Monthly Archives

July 2025

ଏକ ଚୋରି ଘଟଣାରେ ୨ ଚୋର ଗିରଫ ସହ ସୁନା ରୂପା ଅଳଙ୍କାର ଓ ଟାବଲେଟ୍ ଉଦ୍ଧାର

ଉଭୟ ଯୁବକ ଅନେକ ମାମଲାରେ ଅଭିଯୁକ୍ତ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ପୋଲିସ ଏକ ବଡ଼ ଚୋରି ଘଟଣାରେ ୨ ଚୋରଙ୍କୁ ଗିରଫ କରିବା ସହିତ ଚୋରି ଯାଇଥିବା ସୁନା ଓ ରୂପା ଅଳଙ୍କାର ସହ ଟାବଲେଟ ମଧ୍ୟ ଜବତ୍ କରିଛି । ଏହି ଚୋରି ଘଟଣା ୨୨ ଏପ୍ରିଲରେ ଘଟିଥିଲା । ସୂଚନା ଅନୁସାରେ
Read More...

ନୂଆପଡ଼ା ଜିଲ୍ଲା ଛତିଶଗଡ ରାଜ୍ୟ ସୀମାବର୍ତ୍ତି ଜଙ୍ଗଲରେ ମାଓ କେଂପ୍ ଠାବ : ବିପୁଳ ମାଓ ସାମଗ୍ରୀ ଜବତ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲା ଛତିଶଗଡ ରାଜ୍ୟ ସୀମାବର୍ତ୍ତି ଜଙ୍ଗଲରେ ମାଓ କେଂପ୍ ଠାବ ବିପୁଳ ମାଓ ସାମଗ୍ରୀ ଜବତ । ବଡ଼ ଧରଣର ମାଓ ହିଂସା ଘଟାଇବା ପାଇଁ ହୋଇଥିଲା ଯୋଜନା ସୂଚନା ଦେଲେ ନୂଆ ପଡ଼ା ଏସ ପି ଗୁଣ୍ଡଳା ରେଡ୍ଡୀ ରାଘବେନ୍ଦ୍ର । ଛତିଶଗଡ ରାଜ୍ୟ ଓ ଓଡ଼ିଶା
Read More...

ବରଗଡ଼ ମହିଳା ସମିତି ପକ୍ଷରୁ ବନ୍ୟା ପୀଡ଼ିତଙ୍କୁ ରିଲିଫ ବଣ୍ଟନ

ବରଗଡ଼, (ନିରୋଜ କୁମାର ପାଣୀ) : ମୌସୁମୀ ଜନିତ ଲଗାଣ ବର୍ଷା ଯୋଗୁଁ ବିଶେଷ ଭାବରେ ପ୍ରଭାବିତ ବରଗଡ଼ ସହରର ୱାର୍ଡ ୧, ଗଲି ନମ୍ବର ୧୦, ଜୀରା ନଦୀ କୂଳରେ ବସବାସ କରୁଥିବା ଗରିବ ଶ୍ରେଣୀ ପରିବାରଙ୍କୁ ବରଗଡ଼ ମହିଳା ସମିତି ପକ୍ଷରୁ ଆଜି ରିଲିଫ ବଣ୍ଟନ କରାଯାଇଥିଲା । ସମିତିର ଏକ ପ୍ରତିନିଧି
Read More...

ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟର ବନ ମହୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ଓ ସେକ୍ଟର ୬ ସରକାରୀ ଉତ୍କୃଷ୍ଟ ଉଚ୍ଚବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବନମହୋତ୍ସବ ତଥା ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଚାଷ ଜମିରେ ବିପଦ ସଙ୍କୁଳ ବିଦ୍ୟୁତ୍ ଖୁଣ୍ଟ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ସୋନଗଡ ନଦୀ ଖଣ୍ଡି ଅଞ୍ଚଳର ଏକ ଚାଷ ଜମି ଭିତରେ ଲାଗି ଥିବା ବିଦ୍ୟୁତ୍ ଖୁଣ୍ଟ ଗୋଟିଏ ପଟକୁ ଢ଼ଲେଇ ହୋଇ ବିପଦ ଜନକ ଭାବେ ଲାଗିରହିଛି । ଏହି ଅଞ୍ଚଳରେ କିଛି ଦିନ ହେଲା ଲଗାତାର ଭାବେ ବର୍ଷା ଲାଗି ରହିଥିବା ବେଳେ ଜମିରେ ପାଣି ଜମା ହୋଇଛି ।
Read More...

ସାଂସଦକୁ ଭେଟିଲେ ରେଳ ଉପଭୋକ୍ତ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ଗତକାଲି କୁତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଚିକିତ୍ସା କେନ୍ଦ୍ର (ସିଆରସି)ଠାରେ ରେଳ ଉପଭୋକ୍ତା ସଂଘ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛି । ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ସଂଘ
Read More...

ବଲାଙ୍ଗିର ଜିଲ୍ଲାରେ ଖଣି ପାଣି ଓ ସୁରକ୍ଷା ପାଇଁ ଚିନ୍ତନ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯାଦବ ଭବନ ବଲାଙ୍ଗିରଠାରେ ଏନ୍‌ଏପିଏମ୍‌ ଓଡିଶା ଓ ଏସ୍‌ଏସ୍‌ଏ ଓଡିଶା ଗନ୍ଧମାର୍ଦ୍ଧନ ସୁରକ୍ଷା ପରିସର ବଲାଙ୍ଗିର, ଜିଲ୍ଲାବାଦ ସଂଗଠନ ବଲାଙ୍ଗିର, ଜନମ ମାଏଟ ବଂଚାଓ ଆନ୍ଦୋଳନ ବଲାଙ୍ଗିର, ସହିଦ ଧରମସିଂ ମାନ୍ଧତା ସ୍ମୃତି କମିଟି,
Read More...

ବଡବନ୍ଧ ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲରେ ଶିକ୍ଷକ ପ୍ରଦୀପ ଯୋଶୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲରେ ମଙ୍ଗଳବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନବୀନ ମେହେରଙ୍କ ସଭାପତିତ୍ୱ ଏହି ବୈଠକରେ ବରିଷ୍ଠ ସ‌ହ‌କାରୀ ଶିକ୍ଷକ ପ୍ରଦୀପ ଯୋଶୀଙ୍କୁ ମଙ୍ଗଳବାର ଦିନ ଆନୁଷ୍ଠାନିକ ଭାବରେ ବିଦାୟ
Read More...

ବଲାଙ୍ଗିର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଫାଇନାଲରେ ସିସିଏଫ୍‌ଏ ସିହିନି ମହିଳା ଦଳ ଓ ମୁରିବାହାଲ ମହିଳା ଦଳ ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ଗାନ୍ଧୀ ଷ୍ଟାଡିୟମଠାରେ ପ୍ରଥମ ସେମିଫାଇନାଲ ଖେଳ ଓ ଦୁଇ ଗୋଟି ମହିଳା ଖେଳ ଅନୁଷ୍ଠିତ ହୋଇଯାଇଛି । ସିସିଏଫ୍‌ଏ ବଲାଙ୍ଗିର
Read More...

ଗଜବନ୍ଧ ଶ୍ରୀ ଜଗନ୍ନାଥଙ୍କ ବାହୁଡାଯାତ୍ରାରେ କବି ସମ୍ମିଳନୀ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଗ୍ରାମରେ ଅନୁଷ୍ଠିତ ବାହୁଡା ଯାତ୍ରା ଅବସରରେ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ଟଙ୍କଧର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କବିସମ୍ମିଳନୀରେ ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ଅତିଥି,
Read More...