Monthly Archives

July 2025

କଶୃପଡାରୁ ସିଂଝରଣ ରାସ୍ତା ଅତି ଶୋଚନୀୟ ରାସ୍ତାକୁ ଅବରୋଧ କରି ବିଡ଼ିଓଙ୍କୁ ଅଭିଯୋଗ ଦେଲେ ଗ୍ରାମର ଶତାଧିକ ମହିଳା

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କଶୃପଡା ପଞ୍ଚାୟତ ଅଧୀନସ୍ଥ କଶୃପଡାରୁ ସିଂଝରଣ ଗ୍ରାମ୍ୟ ରାସ୍ତାଟି ଦୀର୍ଘ ପାଞ୍ଚ ବର୍ଷ ଧରି ଅତି ଶୋଚନୀୟ ହୋଇ ପଡ଼ିରହିଛି । ଉକ୍ତ ରାସ୍ତାରେ ନିର୍ଭର କରିଥାନ୍ତି ରେଙ୍ଗାଲି , ପଦ୍ମପୁର, ସିଂଝରଣ ଭଳି ଗ୍ରାମ
Read More...

ବଙ୍ଗୋମୁଣ୍ଡାରେ ସାମ୍ବାଦିକ ସଂଘ ଓ ବନ ବିଭାଗ ପକ୍ଷରୁ ୭୬ତମ ମହୋତ୍ସବ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାଠାରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ଓ ବଙ୍ଗୋମୁଣ୍ଡା ବନ ବିଭାଗ ପକ୍ଷରୁ ୭୬ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି
Read More...

ଅତୀତ ବନାମ ବର୍ତ୍ତମାନ : ବ୍ରିକ୍ସରେ ବଦଳିଛି ଭାରତର ଛବି

ନୂଆଦିଲ୍ଲୀ, (ପିଆଇବି) : ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବ୍ରିକ୍ସ ରାଷ୍ଟ୍ର ଗୋଷ୍ଠୀରେ ଭାରତର ସ୍ଥିତିରେ ଏକ ନାଟକୀୟ ଏବଂ ବହୁଳ ଭାବରେ ସ୍ୱୀକୃତ ପରିବର୍ତ୍ତନ ଆସିଛି । ପ୍ରଧାନମନ୍ତ୍ରୀ ବର୍ତ୍ତମାନ ସୁଦ୍ଧା ଅନୁଷ୍ଠିତ ସମସ୍ତ ବ୍ରିକ୍ସ
Read More...

ବ୍ରିକ୍ସ ଦେଶମାନଙ୍କ ପକ୍ଷରୁ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

ନୂଆଦିଲ୍ଲୀ, (ପିଆଇବି) : ବ୍ରାଜିଲରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଭାରତକୁ ବଡ଼ କୂଟନୈତିକ ସଫଳତା ମିଳିଛି । ବ୍ରିକ୍ସ ପକ୍ଷରୁ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଠୋର ଭାଷାରେ ନିନ୍ଦା କରାଯାଇଛି । ଏହା ସହିତ ଜାତିସଂଘ ନିରାପତ୍ତା ପରିଷଦର ସଂସ୍କାର ଓ ସେଥିରେ ଭାରତର ଅଧିକ
Read More...

ନୂଆପଡ଼ାରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡ଼ା ସଦ୍ଭାବନା ସଭା ଗୃହଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ରଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୋଟ ୫୬ଟି ଅଭିଯୋଗର ଶୁଣାଣି ପ୍ରଶାସନ
Read More...

କୂଅରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ତିଗିରିଆ : କୂଅରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ବାସୁଦେବପୁର ଗ୍ରାମର ଏକ କୂଅରୁ ମୃତଦେହ ଉଦ୍ଧାର ହୋଇଛି । ତିଗିରିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସୂଚନାନୁଯାୟୀ,
Read More...

ଜୁଏଲ ଓରାମଙ୍କ ସୁନ୍ଦରଗଡ ଗସ୍ତ ବିଭିନ୍ନ ଜନ କଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ

ସ୍ୱଚ୍ଛ ସୁନ୍ଦରଗଡ ଆପର କଲେ ଶୁଭାରମ୍ଭ ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ସୁନ୍ଦରଗଡ ଗସ୍ତରେ ଆସି ବିଭିନ୍ନ ଜନ କଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ କରିବା ସହିତ ସ୍ୱଚ୍ଛ ସୁନ୍ଦରଗଡ ମୋବାଇଲ ଆପର ଶୁଭାରମ୍ଭ କରିଥିଲେ । ଏହା ସହିତ ଜିଲ୍ଲାରେ
Read More...

ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ ପକ୍ଷରୁ ବନ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥାନୀୟ ସେକ୍ଟର -୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ ପକ୍ଷରୁ ଆଜି ବନ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସ୍କୁଲର ପ୍ରିନସିପାଲ ଜଳଧର ମହାପାତ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ ପୂର୍ବକ ଏହି ଦିବସର ତାତ୍ପର୍ଯ୍ୟ
Read More...

ଜିଲ୍ଲା ଲେଖକ ସାମ୍ମୁଖ୍ୟର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ଛେଣ୍ଡ ସ୍ଥିତ ପାଠାଗାରର ନିଜସ୍ୱ କାର୍ଯ୍ୟାଳୟ ପରିସରରେ ମାସିକ ସାହିତ୍ୟ ଆଲୋଚନା ଓ ବର୍ଷା କବିତା ପାଠୋତ୍ସବ କାର୍ଯ୍ୟକ୍ରମ
Read More...

ବସୁଧୈବ କୁଟୁମ୍ବକମ୍‌ର ବନମହୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ୍ ଓ ସରକାରୀ ଉଚ୍ଚବିଦ୍ୟାଳୟ, ଉଦିତ ନଗରର ମିଳିତ ଆନୁକୂଲ୍ୟରେ ବନମହୋତ୍ସବ ତଥା ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବସୁଧୈବ କୁଟୁମ୍ବକମର ସଭାପତି
Read More...