Daily Archives

ମାଷ୍ଟର ମାଇଣ୍ଡ ଅଙ୍କୁର ଅଗ୍ରୱାଲଙ୍କ ନାଁରେ ଆଉ ଏକ ମାମଲା ରୁଜୁ : ମହିଳାଙ୍କ ନଗ୍ନ ଫଟୋ ଛାଡ଼ି ଦେବା ପାଇଁ କହି…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ୨୮ ତାରିଖ ରାତିରେ ଟିଟିଲାଗଡ଼ର ହୋଟେଲ ବ୍ୟବସାୟୀ ଶିବଦୟାଲ ଜୈନଙ୍କୁ ନମ୍ବର ପ୍ଲେଟ ବିହୀନ ବୋଲେରୋ ଗାଡ଼ିରେ ଧକ୍କା ମାରି ହତ୍ୟା ଉଦ୍ୟମ ଘଟଣାରେ ଟିଟିଲାଗଡ଼ର ଅଙ୍କୁର ଅଗ୍ରୱାଲଙ୍କୁ ଗିରଫ କରିଥିଲା ପୋଲିସ । ସଂପୃକ୍ତ ମାମଲାରେ ବେଲ୍‌ ନାମଞ୍ଜୁର
Read More...

କୁଲତା ସମାଜର ଶାରଦୀୟ ପୂଜନୋତ୍ସବ : ‘ଯୁବବର୍ଗଙ୍କ ହାତରେ ସମାଜ ନେତୃତ୍ୱ’

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିକଟ ଭବିଷ୍ୟତରେ ଭାରତ ବର୍ଷ ସମଗ୍ର ବିଶ୍ୱ ମାନଚିତ୍ରରେ ଏକ ଯୁବଶକ୍ତିର ଦେଶ ହେବାକୁ ଯାଉଛି । ଯେଉଁଠି ୧୮ରୁ ୩୫ ବର୍ଷ ମଧ୍ୟରେ ବୟସ ରହିଥିବ । ଏହାକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲା କୁଲତା ସମାଜ ଯୁବକମାନଙ୍କ ଶୈକ୍ଷିକ, ବୌଦ୍ଧିକ ବିକାଶ ସହ ଏକ
Read More...

ବଙ୍ଗୋମୁଣ୍ଡାରେ ବିଜୁ ଜନତା ଦଳର ଜନସମ୍ପର୍କ ଅଭିଯାନର ସଂକଳ୍ପ ଓ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବଙ୍ଗୋମୁଣ୍ଡା ସହର ଠାରେ ଗିରିରାଜ ସିଂ ମାଝୀ ଓ ନିରୂପମା ମାଝୀଙ୍କ ନେତୃତ୍ୱରେ ଆଜି ବିଜୁ ଜନତା ଦଳର ଜନସମ୍ପର୍କ ଅଭିଯାନର ସଂକଳ୍ପ ଓ ପଦଯାତ୍ରା କାର୍ଯ୍ୟକ୍ରମରେ
Read More...

ରାଜ୍ୟ ଭାରଉତ୍ତୋଳନ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଜିଲ୍ଲାରେ ପ୍ରତିଯୋଗୀ ମନୋନୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ତା.୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଓଡିଶା ଭାରଉତ୍ତୋଳନ ସଂଘ ଆନୁକୂଲ୍ୟରେ ଭୁବନେଶ୍ୱର ଠାରେ ରାଜ୍ୟ ଭାରଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏଥି ନିମନ୍ତେ ଜିଲ୍ଲା ଭାରଉତ୍ତୋଳନ ସଂଘ ବଲାଙ୍ଗିର ପକ୍ଷରୁ ଆସନ୍ତା ତା.୧୮.୧୦.୨୫ ଶନିବାର
Read More...

ପୂର୍ବତନ ଫୁଟବଲ ଖେଳାଳୀଙ୍କ ବିୟୋଗ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟିର ପୂର୍ବତନ ଫୁଟବଲ ଖେଳାଳୀ ଶରତ ଦଲାଇଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ସେ ଜଣେ ମିଷ୍ଟଭାଷୀ ଓ ମେଳାପୀ ମଣିଷ ଥିଲେ । ଚନ୍ଦନଭାଟି ଫୁଟବଲ ଦଳରେ ବହୁଦିନ
Read More...

ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଆଇଟିଡିଏ ପ୍ରଶିକ୍ଷଣ ଓ ସମ୍ମିଳନୀ କକ୍ଷ ଠାରେ ଉପ- ଜିଲ୍ଲାପାଳ, ପାନପୋଷ ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ପାନପୋଷ ଉପଖଣ୍ଡର ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସମସ୍ତ ମହାବିଦ୍ୟାଳୟରେ
Read More...

ଓଡ଼ିଆ ଭାଷା ବିକାଶ ମଞ୍ଚ ପକ୍ଷରୁ ପୁଣ୍ୟାତ୍ମା ଗୋପବନ୍ଧୁଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଶହେ ଅଠଚାଳିଶତମ ଜୟନ୍ତୀ ଅବସରରେ ଆମ୍ବାଗନସ୍ଥିତ ଗୋପବନ୍ଧୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ଭକ୍ତିପୂର୍ଣ୍ଣ କୁସୁମାଞ୍ଜଳି ଅର୍ପଣ କରାଯାଇଛି । ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ
Read More...

ପାଇକମାଲ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଲ ଠାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପାଇକମାଲ
Read More...

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ଓ ବିଜୟା ଦଶମୀ ଚିନ୍ତନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ରାଉରକେଲା ମହାନଗର ତରଫରୁ ଶତବାର୍ଷିକୀ ଉତ୍ସବ ପାଳନ ଓ ବିଜୟା ଦଶମୀ ଚିନ୍ତନ ମାହେଶ୍ୱରୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଚାରକ କ୍ଷେତ୍ର ସମ୍ପର୍କ ପ୍ରମୁଖ ବିଦ୍ୟୁତ୍ ମୁଖାର୍ଜୀ ଓ ଓଡ଼ିଶା
Read More...

ଅଜୟ କୁମାର ମହାନ୍ତିଙ୍କ ପୁସ୍ତକ ପାରା ଓ ଅନ୍ୟାନ୍ୟ ଗଳ୍ପ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟ ସଂସଦ, ରାଉରକେଲା ଆନୁକୂଲ୍ୟରେ ଗାଳ୍ପିକ ଅଜୟ କୁମାର ମହାନ୍ତିଙ୍କ ପୁସ୍ତକ ପାରା ଓ ଅନ୍ୟାନ୍ୟ ଗଳ୍ପ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଲୋକାର୍ପିତ ହୋଇଯାଇଛି । ଅଧ୍ୟାପକ ଗିରିଜା ଶଙ୍କର ଗୋସ୍ୱାମୀଙ୍କ ପୌରୋହିତ୍ୟରେ ଓ ଅଧ୍ୟାପକ
Read More...