ଶେରଗଡ଼ ବ୍ଲକରେ ମହିଳା ବିଡିଓ ତୃପ୍ତିମୟୀ ଜେନାଙ୍କ ଦାୟିତ୍ୱ ଗ୍ରହଣ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ପ୍ରଥମ ଥର ପାଇଁ ଜଣେ ମହିଳା ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ତୃପ୍ତିମୟୀ ଜେନା ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କରି ଯୋଗଦାନରେ ଶେରଗଡ!-->…
Read More...
Read More...