Daily Archives

ସର୍ଗିବାହାଲରେ ଲୁପ୍ତପ୍ରାୟ ସଙ୍ଗୀତ ଉପରେ ଆଲୋଚନା ଚକ୍ର ଓ ପ୍ରଦର୍ଶନ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଶିଶୁ ମନ୍ଦିରରେ ସଚେତନ ହେମା ଢୋଲବନ୍ଧ ତରଫରୁ ଏକଦିନିଆ ସେମିନାର ଓ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନାଟ୍ୟକାର ରାଜକୁମାର ସାହୁ ଲୁପ୍ତପ୍ରାୟ ଲୋକକଳା ଉପରେ ଗଭୀର ଆଲୋଚନା କରି
Read More...

ସର୍ଗିବାହାଲ ଓ ବରିକେଲ ବିଜେପି ମଣ୍ଡଳ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ବିଜେପି ଜିଲ୍ଲା ସଭାପତି ଡ଼ଃ ଅରୁପା ସାହୁଙ୍କ ଅନୁମୋଦନ କ୍ରମେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ବରିକେଲ ବିଜେପି ମଣ୍ଡଳ ସଭାପତି ଭାବରେ ଦିବ୍ୟ କିଶୋର ପଧାନ ଓ ସର୍ଗିବାହାଲ ନୂତନ ମଣ୍ଡଳ ସଭାପତି ମାନଭଞ୍ଜନ ବେହେରାଙ୍କ ନାମ ଘୋଷଣା ହେବା ପରେ ଆଜି ଉଭୟ
Read More...

ବଙ୍ଗୋମୁଣ୍ଡାରେ ନୂଆଖାଇ ଭେଟ ଘାଟରେ ଯୋଗ ଦେଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ସିଦ୍ଧି ବିନାୟକ ଗଣେଶ ପୂଜା କମିଟି ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କମିଟିର ସଭାପତି ପ୍ରତୀକ ପୁଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...

ବଲାଙ୍ଗିର ପୋଲିସ ହାତରେ ପୁଣି କଫ ସିରଫ ସହ କଫ ସିରଫ ମାଫିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରର ବିଷ୍ଣୁମୁଣ୍ଡା କଦମ ପଡ଼ା ରାସ୍ତାରେ ଚାଲାଣ ହେଉଥିଲା କଫ ସିରଫ । ପୂର୍ବ ଯୋଜନା ମୁତାବକ ବଲାଙ୍ଗିର ଟାଉନ ଥାନା ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଆଇଆଇସିଙ୍କ ନେତୃତ୍ୱରେ ଚଢାଉ କରିଥିଲା । ପୋଲିସର ଚଢାଉର ଖବର ପାଇ ଘଟଣା ସ୍ଥଳରେ ଥିବା ଦୁଇ ଜଣ କଫ
Read More...

ଦେଶରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପୁନଃଚକ୍ରଣକୁ ପ୍ରୋତ୍ସାହିତ କରିବା ପାଇଁ ୧୫୦୦ କୋଟି ଟଙ୍କାର ପ୍ରୋତ୍ସାହନ ଯୋଜନାକୁ…

ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ବାହାର କରିବା ପାଇଁ ବ୍ୟାଟେରୀ ବର୍ଜ୍ୟବସ୍ତୁ ଏବଂ ଇ-ବର୍ଜ୍ୟବସ୍ତୁ ପୁନଃଚକ୍ରଣ କ୍ଷମତା ବିକାଶ ଲାଗି ପ୍ରୋତ୍ସାହନ ଦେବ ଏହି ଯୋଜନା ନୂଆଦିଲ୍ଲୀ, (ପିଆଇବି) : ଦେଶରେ ଦ୍ୱିତୀୟ ଉତ୍ସରୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ପୃଥକୀକରଣ ଏବଂ ଉତ୍ପାଦନ ପାଇଁ
Read More...

ସ୍କୁଲ ସହ ଯୋଡ଼ିହେବ ଅଙ୍ଗନବାଡ଼ି କେନ୍ଦ୍ର, ଗାଇଡଲାଇନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଗର୍ଭବତୀ ମହିଳା, ନବଜାତ ଶିଶୁ ଏବଂ ସ୍କୁଲ ଯିବାକୁ ଥିବାଶିଶୁମାନଙ୍କର ଶତ-ପ୍ରତିଶତ ଯତ୍ନ ନେବା - ଧର୍ମେନ୍ଦ୍ର ପ୍ରଧାନ• ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗର ସହଯୋଗରେ ପ୍ରସ୍ତୁତ ହୋଇଛି ଗାଇଡଲାଇନ• ଅଙ୍ଗନବାଡ଼ି ଓ
Read More...

ସେମିକନ୍ ଇଣ୍ଡିଆ ୨୦୨୫ରେ ଅଗ୍ରଣୀ ସିଇଓଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମିକନ୍ ଇଣ୍ଡିଆ ୨୦୨୫ ଅବସରରେ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପର ଅଗ୍ରଣୀ ସିଇଓଙ୍କ ସହିତ ମତ ବିନିମୟ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ‘‘ଏହି କ୍ଷେତ୍ରରେ ଭାରତର ନିରନ୍ତର ସଂସ୍କାର ଯାତ୍ରା ବିଷୟରେ ମୁଁ କଥା ହୋଇଛି । ଦୃଢ଼
Read More...

ବିଦ୍ୟାଳୟ ସହିତ ଅଙ୍ଗନବାଡି କେନ୍ଦ୍ରକୁ ଏକାଠି ରଖିବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ଶିକ୍ଷା…

ବିଦ୍ୟାଳୟ ସହିତ ଅଙ୍ଗନବାଡ଼ିଗୁଡ଼ିକର ସହ-ଅବସ୍ଥାନ ପ୍ରାରମ୍ଭିକ ଶୈଶବ ଯତ୍ନରୁ ଆନୁଷ୍ଠାନିକ ଶିକ୍ଷା ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଏକ ସୁଗମ ପରିବର୍ତ୍ତନ ସୁନିଶ୍ଚିତ କରିବା ସହିତ ସେମାନଙ୍କ ସାମଗ୍ରିକ ବିକାଶରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରିବ: ଅନ୍ନପୂର୍ଣ୍ଣା ଦେବୀସୁସ୍ଥ, ଶିକ୍ଷିତ ଓ
Read More...

ଆଗାମୀ ପର୍ବପର୍ବାଣୀ ନେଇ ଆମ ପୁଲିସର ଶାନ୍ତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ମାସ ଓ ଆସନ୍ତା ମାସରେ ବିଭିନ୍ନ ଧର୍ମର ପର୍ବପର୍ବାଣୀ ପଡ଼ୁଥିବାରୁ ସେକ୍ଟର ୧୯ ଥାନାର ଆମ ପୁଲିସ ତରଫରୁ ଏକ ଶାନ୍ତି ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ସେକ୍ଟର ୧୯ ଥାନା ପ୍ରଭାରୀ ରଞ୍ଜନ କୁମାର ନାୟକଙ୍କ ଅଧ୍ୟକ୍ଷତା ଓ ଆମ ପୁଲିସର
Read More...

ଆଇସିସି ପର୍ଯ୍ୟବେକ୍ଷକ ଡ଼ଃ ପଲକ ବର୍ମାଜୀଙ୍କ ରାଉରକେଲା ଗ୍ରସ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା କଂଗ୍ରେସକୁ ଅଧିକ ଶକ୍ତିଶାଳୀ ଓ କ୍ରୀୟାଶୀଳ କରିବା ପାଇଁ ଏଆଇସିସିର ପର୍ଯ୍ୟବେକ୍ଷକ ଡ଼ଃ ପଲକ ବର୍ମାଜୀଙ୍କ ୧୦ ଦିନିଆ ରାଉରକେଲା ଗସ୍ତରେ ଆସି ପାନପୋଷ ସ୍ଥିତ ସର୍କିଟ ହାଉସଠାରେ ପହଞ୍ଚିଥିଲେ । ଏହି ଅବସରରେ କଂଗ୍ରେସର ବରିଷ୍ଠ
Read More...