Daily Archives

ରମେଶ ଛକରେ ପଞ୍ଚାନାନ ମେଳା ବର୍ଷ ପୂର୍ତ୍ତି ଉପଲକ୍ଷେ କଳସ ଯାତ୍ରା

ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରର ରମେଶ ଛକରେ ପଞ୍ଚାନାନ ମେଳା ବର୍ଷ ପୂର୍ତ୍ତି ଉପଲକ୍ଷେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ମଣ୍ଡପ ପରିସରରେ ସହରର ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇଥିଲେ । ଏହାପରେ
Read More...

ହାଟପଦାପଡ଼ା ବିମଳ ଅଗ୍ରୱାଲଙ୍କ ଘରୁ ଡକାୟତି ଘଟଣାର ପର୍ଦାଫାଶ : ଦୁଇ ଗିରଫ, ୩୭ ହଜାର ଟଙ୍କା ଜବତ

ଟିଟିଲାଗଡ଼. (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହର ହାଟପଦା ପଡାରେ ଗତ ସେପ୍ଟେମ୍ବର ମାସ ୧୨ ତାରିଖରେ ବିମଳ କୁମାର ଅଗ୍ରୱାଲ ଘରେ ହୋଇଥିବା ଡକାୟତି ଘଟଣାରେ ଡ଼କାୟତ ଗ୍ୟାଙ୍ଗର ଦୁଇ ଜଣଙ୍କୁ ଧରିଛି ଟିଟିଲାଗଡ଼ ପୋଲିସ । ଏହି ଘଟଣାରେ ଟିଟିଲାଗଡ଼ ପୋଲିସ ମୁକୁନ୍ଦ ବାଗ ଏବଂ ଗୋବିନ୍ଦ
Read More...

ଆସୁଛି ବାତ୍ୟା ମୋନ୍ଥା , ମୁକାବିଲା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲାରେ ବାତ୍ୟା ମୋନ୍ଥା ପାଇଁ ୨୭ ଓ ୨୮ ତାରିଖକୁ ଅରେଞ୍ଜ ଆଲର୍ଟ ଦିଆ ଯାଇଥିବା ବେଳେ ୨୯ ତାରିଖକୁ ରେଡ଼ ଆଲର୍ଟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି । ଏନେଇ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ ପାୱାର
Read More...

ମା’ ପାଟଖଣ୍ଡା ମନ୍ଦିର ହୁଣ୍ଡିରୁ ରୂପା ମୁଦି, ଆଖି ଓ ନଗଦ ଟଙ୍କା ବାହାରିଲା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ଶ୍ରୀ ମା' ପାଟଖଣ୍ଡାଙ୍କ ମନ୍ଦିରର ଭିତରେ ଓ ବାହାରେ ଥିବା ହୁଣ୍ଡିକୁ ରବିବାର ସନ୍ଧ୍ୟାରେ କମିଟିର ସଭାପତି ସନ୍ୟାସୀ ପାତ୍ର, ସମ୍ପାଦକ କେ. ସୁଶାନ୍ତ କୁମାର ପାତ୍ର ଓ
Read More...

ବଲାଙ୍ଗିର ଦିନ ଉଧେ ଭିନ୍ନ ଭିନ୍ନ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : - ବଲାଙ୍ଗିର ଦିନ ଉଧେ ସଫେଇ କାର୍ଯ୍ୟକ୍ରମ :ତା:୨୬.୧୦.୨୦୨୫ ଦିନ ୭ଟା ସମୟରେ ବଲାଙ୍ଗିର ଶାନ୍ତିପଡ଼ା ଶ୍ମଶାନରେ ଠାରେ ବଲାଙ୍ଗିର ଶାନ୍ତିପଡ଼ା ଦୁର୍ଗା ପୂଜା କମିଟି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପାର୍ଥ କର୍ଣ୍ଣ, ଲକ୍ଷ୍ମୀ ସେଠ,
Read More...

ପଦ୍ମପୁରରେ ସ୍ନାତକୋତ୍ତର ଶିକ୍ଷାର ଉଦଘାଟନ ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ କଲେଜରେ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ଉଦଘାଟନ ସମାରୋହ ସମ୍ମେଳନ କକ୍ଷରେ ଅଧ୍ୟକ୍ଷ ଖଗେଶ୍ୱର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର ଦାଶ ଅତିଥିମାନଙ୍କ ସମ୍ମୁଖରେ କଲେଜର ଗୌରବମୟ ଇତିହାସ ଏବଂ ପ୍ରମୁଖ ସଫଳତା ବିଷୟରେ
Read More...

ବରଗଡ଼ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର “ସମ୍ଭବ”ର ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ ଉଦଯାପିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର "ସମ୍ଭବ"ର ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ ସ୍ଥାନୀୟ ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦମପୁରରେ ଉଦଯାପିତ ହୋଇଯାଇଛି । ପ୍ରଧାନ ଶିକ୍ଷକଙ୍କ ଦକ୍ଷତା ଓ ନେତୃତ୍ୱ ବିକାଶ ନିମନ୍ତେ ଆୟୋଜିତ ଏହି ଶିବିରର
Read More...

ବଲାଙ୍ଗିର ବ୍ଲକ ‘ଟାଲେଣ୍ଟ ହଣ୍ଟ’ ପ୍ରତିଯୋଗିତା ‘କିଶୋରୀ ପ୍ରତିଭା ଚିହ୍ନଟ’

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ପ୍ରକଳ୍ପ ସ୍ତରୀୟ ପ୍ରତିଭା ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସୁଭାଷିନୀ ଦାସଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ତା.୨୭.୧୦.୨୦୨୫ ଠାରୁ ତା.୦୨.୧୧.୨୦୨୫ ପର୍ଯ୍ୟନ୍ତ ପାଳନ କରାଯାଉଛି । ବଲାଙ୍ଗିର ସଦର ମହକୁମା ଠାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଗୌରବ ଶିବାଜୀ ଇସଲୱାର, ଅତିରିକ୍ତ ଜିଲ୍ଲାପାଳ ଡା. ବିଜୟାନନ୍ଦ
Read More...

ବୀରମହାରାଜପୁର ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ପ୍ରକାରର ୫୮ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବୀରମହାରାଜପୁର ପଞ୍ଚାୟତ ସମିତି ଅନ୍ତର୍ଗତ କମିରା କାର୍ଯ୍ୟାଳୟ ସମ୍ମୁଖ ଅନୁଷ୍ଠିତ ହୋଇଯାଇଛି ।
Read More...