Monthly Archives

September 2025

ପାଇକମାଲରେ ଅଗ୍ରସେନ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ଠାରେ ଅଗ୍ରୱାଲ ସମାଜ ତରଫରୁ ଅଗ୍ରସେନ ଜୟନ୍ତୀ ସୋମବାର ପାଳିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ସଭାରେ ଅଗ୍ରୱାଲ ସମାଜ ଅନିଲ ଅଗ୍ରୱାଲ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ବଲାଙ୍ଗିରର ଇ.
Read More...

ପାଇକମାଲରେ ଶାରଦୀୟ ଦୁର୍ଗାପୂଜା ଓ ନବରାତ୍ର ପୂଜା ପାଇଁ କଳସ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ଠାରେ ଶାରଦୀୟ ଦୁର୍ଗାପୂଜା ଓ ନବରାତ୍ର ପୂଜା ପାଇଁ କଳସ ଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ଦୁର୍ଗାପୂଜାର ଏକ ଅନନ୍ୟ ପରମ୍ପରା ରହିଛି । ପାଇକମାଲ ଦୁର୍ଗାପୂଜାକୁ ତ୍ରିପୀଠ ପୂଜା ମଧ୍ୟ କୁହାଯାଇଥାଏ କାରଣ ପାଇକମାଲ
Read More...

ବିଜ୍ଞାନ ମହାବିଦ୍ୟାଳୟରେ ଏକ ଦିବସୀୟ ଦକ୍ଷତା ବୃଦ୍ଧି କର୍ମଶାଳା ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ଶିକ୍ଷାନୀତି କାର୍ଯ୍ୟକ୍ରମ (ଏନ.ଇ.ପି.-୨୦୨୦) ସଂପର୍କିତ ବିଶେଷ ଦକ୍ଷତା ବୃଦ୍ଧି ଅବସରରେ ଏକ ଦିବସୀୟ ସ୍ୱତନ୍ତ୍ର କର୍ମଶାଳା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଡକ୍ଟର ଏପିଜେ ଅବଦୁଲ୍‌ କାଲାମ୍ ସମ୍ମିଳନୀ କକ୍ଷରେ ସୋମବାର
Read More...

ସୁନା ଅଳଙ୍କାର ଲୁଟିନେଇ ମହିଳାଙ୍କୁ ହତ୍ୟା କଲେ ଦୁର୍ବୁତ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜଣେ ମହିଳାଙ୍କୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରି ସେ ପିନ୍ଧିଥିବା କାନ ଓ ନାକ ଅଳଙ୍କାର ଦୁର୍ବୁତ୍ତମାନେ ଲୁଟି ନେଇଛନ୍ତି । ଦୁର୍ବୁତ୍ତଙ୍କ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି । ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ
Read More...

ମିଳିତ ଉତ୍ଥାନ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ର ପଞ୍ଚମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ଉତ୍ପାଦକ ଗୋଷ୍ଠୀ ଓ କର୍ମୀଙ୍କୁ ମାନପତ୍ର ଦେଇ ସମ୍ମାନିତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ସଦର ମହକୁମା କଲ୍ୟାଣମଣ୍ଡପରେ ବିଓଡ଼ି ସଦସ୍ୟା କେତକୀ ହଂସଙ୍କ ସଭାପତିତ୍ୱରେ ମିଳିତ ଉତ୍ଥାନ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ର ପଞ୍ଚମ
Read More...

ମୁରିବାହାଲ ବ୍ଲକସ୍ତରୀୟ ଜିପିଏଲଏଫ୍ ମିଶନ ଶକ୍ତି- ଓଏଲଏମ କର୍ମୀ ସଂଘ ପକ୍ଷରୁ ୬ଦଫା ଦାବୀ ନେଇ ଅନିର୍ଦ୍ଧିଷ୍ଟ କାଳ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ଜିପିଏଲଏଫ ମିଶନ ଶକ୍ତି- ଓଏଲଏମ କର୍ମୀ ସଂଘ ପକ୍ଷରୁ ୬ଦଫା ଦାବୀ ନେଇ ବିଡ଼ିଓଙ୍କୁ ଦାବୀପତ୍ର ଦେବା ସହ ଅଫିସ୍ ବନ୍ଦ କରି ସମ୍ମୁଖରେ ଗଣଧାରଣା ଦେଉଛନ୍ତି । ବିଡ଼ିଓଙ୍କୁ ଦିଆଯାଇଥିବା ଦାବୀପତ୍ର ମୁତାବକ
Read More...

ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘର ସାଧାରଣ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ତୀର୍ଥକ୍ଷେତ୍ର ନୃସିଂହନାଥ ସ୍ଥିତ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜ ଧର୍ମଶାଳା ଠାରେ ପାଇକମାଲ ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ସଭାପତି ଅନୀଲ କୁମାର କାଳିଆଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ
Read More...

ମାସିଏ ଭିତରେ କଲ୍ୟାଣ ମଣ୍ଡପ ପୁନଃ କାର୍ଯ୍ୟକ୍ଷମ ହେଉ, ନଚେତ ଦୁର୍ବାର ଆନ୍ଦୋଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଲୋକନାଥ ମନ୍ଦିର ନିକଟସ୍ଥ ସର୍ବପ୍ରଥମ କଲ୍ୟାଣ ମଣ୍ଡପକୁ ପୁନଃ କାର୍ଯ୍ୟକ୍ଷମ ଦାବୀରେ ବଲାଙ୍ଗିର ନଗର କଂଗ୍ରେସ ଉପ ଜିଲ୍ଲାପାଳ ଅଫିସ ଘେରିଛି । ୯୦ ଦଶକରେ ତିଆରି ହୋଇଥିବା ଏହି କଲ୍ୟାଣ ମଣ୍ଡପ ସମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅୟୋଜନ
Read More...

କଣ୍ଟାବାଞ୍ଜି ରେଳ ଷ୍ଟେସନରେ ୪ କିଲୋ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ନିଶାଦ୍ରବ୍ୟ ବିରୋଧରେ ବିଶେଷ ଅଭିଯାନରେ, କଣ୍ଟାବାଞ୍ଜି ଏକ୍‌ସାଇଜ୍‌ ଷ୍ଟେସନ୍‌ ଅଧିକାରୀମାନେ ରବିବାର କଣ୍ଟାବାଞ୍ଜି ରେଳଷ୍ଟେସନର ପ୍ଲାଟଫର୍ମ ନମ୍ବର-୧ରୁ ଗୋଟିଏ ଯାତ୍ରୀଙ୍କ ପାଖରୁ ୪ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଛନ୍ତି । ଏହି ଜବତ ହୋଇଥିବା
Read More...

ଆଠ ଦଫା ଦାବୀରେ ଗୁଞ୍ଜିଲା ଖପ୍ରାଖୋଲ ବ୍ଲକ : ମିଶନ ଶକ୍ତି ଓ ଏମ୍‌ବିକେ ମହିଳାମାନଙ୍କ ଅନିର୍ଦ୍ଧିଷ୍ଟକାଳୀନ ଧର୍ମଘଟ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ପରିସର ସୋମବାରଠାରୁ ଉତ୍ତେଜନାମୟ ପରିସ୍ଥିତିରେ ପରିଣତ ହୋଇଛି । ମିଶନ ଶକ୍ତି ଏବଂ ଏମ୍‌ବିକେ ମହିଳା ମାଧୁରୀ ଦୀପ, ସସ୍ମିତା ସରାଫ, ନିରୁପମା ମିଶ୍ର ଏବଂ ସୁଚିତ୍ରା ବେହେରାଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ
Read More...