ସମାଜସେବୀ ୱିସଡମ୍ ଯାଦବଙ୍କ ନେତୃତ୍ୱରେ ରାସ୍ତା ମରାମତି କାର୍ଯ୍ୟ
ସଇଁତଲା, (ଖୁସିରାନି ସାହୁ) : ସଇଁତଳା ବ୍ଲକ୍ ଅନ୍ତର୍ଗତ ଲାଚୁଟ୍ ଗ୍ରାମକୁ ଯାଇଥିବା ରାସ୍ତା ଦୀର୍ଘଦିନ ହେଲା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିଲା । ଏହି ରାସ୍ତା ଉପରେ ପ୍ରତିଦିନ ଶହଶହ ଲୋକ ନିର୍ଭରଶୀଳ ହେଉଛନ୍ତି । କିନ୍ତୁ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ପଡୁନାହିଁ । ତେଣୁ, ଆଜି ସମାଜସେବୀ!-->…
Read More...
Read More...