Daily Archives

ମୟୂରଭଞ୍ଜ ରାଇରଙ୍ଗପୁରରେ ଖୋଲିବ ଇଗ୍ନୋର ନୂତନ ଆଞ୍ଚଳିକ କେନ୍ଦ୍ର

ନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶାରେ ଉଚ୍ଚଶିକ୍ଷାର ଦ୍ରୁତପ୍ରସାର ପାଇଁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) କର୍ତ୍ତୃପକ୍ଷ ଏକ ପ୍ରଶଂସନୀୟ ପଦକ୍ଷପ ସ୍ୱରୂପ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଏକ ଆଞ୍ଚଳିକ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
Read More...

କଛାରପାଲି ସାହୁପଡ଼ାରେ ଗଜଲକ୍ଷ୍ମୀ ପୂଜା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତର କଛାର ପାଲିର ସାହୁପଡ଼ା ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ୧୨ତମ ଗଜଲକ୍ଷ୍ମୀ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି । ସୋମବାର ଦିନ ଗାଁର ମହିଳା ଓ ପୁରୁଷ ଶୋଭାଯାତ୍ରାରେ ଯାଇ ସୋନଗଡ଼ ନ‌ଦୀରୁ ପୂର୍ଣ୍ଣ କଳସରେ ପାଣି ଆଣି ସ୍ଥାପନ କରିବା
Read More...

ଦେଶରେ ୮୯୪ କିମି ଲମ୍ବ ଚାରିଟି ରେଳ ଲାଇନ ସମ୍ପ୍ରସାରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି

• ଏହିସବୁ ମଲ୍ଟିଟ୍ରାକିଂ ପ୍ରକଳ୍ପ ଦ୍ୱାରା ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ ଓ ଛତିଶଗଡ଼ର ୧୮ଟି ଜିଲ୍ଲାରେ ବର୍ତ୍ତମାନର ରେଳ ନେଟୱାର୍କର ହେବ ବିସ୍ତାର• ୨୪,୬୩୪ କୋଟି ଟଙ୍କାର ମୋଟ ଅନୁମାନିକ ବ୍ୟୟବରାଦ ସହିତ ପ୍ରକଳ୍ପ କାର୍ଯ୍ୟ ୨୦୩୦-୩୧ ସୁଦ୍ଧା ଶେଷ ହେବ ନୂଆଦିଲ୍ଲୀ, (ପିଆଇବି) :
Read More...

ସ୍ୱଚ୍ଛତା ଏବଂ କାର୍ଯ୍ୟଦକ୍ଷତା ପାଇଁ ଗୃହ ମନ୍ତ୍ରଣାଳୟର ‘ସ୍ୱତନ୍ତ୍ର ଅଭିଯାନ’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଏବଂ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଆରମ୍ଭ ହୋଇଛି ଅଭିଯାନନଭେମ୍ବର ୨୦୨୪ ରୁ ଅଗଷ୍ଟ ୨୦୨୫ ମଧ୍ୟରେ ସାଂସଦମାନଙ୍କ ଠାରୁ ୪୯୩ଟି ସନ୍ଦର୍ଭ, କ୍ୟାବିନେଟରୁ ୨ଟି ପ୍ରସ୍ତାବ, ରାଜ୍ୟ ସରକାରଙ୍କ ଠାରୁ ୧୦୪ଟି ସନ୍ଦର୍ଭ ଏବଂ
Read More...

୮ ଅକ୍ଟୋବରରେ : ଇଣ୍ଡିଆ ମୋବାଇଲ କଂଗ୍ରେସ’ର ୯ମ ସଂସ୍କରଣକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଆଇଏମସି ୨୦୨୫: ଏସିଆର ସର୍ବବୃହତ ଟେଲିକମ୍ ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ୮ ରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବବିଷୟବସ୍ତୁ: "ପରିବର୍ତ୍ତନ ପାଇଁ ନବସୃଜନ" - ଡିଜିଟାଲ୍ ପରିବର୍ତ୍ତନରେ ଭାରତର ନେତୃତ୍ୱ ପ୍ରଦର୍ଶନଫୋକସ୍ କ୍ଷେତ୍ର: ୬ଜି, କ୍ୱାଣ୍ଟମ୍ ଯୋଗାଯୋଗ,
Read More...

ଶାନ୍ତିନଗରରେ ଗଜଲକ୍ଷ୍ମୀ ପୂଜା ଉତ୍ସବ ମୁଖର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ସନ୍ନିକଟ ଶାନ୍ତିନଗରରେ ଗଜଲକ୍ଷ୍ମୀ ପୂଜା ପାର୍ବଣ ଉତ୍ସବ ମୁଖର ହୋଇଉଠିଛି । ଏହି ଅଞ୍ଚଳରେ ୫ଦିନ ଧରି ସମାହିତ ହେଉଥିବା ମା' ଧନଦାତ୍ରୀ ଗଜଲକ୍ଷ୍ମୀ ପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହେଉଥିବା ବେଳେ ଦୈନିକ ସନ୍ଧ୍ୟାରେ
Read More...

ଖଲ୍ଲିକୋଟ ସହରରେ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିରର ଆୟୋଜନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୋମବାର ଦିନ ଶଙ୍କର ଚକ୍ଷୁ ଚିକିତ୍ସାଳୟ, ସମରଝୋଳ ସୌଜନ୍ୟରେ ଖଲ୍ଲିକୋଟ ସହରର ବରିଷ୍ଠ ନାଗରିକ ମଞ୍ଚ ଏବଂ ଏ.ପି.ଜେ. ଅବଦୁଲ କାଲାମ ଜନକଲ୍ୟାଣ ଚାରିଟେବଲ ଟ୍ରଷ୍ଟ ମିଳିତ ସହଯୋଗରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ସୋମବାର ଆୟୋଜିତ
Read More...

ଏସ.ଆଇ. ପରୀକ୍ଷା ଜାଲିଆତି ଘଟଣାରେ ଗିରଫ ସଂଖ୍ୟା ୧୨୦କୁ ବୃଦ୍ଧି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୋଲିସ ଏସ.ଆଇ ପରୀକ୍ଷା ଜାଲିଆତିକୁ ନେଇ ବାଲେଶ୍ୱରରୁ ଆଉ ଜଣେ ଗିରଫ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ଯୁବକ ଜଣକ ରଣସାହି ପଞ୍ଚାୟତର ଚନ୍ଦନ ମଲ୍ଲିକ ବୋଲି ଜଣାଯାଇଛି । ତେବେ ଅଭିଯୁକ୍ତଙ୍କୁ ଗିରଫ କରିଛି, କ୍ରାଇମବ୍ରାଞ୍ଚ । ଚନ୍ଦନ ଜଣେ
Read More...

ହିଞ୍ଜିଳି ଥାନା ଚୈତନ୍ୟପଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ଅଧିନସ୍ଥ ଚୈତନ୍ୟପଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଖବର ମିଳିଛି । ଉକ୍ତ ଗ୍ରାମର ଗ୍ରାମବାସୀଙ୍କ କହିବା ଅନୁସାରେ ସାପ କାମୁଡାରେ ମୃତ୍ୟୁ ହୋଇଥିବା କୁହାଯାଉଛି । ଘଟଣା ସ୍ଥଳରେ
Read More...

ଦେଶୀ ରନ୍ଧା ମଦ ସହ ଅଭିଯୁକ୍ତ ଗିରଫ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅନ୍ତର୍ଗତ ବାହାବଲ ଗ୍ରାମର ଟିକେଶ୍ୱର ମେହେରଙ୍କୁ ଖପ୍ରାଖୋଲ ପୋଲିସ ଦେଶୀ ରନ୍ଧା ମଦ ସହ ଗିରଫ କରିଛି । ସୂଚନା ଅନୁଯାୟୀ ଖପ୍ରାଖୋଲ ପୋଲିସ ସୋମବାର ସନ୍ଧ୍ୟା ସମୟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଜଣେ ବ୍ୟକ୍ତି ରାସ୍ତା କଡ଼ରେ ଦେଶୀ
Read More...