ତୁଷୁରା ଗ୍ରୀଡ଼ଠାରେ ୭୯ତମ ସ୍ୱାଧୀନତା ଦିବସ ପାଳିତ
ତୁଷରା, (କେପିଏନ୍ଏସ୍) : ତୁଷୁରା ଗ୍ରୀଡ଼ରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସେକ୍ସନ ଅଫିସର ଶୁଭେନ୍ଦୁ ପ୍ରଧାନ ପତାକା ଉତ୍ତୋଳନ କରିଥିବା ବେଳେ ସେକ୍ସନର ବରିଷ୍ଠ ଲାଇନମ୍ୟାନ ଲଳିତ କୁମାର ଦାସ ଓ ରାହୁଲ ନାୟକ ଦେଶ ପାଇଁ ବଳିଦାନ ଦେଇଥିବା ମହାପୁରୁଷ ମାନଙ୍କ ବିଷୟରେ ଉଦବୋଧନ!-->…
Read More...
Read More...