ଓମ ଭ୍ୟାଲି ସ୍କୁଲର ଏକାଦଶ ଓ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମହାବୀର ପେପର ମିଲକୁ ଶିଳ୍ପ ସମ୍ବନ୍ଧୀୟ ଭ୍ରମଣ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଓମ ଭ୍ୟାଲି ସ୍କୁଲ ସଦାବେଳେ ବିଦ୍ୟାର୍ଥୀଙ୍କ ପାଠପଢା ପାଇଁ ନୂତନ ପଦ୍ଧତି ଅବଲମ୍ବନ କରିବା ସହ ନୂତନ ଜ୍ଞାନ କୌଶଳ ପାଇଁ ପ୍ରାୟୋଗିକ ବିଦ୍ୟା ପ୍ରଦାନ କରାଯାଇଥାଏ । ସ୍କୁଲର ଛାତ୍ରଛାତ୍ରୀ କିପରି ଭଲ ପାଠ!-->…
Read More...
Read More...