Monthly Archives

July 2025

ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ ଏବଂ ସାରଳା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ କେନ୍ଦ୍ରମନ୍ତ୍ରୀ

ପ୍ରତ୍ୟେକ ଶିକ୍ଷିତ ଓଡ଼ିଆ ପ୍ରତିଦିନ ଗୁଗୁଲ ପରି ପ୍ଲାଟଫର୍ମରେଓଡିଶାର ସଂସ୍କୃତି ଓ ଇତିହାସ ସମ୍ପର୍କରେ କିଛି ପ୍ରଶ୍ନ ପଚାରିବା ଆବଶ୍ୟକ,ଏହା ଦ୍ୱାରା ଆମ ସମ୍ପର୍କରେ ଡିଜିଟାଲ ଜ୍ଞାନ ଭଣ୍ଡାର ସମୃଦ୍ଧ ହେବ - ଧର୍ମେନ୍ଦ୍ର ପ୍ରଧାନ• ମର୍ଯ୍ୟାଦାଜନକ ‘କଳିଙ୍ଗ ରତ୍ନ-୨୦୨୪’ ସମ୍ମାନରେ
Read More...

ଦେଶବ୍ୟାପୀ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି

୨୦୨୫ ଜୁଲାଇ ୧ ତାରିଖରୁ ଦେଶର ବିଭିନ୍ନ ଜିଲ୍ଲାରେ ମୋଟ ୪୩,୪୪୭ ଶିବିର ଆୟୋଜନ କରାଯାଇଛିପ୍ରାୟ ୧.୪ ଲକ୍ଷ ନୂତନ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆକାଉଣ୍ଟ ଖୋଲାଯାଇଛି; ତିନୋଟି ଜନ ସୁରକ୍ଷା ଯୋଜନା ଅଧୀନରେ ୫.୪ ଲକ୍ଷରୁ ଅଧିକ ନୂତନ ନାମାଙ୍କନ ହୋଇଛି ନୂଆଦିଲ୍ଲୀ, (ପିଆଇବି) : ଅର୍ଥ
Read More...

ରାଜ୍ୟସ୍ତରୀୟ ଯୋଗାସନ ସ୍ପୋର୍ଟସ ଚମ୍ପିୟାନସିପରେ ମୟୁରଭଞ୍ଜର ସଫଳତା

ବାରିପଦା, (ଦେବସ୍ମିତ ଚୌଧୁରୀ) : କଟକ ସ୍ଥିତ କଳିଙ୍ଗ ବ୍ୟାୟାମଶାଳାରେ ଓଡିଶା ଯୋଗ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୩୧ତମ ରାଜ୍ୟସ୍ତରୀୟ ଯୋଗାସନ ସ୍ପୋର୍ଟସ ଚମ୍ପିୟାନସିପରେ ମୟୁରଭଞ୍ଜର ୨୧ ଜଣ ପୁରସ୍କୃତ ହୋଇଛନ୍ତି । ୮ରୁ ୧୦ ବର୍ଷ ବାଳକ ବିଭାଗରେ ପ୍ରସାଦ ବାରିକ ୧ମ, ନିହାର ରଞ୍ଜନ ସାହୁ
Read More...

ଆସନ୍ତାକାଲି ଗୁରୁବାର ସମଗ୍ର ମୟୁରଭଞ୍ଜ ଜିଲ୍ଲାରେ ହରତାଳ କରିବ ଭଞ୍ଜସେନା

ମୟୁରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ସବୁଆଡ଼ୁ ନିରାଶ ବାଲେଶ୍ଵର ଏଫ୍.ଏମ୍.ବିଶ୍ୱବିଦ୍ୟାଳୟ ରେ ନିଜ ପ୍ରଫେସରଙ୍କ ଦ୍ଵାରା ନିର୍ଯ୍ୟାତନା ସହିନପାରି ଦେହରେ ନିଆଁ ଲଗାଇ ସୋମବାର ରାତି ମୃତ୍ୟୁବରଣ କରିଥିବା ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ଏଭଳି ମୃତ୍ୟୁ ପାଇଁ ଦାୟୀ ଥିବା ପ୍ରତ୍ୟେକ ଦୋଷୀଙ୍କ
Read More...

ତୁଷ୍ଟାପାଳି ନଦୀରେ ବ୍ୟାରେଜ ନିର୍ମାଣ ପାଇଁ ଟଙ୍କା ୧ କୋଟିରୁ ଅଧିକ ଟଙ୍କା ମଞ୍ଜୁର : ବିଧାୟକଙ୍କୁ ଧନ୍ୟବାଦ ଜଣାଇଲେ…

ସଇଁତଲା, (ଖୁସିରାନୀ ସାହୁ) : ଚାଷୀ ହସିଲେ ଦେଶ ହେସିବ ଚାଷୀ ଙ୍କ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଚାଷୀଙ୍କ ଚାଷ ଜମିରେ କିଭଳି ଦ୍ୱିଗୁଣ ଚାଷ ହେବ ତାହାକୁ ଚିନ୍ତା କରି ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ ପ୍ରୟାସ କ୍ରମରେ ରାଜ୍ୟ ସରକାର କୋଟିରୁ ଅଧିକ
Read More...

ରଙ୍ଗେଇଲଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରୁ ଅତିଥିଗଣଙ୍କ ବିଦାୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦ୍ଵିତୀୟ ଭାରତୀୟ ମତ୍ସ୍ୟ ଆଉଟ-ଲୁକ୍ ଜାତୀୟସ୍ତରୀୟ ସମ୍ମୀଳନୀ ସମାପ୍ତି ଘଟିଛି । ଭାରତବର୍ଷର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଗବେଷକ, ତିନିଶହରୁ ବୈଜ୍ଞାନିକ, କୃତ୍ତି ମେଧାବୀ ମତ୍ସ୍ୟ-ବିଜ୍ଞାନୀ ଛାତ୍ରଛାତ୍ରୀ ପ୍ରମୁଖ ସମୂହ ବ୍ୟକ୍ତି
Read More...

ଭାରତ ସରକାରଙ୍କ ସହାୟତାରେ ଭିନ୍ନକ୍ଷମଙ୍କ ପାଇଁ ଉପକରଣ ବଣ୍ଟନ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ମଧ୍ୟରେ ଆଲିମ୍ କୋ. ଓ ଭାରତ ସରକାରଙ୍କ ସହାୟତାରେ ଭିନ୍ନକ୍ଷମଙ୍କ ପାଇଁ ଉପକରଣ ବଣ୍ଟନ ଶିବିର ଆୟୋଜିତ ହୋଇଯାଇଛି । ଶିବିରରେ ମୋଟ ୧୭୫ଜଣ ଭିନ୍ନକ୍ଷମ ପଞ୍ଜୀକୃତ ହୋଇ ବିଭିନ୍ନ ସହାୟତାରେ ଅଂଶୀଦାର ହୋଇଥିଲେ ।
Read More...

ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଅକାଳ ବିୟୋଗରେ ଶୋକସଭା

ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠିତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ସହ ଆଭ୍ୟନ୍ତରୀଣ ଅଭିଯୋଗ
Read More...

ବିଦେଶରେ ଚମକିଲେ ବଲାଙ୍ଗିରର ଝିଅ : ଆର୍‌ୟୋନି ରାଜହଂସ ଲିଭରପୁଲ ବିଶ୍ୱବିଦ୍ୟାଳୟରୁ ଏମ୍ଏସ୍‌ସି ହାସଲ କଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଆଶିଷ ରାଜହଂସ ଏବଂ ବନ୍ଦିତା ରାଣୀ ରାଜହଂସଙ୍କ ଝିଅ ଆରୋନି ରାଜହଂସ । ଇଂଲଣ୍ଡର ଲିଭରପୁଲ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ସ୍କୁଲରୁ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନରେ ସ୍ନାତକୋତ୍ତର ସଫଳତାର ସହ ସମାପ୍ତ କରି ଏହି ଅଞ୍ଚଳ ପାଇଁ ଗୌରବ
Read More...

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ହୁମା ପ୍ରତିନିଧି ଦଳ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାପଞ୍ଚାୟତ ପାର୍ଶ୍ଵରେ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ହୁମା ସ୍ୱାସ୍ଥ୍ୟକେନ୍ଦ୍ର ଅବସ୍ଥିତ । ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରଟି ଜାତୟ ରାଜପଥ ପାର୍ଶ୍ଵରେ ଥିବା ହେତୁ ଦୈନିକ ଶହ ଶହ ରୋଗୀ ପ୍ରାଥମିକ ଚିକିତ୍ସା ନିମନ୍ତେ
Read More...