Daily Archives

୨୮ତମ ସଦାଇପାଲି ଗଜଲକ୍ଷ୍ମୀ ପୂଜାର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌): ସଦାଇପାଲି ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ୨୮ତମ ଗଜଲକ୍ଷ୍ମୀ ପୂଜା କମିଟିର ସୋମବାର ଦିନ ସନ୍ଧ୍ୟା ସମୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନର ଉଦଘାଟନୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆୟୋଜକ ଫକୀର ମୋହନ ଥାଟିଙ୍କ ଆୟୋଜନରେ ଓ ସଭାପତି ପ୍ରଦୀପ୍ତ
Read More...

ପୋଡଗଡରେ ଶାନ୍ତି କମିଟି ଗଠନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ଅଧିନସ୍ଥ ପୋଡଗଡ ଗ୍ରାମରେ ଦେଖା ଦେଇଥିବା ଗୋଷ୍ଠି ସଂଘର୍ଷର ଅବସାନ ଘଟାଇ ଏକ ଶାନ୍ତି କମିଟି ଗଠନ କରାଯାଇଛି । କ୍ଷତ୍ରିୟ ଖଣ୍ଡାୟତ କୁଳର ବାଇଶି ମୌଜା ସଭାପତି ପିତାମ୍ବର ସ୍ୱାଇଁଙ୍କ ଆହ୍ୱାନ କ୍ରମେ ଉକ୍ତ
Read More...

ଗଞ୍ଜାମ ସହରର ବିଭିନ୍ନ ମଣ୍ଡପରେ ମା’ ଗଜଲକ୍ଷ୍ମୀ ପୂଜା ଆଡ଼ମ୍ବରରେ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସମେତ ଆଖପାଖ ଅଞ୍ଚଳରେ ମା' ଗଜଲକ୍ଷ୍ମୀ ପୂଜା ପାଇଁ ସମଗ୍ର ଅଞ୍ଚଳ ବତ୍‌ର୍ତ୍ତମାନ ଉତ୍ସବ ମୁଖର ହୋଇଉଠିଛି । ସେଥିମଧ୍ୟରୁ ପୁଇଁତଲା ସାନସାହି ପୂଜା କମିଟି ପକ୍ଷରୁ ଏହି ପୂଜା ମହାସମାରୋହରେ ପାଳିତ ହେଉଛି । ଏହି ଉପଲକ୍ଷେ ସୋମବାର ଦିନ କଳସ
Read More...

ରପ୍ତାନି ବୃଦ୍ଧି : ବିଶ୍ୱ ସ୍ତରରେ ଆଗକୁ ବଢ଼ିଛି ଭାରତ

ପ୍ରମୁଖ ବିନ୍ଦୁ● ଅଗଷ୍ଟ ୨୦୨୪ ତୁଳନାରେ ଭାରତୀୟ ରପ୍ତାନି ପରିମାଣ ଅଗଷ୍ଟ ୨୦୨୫ ରେ ୪.୭୭ ପ୍ରତିଶତ ବୃଦ୍ଧି ପାଇଛି ।● ଏପ୍ରିଲରୁ ଅଗଷ୍ଟ ୨୦୨୪ ତୁଳନାରେ ଏପ୍ରିଲରୁ ଅଗଷ୍ଟ ୨୦୨୫ରେ ରପ୍ତାନି ୫.୧୯୮% ବୃଦ୍ଧି ପାଇ ୩୪୬.୧୦ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି ।● ଏପ୍ରିଲ-ଅଗଷ୍ଟ ୨୦୨୫ରେ
Read More...

ରାଜ୍ୟସଭାର ସମସ୍ତ ରାଜନୈତିକ ଦଳର ନେତାଙ୍କ ସହ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ଉପ-ରାଷ୍ଟ୍ରପତି ଏବଂ ରାଜ୍ୟସଭାର…

ବିଚାର-ବିମର୍ଶ, ବିତର୍କ ଏବଂ ଆଲୋଚନା ହେଉଛି ସଂସଦୀୟ ଗଣତନ୍ତ୍ରର ମୌଳିକ ନୀତି - ସି.ପି. ରାଧାକୃଷ୍ଣନଜନସାଧାରଣଙ୍କ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ପାଇଁ ଶୂନ୍ୟ କାଳ ଏବଂ ପ୍ରଶ୍ନକାଳ ଭଳି ଉପଲବ୍ଧ ବ୍ୟବସ୍ଥାଗୁଡ଼ିକର ପୂର୍ଣ୍ଣ ବ୍ୟବହାର କରିବାକୁ ସଦସ୍ୟମାନଙ୍କୁ
Read More...

ରାଷ୍ଟ୍ରପତି ପୁତିନଙ୍କୁ ୭୩ତମ ଜନ୍ମଦିନରେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଭାରତ-ରୁଷ ସ୍ୱତନ୍ତ୍ର ଏବଂ ରଣନୈତିକ ସହଭାଗୀତାକୁ ଆହୁରି ଗଭୀର କରିବା ପାଇଁ ଦୁଇ ନେତା ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତିପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ରାଷ୍ଟ୍ରପତି ପୁଟିନଙ୍କୁ ଭାରତରେ ସ୍ୱାଗତ କରିବାକୁ ଅପେକ୍ଷା କରିଛନ୍ତି ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ
Read More...

ନଡା ପରିଚାଳନା ବିଷୟରେ କୃଷି ଏବଂ ପରିବେଶ ମନ୍ତ୍ରୀଙ୍କ ମିଳିତ ବୈଠକ

ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶର କୃଷି ମନ୍ତ୍ରୀ ଏବଂ ଦିଲ୍ଲୀର ପରିବେଶ ମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେକେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି ଯେ, ଆର୍ଥିକ ସହାୟତା ପସମେତ ବିଭିନ୍ନ ମାଧ୍ୟମରେ କୃଷକମାନଙ୍କୁ ସଚେତନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣକୃଷକମାନଙ୍କ ମଧ୍ୟରେ ସଚେତନତା
Read More...

ବିକଶିତ ଭାରତ ବିଲ୍ଡଥନ ୨୦୨୫କୁ ମିଳିଲା ଅଭୂତପୂର୍ବ ପ୍ରତିକ୍ରିୟା

ଆତ୍ମନିର୍ଭର ଭାରତ ପାଇଁ ବିଲ୍ଡଥନରେ ଭାଗ ନେବା ଲାଗି ଯୁବ ଉଦ୍ଭାବକମାନଙ୍କୁ ଅନୁପ୍ରାଣିତ କଲେ ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ନୂଆଦିଲ୍ଲୀ, (ପିଆଇବି) : ନୀତି ଆୟୋଗର ଅଟଳ ଇନୋଭେସନ ମିଶନ ସହଭାଗିତାରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ବିକଶିତ ଭାରତ ବିଲ୍ଡଥନ
Read More...

ତେଲେଙ୍ଗାନା ସ୍ଥିତ ସମ୍ମକ୍କା ସାରକ୍କା କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ଲୋଗୋ ଉନ୍ମୋଚିତ :…

• ନୂଆଦିଲ୍ଲୀରୁ ଭିସି ଜରିଆରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କ ଉପସ୍ଥିତିରେ ଲୋଗୋ ଉନ୍ମୋଚନ• ଆଦିବାସୀ ଏବଂ ସଂସ୍କୃତ ତତ୍ତ୍ୱଗୁଡ଼ିକୁ ନେଇ ଲୋଗୋଟି ଡିଜାଇନ ହେବା ପ୍ରଶଂସନୀୟ• ପ୍ରାୟ ୮୦୦ କୋଟି ଟଙ୍କା ବ୍ୟୟରେ ଏହି ବିଶ୍ୱବିଦ୍ୟାଳୟ ବିକଶିତ ହେଉଅଛି•
Read More...

ୱାଲ୍ଟର ରସେଲ୍ ମେଡଙ୍କ ନେତୃତ୍ୱାଧୀନ ଆମେରିକୀୟ ପ୍ରତିନିଧି ଦଳ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଓ୍ୱାଲ୍ଟର ରସେଲ୍ ମେଡ୍ଙ୍କ ନେତୃତ୍ୱାଧୀନ ଆମେରିକୀୟ ବିଚାରକ ଏବଂ ବ୍ୟବସାୟ ନେତୃବର୍ଗଙ୍କର ଏକ ପ୍ରତିନିଧି ଦଳ ସହ ମତବିନିମୟ କରିଛନ୍ତି । ଭାରତ-ଆମେରିକା ସମ୍ପର୍କକୁ ସୁଦୃଢ଼ କରିବା ଏବଂ ବିଶ୍ୱ ଶାନ୍ତି, ପ୍ରଗତି ଓ ସମୃଦ୍ଧି
Read More...