ପରମ ପୂଜ୍ୟ ସ୍ଵାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ପାଳିତ
ଜୟପାଟଣା : ସେପ୍ଟେମ୍ୱର ୨୪ ତାରିଖ ଏକ ଚିର ସ୍ମରଣୀୟ ଦିନ । ଦିବ୍ୟ ଜୀବନ ସଂଘର ପ୍ରତ୍ୟେକ ଶାଖାରେ ଏହି ଦିନ ପରମ ପୂଜ୍ୟ ସ୍ଵାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ ପାଳନ କରାଯାଏ । କଳାହାଣ୍ଡିର ଜୟପାଟଣା ସ୍ଥିତ ଦିବ୍ୟ ଜୀବନ ଶାଖାରେ ଶାଖାର ଅଧ୍ୟକ୍ଷ ପୂଜ୍ୟ ପୂର୍ଣ୍ଣାନନ୍ଦ ପୂରୀଙ୍କ!-->…
Read More...
Read More...