ଆବାସିକ ବିଦ୍ୟାଳୟ ପରିସରରେ ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଅଭିଭାବକ ସମ୍ବିଳନୀ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ
Read More...

ସମ୍ବଲ୍‌ପୁର ମହୋତ୍ସବରେ ଇତିହାସକାର ତଥା କବି ଡ଼. ଶଶାଙ୍କ ଶେଖର ପଣ୍ଡାଙ୍କୁ ‘ପଶ୍ଚିମାଂଚଲ୍‌ ଗୌରବ୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବଲ୍‌ପୁର ମହୋତ୍ସବ ଅବସରରେ ଇତିହାସକାର, କବି, ଲେଖକ ତଥା ଗବେଷକ ଡ଼. ଶଶାଙ୍କ ଶେଖର ପଣ୍ଡାଙ୍କୁ 'ପଶ୍ଚିମାଂଚଲ୍‌ ଗୌରବ୍‌ ସନ୍‌ମାନ୍‌' ପ୍ରଦାନ କରାଯାଇଛି । ସମ୍ବଲପୁର ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ଏହି ସପ୍ତହବ୍ୟାପୀ ସାଂସ୍କୃତିକ ମହାକୁମ୍ଭର
Read More...

ସର୍ବଭାରତୀୟ ସ୍ତରରେ ବିପିୟୁଟି ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୫ ଗ୍ରାଣ୍ଡ ଫାଇନାଲ ନୋଡାଲ୍ ସେଣ୍ଟର ଭାବରେ ମନୋନୀତ

ରାଉରକେଲା, (ସସ୍ମିତା ପ୍ରଧାନ) : ସର୍ବଭାରତୀୟ ସ୍ତରରେ ୨୦୨୫ ଡିସେମ୍ବର ୮ ଓ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସ୍ମାର୍ଟ ଇଣ୍ଡିଆ ହାକାଥନ-୨୦୨୫ ସଫ୍ଟଓ୍ଵୟାର ସଂସ୍କରଣର ଗ୍ରାଣ୍ଡ ଫାଇନାଲ ପାଇଁ ଓଡିଶାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟକୁ ନୋଡାଲ୍ ସେଣ୍ଟର ଭାବରେ ମନୋନୀତ
Read More...

ମାଲପଡ଼ାକୁ ୧୦ ରନରେ ହରାଇ ମାଲିଶିରା ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଲିଶିରା ପଂଚାୟତ ମାଳିଶିରା ଗ୍ରାମରେ ଚାଲିଥିବା ୨ୟ ଦିବସୀୟ କ୍ରିକେଟ ମ୍ୟାଚରେ ମାଲପଡ଼ାକୁ ୧୦ ରନରେ ହରାଇ ମାଲିଶିରା ଫାଇନାଲରେ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ମାଲିଶିରା ପ୍ରଥମେ ବ୍ୟାଟିଂ କରି
Read More...

ମୁରିବାହାଲ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ୧୭ ତାରିଖରୁ

ତରୁଣ ପୋଡ଼ ସଭାପତି ଓ ଦୁର୍ଗାନନ୍ଦ ମହାକୁର ସାଧାରଣ ସମ୍ପାଦକ ମନୋନୀତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ସପ୍ତମ ବର୍ଷ ବିରାଟ ଧନୁଯାତ୍ରା ମହୋତ୍ସବ ଚଳିତ ଡିସେମ୍ବର ୧୭ ତାରିଖ ବୁଧବାର ଠାରୁ ୨୩
Read More...

ହ୍ୟୁମାନ ସାଗରଙ୍କ ସ୍ମୃତିସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଶାସ୍ତ୍ରୀନଗର ଠାରେ ଆଶ୍ରା ଆଶ୍ରମ ଠାରେ ସ୍ୱର୍ଗତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଆତ୍ମା ଶାନ୍ତି ଉଦ୍ଦେଶ୍ୟରେ ଏକ ସ୍ମୃତିସଭା ପାଳିତ ହୋଇଯାଇଛି । ଡ. ବି.ଆର୍‌. ଆମ୍ବେଦକର ସେବା ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ
Read More...

ପ୍ରଥମ ଏକ ଦିବସୀୟ ପାରସ୍ପରିକ ବ୍ୟବହାରିକ ଭୂମିକା ନ୍ୟାୟିକ ତାଲିମ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ, ବ୍ରହ୍ମପୁର ଦ୍ୱାରା ପ୍ରଥମ ଏକ ଦିବସୀୟ ପାରସ୍ପରିକ ବ୍ୟବହାରିକ ତାଲିମ କାର୍ଯ୍ୟକ୍ରମ ଆଞ୍ଚଳିକ ନ୍ୟାୟିକ ଏକାଡେମୀ ବ୍ରହ୍ମପୁର ଠାରେ ଆୟୋଜିତ
Read More...

୬୯ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗିତା

"ରୋମାଞ୍ଚକ ଫାଇନାଲ : ପେନାଲ୍ଟିରେ ବଲାଙ୍ଗିର ଚାମ୍ପିୟାନ" ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୭ ତାରିଖରୁ ଆରମ୍ଭ ହୋଇଥିବା ୬୯ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ୧୭ବର୍ଷରୁ କମ ବାଳକ ବର୍ଗ ଫୁଟବଲ ମ୍ୟାଚ୍‌ର ଫାଇନାଲ ମ୍ୟାଚ୍‌ ହର୍ଷୋଉଲ୍ଲାସର ସହ ଗାନ୍ଧୀ ଷ୍ଟାଡିୟମ ଠାରେ ସମାପନ ହୋଇଯାଇଛି
Read More...

ଜାତୀୟ ଯୁବ ଉତ୍ସବ -୨୦୨୬ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଜାତୀୟ ଯୁବ ଉତ୍ସବ ୨୦୨୬ ପାଳନ ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତରକୁ ପ୍ରତିଯୋଗୀ ପଠାଇବା ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଅଞ୍ଜଳିନା ପ୍ରଧାନଙ୍କ ପୌରାହିତ୍ୟରେ ଏକ ପ୍ରସ୍ତୁତି ବୈଠକ
Read More...

ରୋଟାରୀ ଇଷ୍ଟର ପ୍ରତିଷ୍ଠା ଉତ୍ସବ ପାଳିତ

ରୋଟାରୀ ଫାଉଣ୍ଡେସନ ପ୍ରୋଜେକ୍ଟ ପାଇଁ ପ୍ରସ୍ତାବ ଗୃହୀତ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରୋଟାରୀ କ୍ଲବ ଅଫ ବ୍ରହ୍ମପୁର ଇଷ୍ଟର ପ୍ରତିଷ୍ଠା ଉତ୍ସବ ଧର୍ମନଗର ସ୍ଥିତ ରୋଟାରୀ କମ୍ୟୁନିଟି ହଲରେ ଇତିମଧ୍ୟରେ ସମାହିତ ହୋଇଯାଇଛି । ସଭାପତି ଡ଼ଃ. ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ
Read More...