Daily Archives

ଏଫ୍‌ସିଆଇ ଅଫିସର ଓ ମିଲ୍‌ ମାଲିକ ବିବାଦରେ ପେଷି ହେଉଛନ୍ତି ଚାଷୀ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାରେ ପ୍ରତ୍ୟେକ ସମୟରେ ଧାନର ଅଭାବ ବିକ୍ରୀକୁ ନେଇ ଚାଷୀ ଅସୁବିଧା ଭୋଗୁଥିବା ବେଳେ ଏବେ ମିଲର୍‌ସ୍‌ ଓ ଏଫସିଆଇ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଓଭର୍‌ ଲୋଡିଙ୍ଗକୁ ନେଇ ବିବାଦ ଉପୁଜିବାରୁ ଚାଉଳ ସଂଗ୍ରହ ହୋଇପାରୁ ନାହିଁ, ଯାହାର ସିଧା ସଳଖ
Read More...

ଲୋଇସିଂହା ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ସ୍ତରୀୟ ଵିଜ୍ଞାନ ସେମିନାର ଆଦିବାସୀ ହରିଜନ ଉଚ୍ଚବିଦ୍ୟାଳୟ କେଉଁଟିପାଲି ଠାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ ପାଣି ଉଡୁ, ସମ୍ମାନିତ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷା
Read More...

ତିତିକ୍ଷା ୱେଲଫେଆର ଫାଉଣ୍ଡେସନ ପକ୍ଷରୁ ସହାୟତା ପ୍ରଦାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବାଦିମୁଣ୍ଡା ପଂଚାୟତ ମାହାରପାଲି ଗ୍ରାମର ସନ୍ୟାସୀ ବାରିକଙ୍କୁ ତିତିକ୍ଷା ୱେଲଫେଆର ଫାଉଣ୍ଡେସନ ପକ୍ଷରୁ ପାଞ୍ଚ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ତିତିକ୍ଷା ୱେଲଫେଆର ଫାଉଣ୍ଡେସନ ଏକ ଜନହିତାଧିକାରୀ ସଂଗଠନ ଭାବେ କାର୍ଯ୍ୟ
Read More...

ଶିଶୁ ବିକାଶ କେନ୍ଦ୍ରର ମାଣିକ୍ୟ ଜୟନ୍ତୀ ଉଦ୍‌ଯାପନୀ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିଶୁ ଭିତରେ ଅନେକ ମହନୀୟ ଗୁଣ ଭରି ରହିଛି, ଶିଶୁର ସେହି ଅର୍ନ୍ତନିହିତ ଗୁଣ ଗୁଡିକୁ ବାହାର କରିବା ଓ ରାଷ୍ଟ୍ରର ବିକାଶରେ ତାଙ୍କର ଯୋଗଦାନ ପାଇଁ ସୁଯୋଗ ସୃଷ୍ଟି କରିବା, ତାଙ୍କ ଭିତରେ ମାନବୀୟ ମୁଲ୍ୟବୋଧ ଭରିଦେବା ସ୍ୱେଚ୍ଛାସେବୀ ସଂଗଠନମାନଙ୍କର ତଥା
Read More...

ମାନିବାକୁ ପଡ଼ିବ, ଗଂଜେଇ ଚାଲାଣର ନୂଆ ଟ୍ରିକ୍‌ : ୬ ଜଣ ଯୁବକଙ୍କୁ କାବୁ କଲା ପୋଲିସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମାନିବାକୁ ପଡ଼ିବ, ଗଂଜେଇ ଚାଲାଣର ନୂଆ ଟ୍ରିକ୍‌ । ଖୁବ୍‌ ହୁସିଆର୍‌ରେ ନିଜ ଦେହରେ ଗଂଜେଇ ବାନ୍ଧି ଚାଲାଣ କରୁଥିଲେ ଗଂଜେଇ । ମାଡ଼ି ବସିଲା ରେଳବାଇ ପୋଲିସ । ଟିଟିଲାଗଡ଼ ରେଳ ଷ୍ଟେସନ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଜିଆର୍‌ପି ପୋଲିସ
Read More...

ପାଟଣାଗଡ ଝାରବନ୍ଦ ଗାଁରେ ଜାତିଆଣ ଆକ୍ଷେପକୁ ନେଇ ଗୋଷ୍ଠୀ ସଂଘର୍ଷ : ୪ ଆହତ, ଥାନାରେ ଅଭିଯୋଗ

ପାଟଣାଗଡ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଅଞ୍ଚଳର ଝାରବନ୍ଦ ଗାଁରେ ଜାତିଆଣ ଆକ୍ଷେପ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଛି ଘମାଘୋଟ ସଂଘର୍ଷ । ସାମାନ୍ୟ କଥାକୁ ନେଇ ସବର୍ଣ୍ଣ ଓ ଅସବର୍ଣ୍ଣ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌ ହୋଇ ୪ ଜଣ ଅସବର୍ଣ୍ଣ ଗୋଷ୍ଠୀ ଲୋକ ଆହତ ହୋଇଛନ୍ତି ।
Read More...

ଶ୍ରମିକ ଚାଲାଣ ଅଭିଯୋଗରେ ୨ ଗିରଫ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ୧୨ ଅକ୍ଟୋବର, ୨୦୨୫ ତାରିଖ ତୁରେକେଲା ପିଏସ୍ କେସ୍ ନମ୍ବର ୨୮୬ ସହିତ ଜଡିତ ଦୁଇ ଅଭିଯୁକ୍ତ, ଗଇନ୍ଦିମାଲ ଗ୍ରାମର ସତ୍ୟନାରାୟଣ ଚିରଗୁନ୍ (୪୦) ଏବଂ ଲାଠୋର ଥାନା ପିପଲବାହାଲ୍ ଗ୍ରାମର ଇନ୍ଦ୍ର ମେହେର (୩୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
Read More...

ତୁରେକେଲା ପୋଲିସ ସୀମା ଅନ୍ତର୍ଗତ ବଡବାଙ୍କି ଗ୍ରାମରେ ଦୁଇଟି ଦୋକାନରେ ଚୋରି

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ପୋଲିସ ଷ୍ଟେସନ ଅଧୀନସ୍ଥ ବଡବାଙ୍କି ଗ୍ରାମରେ ଦୁଇଟି ପୃଥକ ଚୋରି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ପୋଲିସ ସୂତ୍ର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଅଜ୍ଞାତ ଦୁର୍ବୃତ୍ତମାନେ ଦୁଇଟି ସ୍ଥାନୀୟ ଦୋକାନରେ ପଶି ମୋଟ ₹୩୭,୦୦୦ରୁ ଅଧିକ ମୂଲ୍ୟର ନଗଦ
Read More...

ସ୍ୱସ୍ତି ସାହିତ୍ୟ ସଂସଦର ମାସିକ ସାରସ୍ଵତ ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟ ସଂସଦର ମାସିକ ସାରସ୍ଵତ ସମାବେଶ ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଛେଣ୍ଡ ଗୋପବନ୍ଧୁ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ଗାଳ୍ପିକ କାଶୀନାଥ ନନ୍ଦୀଙ୍କ ସଂଯୋଜନାରେ ଆୟୋଜିତ ଏହି ସମାବେଶରେ ଗାଳ୍ପିକ ସଞ୍ଜୀବ ଭୋଇ
Read More...

ମହର୍ଷି ବାଲ୍ମୀକି ଜୟନ୍ତୀ ସମାରୋହ

ଆଚରଣରୁ ଧର୍ମର ପ୍ରତିଷ୍ଠା ରାଉରକେଲା, (ସସ୍ମିତା ପ୍ରଧାନ) : ଚିନ୍ମୟ ଏକାଡେମୀ, ଫର୍ଟିଲାଇଜର ଏବଂ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସାରନଗରୀ ଶାଖାର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ସମାବେଶ ସହ ମହର୍ଷି ବାଲ୍ମୀକି ଜୟନ୍ତୀ ଓ ରାମକଥା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।
Read More...